Monthly Archives

June 2021

ସାଇପାଲି ସମବାୟ ସମିତି ବ୍ୟାଙ୍କ ଆଗରେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଳକ ସାଇପାଲି ସମବାୟ ସମିତି ବ୍ୟାଙ୍କ ଅଧିନସ୍ଥ ପ୍ରାୟ ୨୨ ଜଣରୁ ଉର୍ଦ୍ଧ୍ବ ଚାଷୀ ବ୍ୟାଙ୍କ ସମ୍ମୁଖରେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚ ଆହ୍ୱାନ କ୍ରମେ ଧାରଣା ଦେଇଛନ୍ତି । ଚାଷୀମାନଙ୍କ ରବିଧାନ ବିକ୍ରି
Read More...

ନିଖୋଜ ବ୍ୟକ୍ତିଙ୍କ ଗଳିତ ଶବ ପାହାଡ଼ ଶିଖରରୁ ଉଦ୍ଧାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଅଲାତରା ଗ୍ରାମର ଶ୍ୟାମ ସୁନ୍ଦର ସାହୁ(୫୫) ଗତ ମଇ ମାସ ୨୯ ତାରିଖ ସକାଳ ୯ଟାରୁ ଘରୁ କୁଆଡ଼େ ନିଖୋଜ ହୋଇଯାଇଥିଲେ । ପରିବାର ବର୍ଗ ବହୁତ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ସନ୍ଧାନ ପାଇ ନଥିବା ବେଳେ ଆଜି
Read More...

କିନ୍ନରଙ୍କୁ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲେ ମୀରା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କିନ୍ନର ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲି କରିବା ପାଇଁ ଓଡ଼ିଶା ପୋଲିସରେ ନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡ଼ିଶା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ବିଶିଷ୍ଟ ସାମାଜିକ କର୍ମୀ ତଥା 'ନେସ୍‌ନାଲ୍‌
Read More...

ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ହେଉଥିଲା ଗଂଜେଇ ଚୋରା ଚାଲାଣ : ୨ ଗିରଫ

କୋରାପୁଟ : କରୋନା ମହାମାରୀର ଦ୍ୱିତୀୟ ଲହରୀ ସମୟରେ ଅକ୍ସିଜେନ୍‌ର ଆବଶ୍ୟକତା ବଢ଼ିଯାଇଥିବା ବେଳେ ଅକ୍ସିଜେନ୍ ସିଲିଣ୍ଡର ସପ୍ଲାଏ ଆଳରେ ଅଭିନବ ଉପାୟରେ ଗଂଜେଇ ଚୋରା ଚାଲାଣ ହେଉଥିବା ଘଟଣା ସାମ୍‌ନାକୁ ଆସିଛି । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଜି
Read More...

ସାବିତ୍ରୀ ପୂଜା ଦିନ ସାବିତ୍ରୀଙ୍କୁ ବିଷ ପିଆଇ ମାରିଲା ସତ୍ୟବାନ

ମ.ରାମପୁର, (ହେମନ୍ତ ସାହୁ) : ପୌରାଣିକ ଆଖ୍ୟାନ ଅନୁଯାୟୀ ଉତ୍କଳୀୟ ସଂସ୍କୃତିରେ ସାବିତ୍ରୀ ବ୍ରତ ପତି-ପତ୍ନୀର ଏକ ଅନାବିଳ ଭଲପାଇବାର ଦିନ । ଏହି ଦିନ ସାବିତ୍ରୀମାନେ ନିଜ ନିଜ ସତ୍ୟବାନଙ୍କ ଦୀର୍ଘାୟୁ କାମନା କରି ଓଷା ବ୍ରତ ପାଳନ କରିଥାନ୍ତି । ଯୋଉଠି ରହିଥାଏ ଏକ ପବିତ୍ର ଭଲପାଇବା ଓ
Read More...

ବାଳକର ଜୀବନ ଗଲା ସାପ କାମୁଡାରେ

କନ୍ଧମାଳ : ଆଠ ବର୍ଷ ବାଳକର ଜୀବନ ଚାଲିଗଲା ସାପ କାମୁଡ଼ାରେ । କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ରଣଗାଁଠାରେ ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ରଣଗାଁର ଆଜାଦ ଗଣ୍ଡା(୮) ଶୁକ୍ରବାର ରାତିରେ ନିଜ ମା ଓ ଜେଜେମାଙ୍କ ସହ ଗୋଟିଏ କୋଠରୀରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ
Read More...

ଟୀକା ହିଁ କରୋନାକୁ ରୋକି ପାରିବ : ଜୁନିୟର ରେଡକ୍ରସ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକର ଲର୍କି ଗ୍ରାମରେ ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ୱରେ ଅଙ୍ଗନବାଡ଼ି କର୍ମୀ ପ୍ରମିଳା ପଣ୍ଡା,
Read More...

ଡେଲାଙ୍ଗରେ ଏସୟୁସିଆଇର ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିତ୍ୟ ବ୍ୟବହୃତ ସାମଗ୍ର୍ରୀର ଅହେତୁକ ଦରବୃଦ୍ଧି, କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ସରକାରଙ୍କ ବିଫଳତା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ମୁଲ୍ୟ ବୃଦ୍ଧି ନେଇ ଏସୟୁସିଆଇ ଡେଲାଙ୍ଗ ବେରବୋଇ ଠାରେ ପ୍ରତିବାଦ ଦିବସ ପାଳନ କରିଛ । ଏଥିରେ
Read More...

ଓଡ଼ିଶା ପୋଲିସରେ ଏସ୍‌ଆଇ ଏବଂ କନଷ୍ଟେବଳ ପଦ ପାଇଁ ବାହାରିଲା ନିଯୁକ୍ତି : ଏଣିକି ରାଜ୍ୟରେ ପୋଲିସ୍ ପଦ ପଦବୀ ପାଇଁ…

ଭୁବନେଶ୍ୱର : ଓଡ଼ିଶା ପୋଲିସରେ ୪୭୭ ସବ-ଇନିସପେକ୍ଟର ପଦବୀ ପାଇଁ ନିଯୁକ୍ତି ବାହାରିଥିବା ବେଳେ ୨୪୪ଟି କନଷ୍ଟେବଳ ପଦବୀ ପାଇଁ ବି ନିଯୁକ୍ତି ବାହାରିଛି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଅନଲାଇନରେ ଆବେଦନ କରିବେ ଆଶାୟୀ । ଆପାତତଃ ୨୨ ତାରିଖ ସକାଳ ୯ଟାରୁ
Read More...

ଲଜପତ ନଗରର ଏକ ପୋଷାକ ଶୋ’ରୁମରେ ଅଗ୍ନିକାଣ୍ଡ : ନିଆଁ ଲିଭାଇବାକୁ ୧୬ଟି ଅଗ୍ନିଶମ ଗାଡ଼ି ଲାଗିଛି

ନୂଆଦିଲ୍ଲୀ : ଆଜି ପୂର୍ବାହ୍ନରେ ଦକ୍ଷିଣ ଦିଲ୍ଲୀର ଲଜପତ ନଗର ସେଣ୍ଟ୍ରାଲ ମାର୍କେଟ ଅଞ୍ଚଳର ଏକ ପୋଷାକ ଶୋ’ରୁମରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୦.୨୦ ସମୟରେ ଅଗ୍ନିକାଣ୍ଡ
Read More...