Monthly Archives

June 2021

କରୋନାକୁ ମାତ ଦେଲା ପାଞ୍ଚ ମାସର ଶିଶୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଏକ ମାତ୍ର ୫ମାସର ଶିଶୁ କନ୍ୟା ତିତିଲି କରୋନାକୁ ମାତ ଦେଇଛି । ଯାହା ଅନେକ ସଂକ୍ରମିତଙ୍କୁ ନୁଆଁ ସାହସ ଦେବା ସହ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କରୋନା ସାରା ଦେଶକୁ ଗ୍ରାସ କରିଛି । ମହାମାରୀ ଯେତିକି ଘାତକ, ମହାମାରୀର ଭୟ ତାଠୁ ଆହୁରି
Read More...

ଗତ ୨୪ ଘଂଟାରେ ୭୦୦୨ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୧୬୭

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୦୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୭୮୦୩୧କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୨୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୦୮୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ବିଶ୍ଵ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶଶଙ୍କ ଆହ୍ୱାନ କ୍ରମେ ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ
Read More...

ସାଂସଦଙ୍କ ପୌଷ୍ୟ ସ୍କୁଲରେ ବିଶ୍ୱ ପରିବେଶ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ରାଜ୍ୟସଭା ସାଂସଦ ସୁବାଷ ସିଂଙ୍କର ପୌଷ୍ୟ ବିଦ୍ୟାଳୟ ରାମଜୀ ହାଇସ୍କୁଲ କୁରୁଲ ଠାରେ ରୋଟାରୀ କ୍ଲବ ବଲାଙ୍ଗିର ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମାକ୍ସ ଏବଂ ସେନିଟାଇଜର ବଣ୍ଟନ
Read More...

ପରିବେଶ ପରିଚିନ୍ତନ : ଜିଲ୍ଲାରେ ଗ୍ରିନ୍- ପ୍ଲାନେଟସନ ଉପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କୋରନା ମହାମାରୀରେ ଯେଉଁ ଅକ୍ସିଜନ ଅଭାଵ ଦେଖାଦେଇଥିଲା । ଭବିଷ୍ୟତରେ ଏହି ଭୟାନକ ପରିସ୍ଥିତି ଯେପରି ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦେଇ ସମଗ୍ର ଗଞ୍ଜାମ ଜିଲ୍ଲାରେ ସେଭଳି ଭୟାବହକୁ ଦୂରେଇବା ଉଦ୍ଦେଶ୍ୟରେ ସବୁଜିମା ପରିବେଶକୁ
Read More...

ଗାନ୍ଧୀ ସ୍ମୃତି କମିଟି ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ୯ଟା ସମୟରେ ରାମଜୀ ହାଇସ୍କୁଲ କୁରୁଲ, ବଲାଙ୍ଗିର ଠାରେ ଗାନ୍ଧୀ ସ୍ମୃତି କମିଟି ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ବିଶ୍ୱ ପରିବେଶ ଦିବସ । ବର୍ତ୍ତମାନ ବିଶ୍ୱରେ କରୋନା ମହାମାରୀ
Read More...

ସଇଁନ୍ତଲା ପୋଲିସ ପକ୍ଷରୁ ଅମାନିଆ ଠାରୁ ଫାଇନ ଆଦାୟ

ସଇଁନ୍ତଲା, (ଅଜିିତ କୁମାର ସାହୁ) : ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମହାମାରୀକୁ ନେଇ ଲକଡାଉନ୍‌ ଓ ସଟଡାଉନ୍‌ ଗତ ୫ ତାରିଖ ଦିନ ଠାରୁ ଆରମ୍ଭ କରିଥିଲେ । କରୋନା ମହାମାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି । କିନ୍ତୁ ଲୋକଙ୍କ ସଚେତନତା ଅଭାବରୁ ଦିନକୁ
Read More...

ଗ୍ରାମାଞ୍ଚଳରେ ଲକଡାଉନ୍ ସଟଡାଉନର ପ୍ରଭାବ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : କରୋନା କଟକଣା ଯୋଗୁଁ ବିଶେଷକରି ଦୋକାନ ବଜାର ପ୍ରାୟ ସମୟ ବନ୍ଦ ରହୁଥିବାରୁ ବେପାରୀମାନଙ୍କୁ ନାହିଁ ନ ଥିବା କ୍ଷତି ସହିବାକୁ ପଡୁଛି । ଏହି ପ୍ରଭାବ ଖାଲି ଯେ ଦୋକାନୀ ମାନଙ୍କ ଉପରେ ପଡୁଛି ତା ନୁହେଁ ବରଂ ଗରିବ ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକମାନଙ୍କ
Read More...

ବାଲିଗୁଡାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାର ନୂତନ ଅଧିକାରୀ ଭାବେ ବାବା ଶଙ୍କର ସରାଫ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ସେ ତୁମୁଡିବନ୍ଧ ଥାନାର ଅଧିକାରୀ ଭାବେ କାର୍ଯ୍ରରତ ଥିଲେ । ଏଠାରେ ଯୋଗ ଦେବା ପରେ କୋଭିଡ ମୁକାବିଲା ପ୍ରଶାସନ ପାଇଁ
Read More...

ବିଶ୍ୱ ପରିବେଶ ଦିବସରେ ବୃକ୍ଷପୂଜା ଓ ବୃକ୍ଷରୋପଣ

ମ,ରାମପୁର, (ହେମନ୍ତ ସାହୁ) : ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ସେବାଜଗତ ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମ.ରାମପୁର ହରିଶ୍ଚନ୍ଦ୍ରପୁର ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହେଇଯାଇଛି । ଏହି ଅବସରରେ ପ୍ରକୃତିର ପୂଜା ସ୍ୱରୂପ ଏକ ବୃକ୍ଷକକୁ ପୂଜାର୍ଚ୍ଚନା କରାଯାଇ ସାମାଜିକ
Read More...