Monthly Archives

June 2021

ପାଟଣାଗଡ଼ର ନାଗରିକମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ଓ ସହରର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ନାଗରିକ କମିଟି ଗଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହର ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର ବ୍ୟକ୍ତିବିଶେଷ, ଶିକ୍ଷାବିତ୍‌, ଅବସରପ୍ରାପ୍ତ ସାମ୍ବାଦିକ, ରାଜନୈତିକ ଆଦି ବ୍ୟକ୍ତି ସମୂହ ମାନଙ୍କୁ ନେଇ ନାଗରିକ କମିଟି ଗଠିତ ହୋଇଯାଇଛି । ସ୍ଥାନୀୟ ସୁଭଦ୍ରା ଭବନ ପରିସରରେ ରାଜେଶ କୁମାର ମେହେର ଓ ବିଜୟ
Read More...

ମୂଲ୍ୟବାନ କାଠ ଓ ଗାଡି ଜବତ କଲା ବନ ବିଭାଗ : ଡ୍ରାଇଭର ଫେରାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ସ୍ଥିତ ଭୋଇରପଡା ନିକଟରେ ଆଜି ସକାଳୁ ପ୍ରାୟ ୪ ଲକ୍ଷ ଟଙ୍କାର ମୂଲ୍ୟବାନ ଖଇର ମଞ୍ଜ କାଠ ଜବତ କରିବା ସହ ଓଆର୧୫ବି୪୮୪୭ ଗାଡିକୁ ଅଟକ ରଖି ତଦନ୍ତ ଜାରି ରଖିଛି ବନ ବିଭାଗ । ସୂଚନା ଅନୁସାରେ ଆଜି ସକାଳୁ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୨୯୫୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୯୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୪୯୬୫କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୫୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ସଷ୍ଟେନେବଲ୍ ଡେଭେଲପମ୍ୟାଣ୍ଟ୍ ଗୋଲ୍‌ରେ ୨୦୨୦-୨୧ରେ ଓଡିଶାକୁ ୬୧ ପଏଣ୍ଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଓଡିଶା ଆସିଥିବା ନୀତି ଆୟୋଗର ପ୍ରତିନିଧି ଦଳ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ "ସଷ୍ଟେନେବଲ୍ ଡେଭେଲପମ୍ୟାଣ୍ଟ୍ ଗୋଲ୍" ସୂଚୀ ସମ୍ପର୍କରେ
Read More...

କମିଶନରେଟ ପୋଲିସକୁ ମିଳିଲା ବଡ ସଫଳତା : ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କଟକ : କମିଶନରେଟ ପୋଲି୍ସକୁ ମଳିଛି ବଡ ସଫଳତା । ଗୋଟିଏ ଟ୍ରକରୁ ୫୬୦ କେଜି ଗଞ୍ଜାଇ ଜବତ କରିଛି । ଜବତ ଗଞ୍ଜାଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ସୂଚନା ଅନୁସାରେ, ଗତକାଲି କଟକର ମହାନଦୀ ବ୍ରିଜ୍ ଉପରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇବା ବେଳେ
Read More...

ପୂର୍ବ ବିଧାୟକଙ୍କ ଯଜ୍ଞଶ୍ୱର ବାବୁଙ୍କ କ୍ଷେତରେ ଭୟାବହ ଅଗ୍ନିକାଣ୍ଡ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲାର ପୂର୍ବ ବିଧାୟକ ଯଜ୍ଞଶ୍ୱର ବାବୁଙ୍କ କ୍ଷେତରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଦେଓଗାଁ ବ୍ଲକ୍‌ କୁତୁର୍ଲା ଗାଁରେ ଥିବା ତାଙ୍କ କ୍ଷେତରେ ନିଆଁ ଲାଗିଯିବାରୁ ବ୍ୟାପକ କୃଷି ସାମଗ୍ରୀ ନଷ୍ଟ ହୋଇଥିବା ଖବର ମଳିଛି । ରବିବାର ବିଳମ୍ବିତ ରାତିରେ
Read More...

ସାବାସ ସାଇଚନ୍ଦନ ସାବାସ : ୯ ବର୍ଷ ବୟସରେ ଚିତ୍ର ମାଧ୍ୟମରେ କରୋନା ସଚେତନତା ସୃଷ୍ଟି ସହ ଗଛର ଯତ୍ନ ନେଉଛନ୍ତି ସାଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ଯୋଗୁଁ ସ୍କୁଲ କଲେଜରେ ପାଠ ପଢା ଠପ୍‌ ହୋଇପଡିଛି । ଯାହା ଫଳରେ ଅନେକ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପାଠ ପଢୁଛନ୍ତି । ହେଲେ ସ୍କୁଲ ବନ୍ଦ ଯୋଗୁଁ ଜଣେ ୯ ବର୍ଷର ପିଲା ଚିତ୍ର ଅଙ୍କନ ମାଧ୍ୟମରେ କରୋନା ସଚେତନତା କରୁଥିବା ବେଳେ ପାଠ
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ : ଚତୁର୍ଥ ଦିନରେ ବି ବର୍ଷା ସାଜିଲା ବାଧକ

ଆଜିର ମ୍ୟାଚ୍ ଆରମ୍ଭ ନ ହୋଇ ଷ୍ଟାମ୍ପସ୍ ସାଉଥମ୍ପଟନ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଲଗାତାର ଭାବେ ବର୍ଷା ସାଜିଛି ବାଧକ । ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯାଉଥିବା ଏହି ବଡ ମୁକାବିଲାର ଆଜି ଚତୁର୍ଥ ଦିନ ଥିବା ବେଳେ ଆଜି ମଧ୍ୟ ବର୍ଷା କାରଣରୁ ମ୍ୟାଚ୍ ଖେଳାଯାଇ ପାରି ନାହିଁ । ୪ଦିନ
Read More...

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଦ୍ୱାଦଶ ଦିବସରେ ସୃତିସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ବାଦପଲ୍ଲୀ ଗ୍ରାମ ଠାରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସ୍ୱର୍ଗତ ଇଂ ଅଶୋକ କୁମାର ପାହାନଙ୍କ ଦ୍ୱାଦଶ ଦିବସରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଅନୁସୂଚିତ ଜାତି ଭାଜପା ରାଜ୍ୟ ସମ୍ପାଦକ
Read More...

ଦେଓଗାଁ ସିଏଚସିରେ ଆରମ୍ଭ ହେଲା ୧୮ରୁ ୪୪ବର୍ଗର ଟୀକାକରଣ : ପ୍ରଥମ ଦିନରେ ଟୀକା ନେଲେ ୧୪୦ଜଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ଦିନରୁ ଯୁବ (୧୮ରୁ ୪୪) ବର୍ଗର ଲୋକଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମୋଟ ୧୫୦ଙ୍କୁ ଟୀକା ଦେବାକୁ ପ୍ରସ୍ତୁତ କରାଯାଇଥିଲା । ଏହା ମଧ୍ୟରୁ ୭୫ଜଣ ପୂର୍ବ ଦିନରୁ ସ୍ଲଟ ବୁକିଂ କରିଥିଲେ । ହେଲେ
Read More...