Monthly Archives

June 2021

ଟୀକାକରଣ ଆରମ୍ଭ ହେଲା ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ : ଡୋଜ୍ ପ୍ରତି ୧୨୫୦ଟଙ୍କା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱରରେ ଆରମ୍ଭ ହେଲା ଘରୋଇ ହସ୍ପିଟାଲରେ ଟୀକାକରଣ । ଇଛୁକ ବ୍ୟକ୍ତି ନିର୍ଧାରିତ ଦେୟ ଦେଇ ଟୀକା ନେଇପାରିବେ । ପ୍ରତି ଡୋଜ ଟିକାର ଦାମ ୧୨୫୦ ଧାର୍ଯ୍ୟ କରାଯାଇଛି । କୋଓ୍ୱିନ ଆପରେ ଅନଲାଇନ ସ୍ଲଟ ବୁକିଂ କରି ନେଇପାରିବେ ଟୀକା । ୪୫ ବର୍ଷରୁ ଅଧିକ
Read More...

ମହିଳାଙ୍କୁ ଛୁରୀ ମାରି ଲୁଟ୍‌ ଘଟଣା : ଅଭିଯୁକ୍ତକୁ ଗିରଫ କଲା ସ୍ପେଶାଲ୍‌ ସ୍କ୍ଵାର୍ଡ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି କଲୋନୀରେ ମହିଳାଙ୍କୁ ଛୁରୀ ମାରି ଲୁଟ୍‌ ଘଟଣାରେ ଅଭିଯୁକ୍ତ ଗିରଫ କରି ସ୍ପେଶାଲ୍‌ ସ୍କ୍ଵାର୍ଡ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରୁଛିଥିବା ଜଣାପଡିଛି । ଗତ ୩୧ ତାରିଖ ସକାଳେ ଅଂଶୁ ଗୁପ୍ତା ନାମକ ଜଣେ ମହିଳା ପରିବା
Read More...

ଭିଜିଲାନ୍ସ ଜାଲରେ ଟିଡିସିସି ଜିଲ୍ଲା ପରିଚାଳକ

ସୁନ୍ଦରଗଡ଼ : ଆଜି ଭୋର ପ୍ରାୟ ୫ଟା ୩୦ ମିନିଟ ସମୟରେ ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ରାଉରକେଲା ମଣ୍ଡଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ସକାଳୁ ସୁନ୍ଦରଗଡ଼ ସହରରୁ ଏକ କାର ଯୋଗେ ଟଙ୍କା ନେଇ ଝାରସୁଗୁଡ଼ା ଅଭିମୁଖେ
Read More...

ଜିଲ୍ଲାରେ ବୁଲିଲା ସଚେତନତା ରଥ : କୋଭିଡ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ସ୍ୱେଛାସେବୀ ଅନୁଷ୍ଠାନ ଏକସନଏଡ଼ର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ଗ୍ରାମ୍ୟଞ୍ଚଳରେ ସାମ୍ପ୍ରତିକ କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ କୋଭିଡ ସଚେତନତା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୮୩୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ, କଟକ, ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ୫ ଜଣଙ୍କ ମୃତ୍ୟୁ
Read More...

ମର୍ମନ୍ତୁଦ ଦୁର୍ଘଟଣା : ଜୀବନ୍ତ ଜଳିଗଲେ ଟ୍ରକ ଡ୍ରାଇଭର

ଢେଙ୍କାନାଳ : ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍‌ନାକୁ ଆସିଛି । ଏକ ହାଇୱାକୁ ପଛପଟୁ ଅନ୍ୟ ଏକ ହାଇୱା ପିଟିବା ପରେ ରାସ୍ତା ଉପରେ ଜଳିଯାଇଛି ଗାଡି ଏବଂ ଗାଡି ଭିତରେ ଜୀବନ୍ତ ଜଳିଗଲେ ଡ୍ରାଇଭର । ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି ଝାଡଖଣ୍ଡର ସୁନୀଲ ଯାଦବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଆଶ
Read More...

କରୋନାର ମୃତ୍ୟୁ ତାଣ୍ଡବ : ୩.୨୬ କୋଟି ଜନସଂଖ୍ୟା ଥିବା ପେରୁରେ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି

ଲିମା : ଦକ୍ଷିଣ ଆମେରିକା ମାଳଦ୍ୱୀପରେ ଅବସ୍ଥିତ ପେରୁରେ କରୋନା ଭୂତାଣୁ ଭୟଙ୍କର ଧ୍ୱଂସ ଘଟାଇଛି । ପେରୁ କହିଛି ଯେ, କୋଭିଡ -୧୯ ଯୋଗୁଁ ମୃତ୍ୟୁ ସଂଖ୍ୟା ବହୁତ ଅଧିକ । ସେ କହିଛନ୍ତି ଯେ, ଗତ ବର୍ଷ ଦେଶରେ କରୋନା ଭାଇରସ ମହାମାରୀ ଆରମ୍ଭ ହେବା ପରଠାରୁ ଏଠାରେ ୧,୮୦,୦୦୦ରୁ ଅଧିକ ଲୋକ ପ୍ରାଣ
Read More...

୯୩୪୬ ଶିଶୁ କୋଭିଡ କାରଣରୁ ଅନାଥ ହୋଇଗଲେ : ସୁପ୍ରିମକୋର୍ଟଙ୍କୁ କହିଲେ ଏନସିପିସିଆର

ନୂଆଦିଲ୍ଲୀ : ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ରାଜ୍ୟ ଗୁଡ଼ିକ ପକ୍ଷରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ୯୩୪୬ ଜଣ ଶିଶୁ କରୋନା ମହାମାରୀ ହେତୁ ଅନାଥ ତଥା
Read More...

ଦେଶରେ ଖସୁଛି କରୋନା ସଂକ୍ରମଣ ହାର, ସୁସ୍ଥତା ହାରରେ ଉନ୍ନତି : ୨୪ ଘଣ୍ଟାରେ ୧.୩୨,୭୮୮ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ୱିତୀୟ ଲହରର ବିପଦ ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣର ହାର କ୍ରମାଗତ ଭାବରେ ହ୍ରାସ ପାଉଛି ଏବଂ ଏହି ସମୟରେସୁସ୍ଥତା ହାର ମଧ୍ୟ କ୍ରମାଗତ ଭାବରେ ଉନ୍ନତି କରୁଛି । ଦେଶରେ କରୋନା ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି, ଯଦିଓ
Read More...

ସୁନ୍ଦରଗଡ଼ ଡ଼ିଟିସିସିର ଜିଲ୍ଲା ପରିଚାଳକ ଧରାପଡ଼ିଲେ ଭିଜିଲାନ୍ସ ଜାଲରେ : କାର ଭିତରୁ ୧୯ ଲକ୍ଷ ଟଙ୍କା ହେଲା ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ସଂସ୍ଥା (ଡ଼ିଟିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ଧରାପଡ଼ିଲେ ଭିଜିଲାନ୍ସ ଜାଲରେ । ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଭସ୍ମା ଥାନା ଅନ୍ତର୍ଗତ ମଶନିକାନି ଟୋଲ୍‌ଗେଟ୍‌ରେ ଜୟପ୍ରକାଶଙ୍କୁ ଭିଜିଲାନ୍ସ ବିଭାଗ ଧରିଥିବା
Read More...