Monthly Archives

June 2021

ରକ୍ତଦାନ କରି ମହୁଲ ବରିହାଙ୍କ ଜୀବନ ବଞ୍ଚାଇଲେ ଗୋଣ୍ଡୱ।ନା ଛାତ୍ର ସଂଗଠନର ମହାସଚିବ ସୁବ୍ରତ କୁଅଁର

ବଲାଙ୍ଗିର (ଦେବାଶିଷ ମିଶ୍ର) : ଗୋଣ୍ଡୱ।ନା ଛାତ୍ର ସଂଗଠନ ବଲାଙ୍ଗିର ପକ୍ଷରୁ ୪୫୮ ତମ ରାଣୀ ଦୂର୍ଗାବତୀ ବଳୀଦାନ ଦିବସ ଲୋଇସିଂହା ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗୋଣ୍ଡୱ।ନା ଛାତ୍ର ସଂଗଠନ ମହାସଚିବ ସୁବ୍ରତ କୁଅଁର ଏକ ମହତ୍ ସେବା କାର୍ଯ୍ୟ କରୁଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ
Read More...

ମହାଦେବଙ୍କ ମହାସ୍ନାନଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାଲପଡା ଆଶୁତୋଷ ମହାଦେବ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଟିତ ହୋଇଯାଇଛି । ସକାଳୁ ଚତୁର୍ଧା ମୂର୍ତିକୁ ସ୍ନାନ ବେଦିକୁ ଅଣା ଯିବାପରେ ନୀତିନିୟମ ଅନୁଯାଇ ପୁଜାର୍ଚନା କରାଯିବା ପରେ ମହାଦେବ ସ୍ନାନ ଆରମ୍ଭ ହୋଇଥିଲା । ପରେ
Read More...

ଟୀକାକରଣ ଉପରେ ସଚେତନତା କର୍ମଶାଳା

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ ଜ଼ିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କନାପାଲି ଅଙ୍ଗନୱଡି କେନ୍ଦ୍ରଠାରେ ମହାଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ କୋଭେକସିନ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜ଼ିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା
Read More...

ଆମରଣ ଅନଶନରେ ବସିଲେ ଚାଷୀ

ବରଗଡ, (ନିରୋଜ କୁମାର ପାଣୀ) : ଫେଲ ମାରିଲା ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୁତି । ଧାନ ମାର୍କେଟ, ତହସିଲ ଅଫିସରେ ଧାରଣା ପରେ ଚାଷୀମାନେ ରାଜରାସ୍ତାରେ ରାସ୍ତାରୋକ କଲେ ହେଲେ କିଛି ସୁଫଳ ମିଳିଲାନି । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଶେଷରେ ଆମରଣ ଅନଶନରେ
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୬ ଆକ୍ରାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୬ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ସହରାଞ୍ଚଳରୁ ୩ଜଣ, ବେଲପଡା ବ୍ଲକରୁ ଜଣେ, ଦେଓଗାଁ ବ୍ଲକରୁ ୨ଜଣ, ଖପ୍ରାଖୋଲ ବ୍ଲକରୁ ୨ଜଣ,
Read More...

ପର୍ଯ୍ୟାପ୍ତ ପରିମାଣରେ ଭେକ୍ସିନ୍ ଯୋଗାଇବାକୁ ଏବଂ ଏକ୍ସରେ ଟେକନିସିଆନ୍ ନିଯୁକ୍ତି ପାଇଁ ବିଜେପିର ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ତହସିଲ ସାହୁଙ୍କୁ ପଦ୍ମପୁର ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା ଏବଂ ବିଜେପି ନଗର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ବିଭିନ୍ନ ବିଷୟକୁ ନେଇ ସାକ୍ଷାତ କରିଥିଲେ । ପଦ୍ମପୁର ସହରରେ ଭେକ୍ସିନ୍ ନେବା ପାଇଁ
Read More...

ସେଣ୍ଟ୍ରାଲ ୱେରହାଉସିଂ କର୍ପୋରେସନ (ସିଡବ୍ଲୁସି) ସହିତ ସେଣ୍ଟ୍ରାଲ ରେଲସାଇଡ୍ ୱେରହାଉସ୍ କମ୍ପାନୀ ଲିମିଟେଡ…

• ସିଡବ୍ଲୁସି-ସିଆରଡବ୍ଲୁସିର ବିଲୟ ମାଧ୍ୟମରେ “ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନ” ସୁନିଶ୍ଚିତ ହେବ• ଏହି ବିଲୟ ଫଳରେ ଦୁଇ କମ୍ପାନୀର ପଣ୍ୟ ଭଣ୍ଡାରଣ, ପରିଚାଳନା ଓ ପରିବହନ ଭଳି ସମାନ କାର୍ୟ୍ୟ ଏକୀକୃତ ହେବ• ଫଳସ୍ୱରୂପ ରେଳବାଇ ପଣ୍ୟାଗାରଗୁଡ଼ିକର ଦକ୍ଷତା, ସର୍ବାଧିକ କ୍ଷମତା ଉପଯୋଗ,
Read More...

ରକ୍ତଦାନ ଶିବିର : ୩୭ ୟୁନିଟ ରକ୍ତ ସଂଗ୍ରହ

ବରଗଡ, (ନିରୋଜ କୁମାର ପାଣୀ) : ସ୍ୱର୍ଗତ ମାୟାଧର ସେଠଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ମାୟାଧର ଯୁବକ ସଂଘର ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବିଜେପୁର ବ୍ଲକ ଖରମୁଣ୍ଡା ବାପୁଜି ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଖରମୁଣ୍ଡା ଡାକ୍ତରଖାନାର ଅନୀଲ
Read More...

ଚନ୍ଦନଭାଟି, ସଦାଇପାଲି ପଞ୍ଚାୟତ ବୁଲିଲେ ନରସିଂହ : ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ହେଲା ନିଷ୍ପତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସଦାଇପାଲି ଓ ଚନ୍ଦନଭାଟି ପଞ୍ଚାୟତ ପରିଦର୍ଶନରେ ଯାଇଥିଲେ । ସଦାଇପାଲି ଗାଁ ଭିତରେ ବାକି ରହିଯାଇଥିବା ଡ୍ରେନ ଓ ରାସ୍ତା ପାଇଁ ଲୋକେ ବହୁ ଦିନରୁ ଦାବୀ କରୁଥିଲେ । ପୂର୍ବରୁ ପୁର୍ତ୍ତ
Read More...

ବନ୍ଦେ ଉତ୍କଳ ଜନନୀକୁ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରିବାର ସରକାରୀ ନିଷ୍ପତ୍ତିକୁ କୋଶଲ ରାଜ୍ୟ ସମନ୍ୱୟ ସମିତିର ତୀବ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨କୋଟି ଲୋକଙ୍କ ମତାମତକୁ ପାଦରେ ଦଳି ଦେଇ ଓଡିଶା ରାଜ୍ୟ ସରକାର ଏକପାଖିଆ ଭାବରେ “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେବା ସହ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରିଛନ୍ତି । ଏତାଦୃଶ କାମ କରି ରାଜ୍ୟ ସରକାର ତାଙ୍କର ଉଗ୍ର ଆଞ୍ଚଳିକ ବୈଷମ୍ୟ ଓ
Read More...