Monthly Archives

June 2021

ଡେଲାଙ୍ଗରେ ଲଙ୍ଗଳ ଓ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମିଲ ମାଲିକଙ୍କ ଧାନ କିଣିବାରେ ଅବହେଳା ଏବଂ ଧାନ ମଣ୍ଡିରେ ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ନେଇ ଡେଲାଙ୍ଗ ରାସ୍ତାର ଅମାଳଙ୍ଗ ଛକ ନିକଟରେ ଶତାଧିକ ଚାଷୀମାନେ ପ୍ରାୟ ଚାରି ଘଣ୍ଟା ଧରି ରାସ୍ତା ରୋକ କରିଥିଲେ । ଯାହା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ
Read More...

ୱାଇସିଡ଼ିଏ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ କଛାରପାଲି ପ୍ରାଥମିକ ବିଦ୍ୟାଳୟରେ ଅଗ୍ରଣୀ ସ୍ୱେଚ୍ଚାସେବୀ ଅନୁଷ୍ଠାନ ୱାଇସିଡ଼ିଏ ବଲାଙ୍ଗିର ତରଫରୁ ଅସହାୟ ଓ କରୋନା ମହାମାରୀର ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଦେଓଗାଁ ବ୍ଲକର ବିଭିନ୍ନ ଗାଁର ପ୍ରାୟ ୨୨ଟି ପରିବାରକୁ ଅନୁଷ୍ଠାନ
Read More...

ଦେଓଗାଁ ବ୍ଲକରେ ଆଜି ୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ବ୍ଲକରେ ୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କୁତୁର୍ଲା ପଞ୍ଚାୟତରେ ୩ଜଣ ଓ ସାଲେପାଲି ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିଛି ।
Read More...

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ କରୋନା ତଥା ଟୀକାକରଣ କାରଣରୁ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଯଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁ୍‌ଖୀନ ହେଉଛନ୍ତି । ପାଇକସମରା ଗ୍ରାମର ଯଶୋବନ୍ତି ଭୋଇ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ଡେଲିଭରି
Read More...

ବଲାଙ୍ଗିରରେ ଗଠିତ ହେଲା ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଜିଲ୍ଲା ବୋର୍ଡ : ବଳରାମ ମିଶ୍ର ହେଲେ ଜିଲ୍ଲା ବୋର୍ଡର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗଠିତ ହେଲା ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ବଲାଙ୍ଗିର ଜିଲ୍ଲା ବୋର୍ଡ । ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ବଲାଙ୍ଗିର ଜିଲ୍ଲା ବୋର୍ଡର ସଭାପତି ଭାବେ ରାଜ୍ୟ ବୋର୍ଡ ପକ୍ଷରୁ ସାମ୍ବାଦିକ ବଳରାମ ମିଶ୍ରଙ୍କୁ ସଭାପତି ଭାବେ ଦାୟିତ୍ୱ
Read More...

ବଲାଙ୍ଗିର ଜିଲ୍ଲାରେ ୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ବ୍ଲକରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୨ ଜଣ, ଦେଓଗାଁ ବ୍ଲକରୁ ୪ ଜଣ, ଖପ୍ରାଖୋଲ
Read More...

ବାଦୀବାହାଲ ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡପ ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦୀବାହାଲ ପୋଷ୍ଟ ଅଫିସରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଶତାଧିକ ଲୋକଙ୍କ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ହୋଇଥିବା ନେଇ ଜଣାପଡିବା ପରେ ଉତ୍ୟକ୍ତ ଲୋକେ ପୋଷ୍ଟ ମାଷ୍ଟର ମାଧବ ଚନ୍ଦ୍ର ବାରିକକୁ ଅଫିସ
Read More...

ମଦ ଦୋକାନ ତାଲା ଭାଙ୍ଗି ୪୮କାର୍ଟୁନ ମଦ ବୋହି ନେଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଦମ ପଡା ସ୍ଥିତ ୭ନଂ ସରକାରୀ ମଦ ଦୋକାନର ତାଲା ଭାଙ୍ଗି ପ୍ରାୟ ୪୮ କାର୍ଟୁନ ମଦ ବୋହି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ତଦନ୍ତ ଜାରି ରଖିଛି । ଗତ କାଲି ମଦ ଦୋକାନରେ ନୂତନ ଗ୍ରିଲ
Read More...

ସାଇପାଲି ଧାନ ମଣ୍ଡିରେ ଟୋକନ ଲେପ୍ସ ହୋଇଥିବା ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୧ରେ ସାଇକେଲ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଜେପୁର ସାଇପାଲି ସମବାୟ ସମିତି ବ୍ୟାଙ୍କ୍ ଆଗରେ ଟୋକନ ଲେପ୍ସ ହୋଇଥିବା ଚାଷୀମାନେ ଆସନ୍ତା ତା. ୨୧ରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନେତୃତ୍ୱରେ ସାଇକେଲ ଶୋଭାଯାତ୍ରା କରିବା ପାଇଁ ଜିଲ୍ଲା ମୁଖ୍ୟ ଯୋଗାଣ
Read More...

ଗଛ ପଡ଼ି ଦୁଇ ଘର ନଷ୍ଟ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଜକାବାହାଲି ଗ୍ରାମରେ ଆମ୍ବଗଛ ପଡ଼ି ମଗଶୀର ମାଝୀଙ୍କ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ କାର୍ତ୍ତିକ ଭୋଇଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହେଇଛି । ଏକ ବିଶାଳକାୟ ଆମ୍ବଗଛ ପଡ଼ିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା
Read More...