Daily Archives

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବେଲପଡା, (କରୁଣାକର ବୁଡ଼େକ) : ବଲାଙ୍ଗିର ଜିଲ୍ଲା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଗୁଦୁରମୁଣ୍ଡା ଗାଁର ଆଜି ଅପରାହ୍ନ ୪ଟା ସମୟରେ ଟ୍ରାକ୍ଟର ଓଲଟି ଡ୍ରାଇଭରର ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ଜଣକ ହେଲେ ଗୁଦୁରମୁଣ୍ଡା ଗାଁର ଅଖି ମିର୍ଧାଙ୍କ ପୁଅ ସୁଧୀର ମିର୍ଧା (୩୫) । ରାସ୍ତାରେ ଯାଉଥିବା
Read More...

ସିଆଲବାହାଲିର ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଂଚାୟତର ସିଆଲବାହାଲିର ଶ୍ରୀ ଜଗନ୍ନାଥ ଯୁବକ ସଂଘ ଗାଁକୁ ସଫା ରଖିବା ପାଇଁ ଉଦ୍ୟମ କରି ସଫଳ ହେଇଛନ୍ତି । କିଛି ଦିନ ତଳେ ଗାଁକୁ ଆସୁଥିବା ବ୍ରିଜ ଏବଂ ରାସ୍ତାକୁ ସଫା କରିଥିଲେ ଏବଂ ପ୍ରତିଶୃତି ଦେଇଥିଲେ ଯେ, ଆଉଥରେ ଗାଁ ସଫେଇ
Read More...

ସୁବର୍ଣ୍ଣମାଳା ବିଷୋୟୀଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବେଶ ସୁପରିଚିତ ଜଣେ ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ, ଛାତ୍ରବତ୍ସଳା, ଶିକ୍ଷାବିତ ଜଣେ ମହିଳା ସଂଗଠିକା ସୁଶ୍ରୀ ସୁବର୍ଣ୍ଣମାଳା ବିଷୋୟୀ (୭୨)ଙ୍କର ଆଜି ସକାଳେ ପରଲୋକ ଗମନ କରିଥିବା
Read More...

ରକ୍ତଦାନ କରି ଜୀବନ ବଞ୍ଚାଇଲେ କୁମୁଦିନୀ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ପ୍ରାୟ ୧ଟା ସମୟରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଜନୈକ ରୋଗୀକୁ ରକ୍ତ ଦରକାର ଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିଲା । ଦେଓଗାଁ ବ୍ଲକ୍ ସାଲେପାଲି ଗାଁର ସ୍ୱେଚ୍ଛାସେବୀ ତଥା ରକ୍ତଦାତା ନିତ୍ୟାନନ୍ଦ ଷଡ଼ଙ୍ଗୀଙ୍କ ପକ୍ଷରୁ ଖବର
Read More...

ବଲାଙ୍ଗିର ଜିଲ୍ଲାରୁ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ବଙ୍ଗୋମୁଣ୍ଡା ବ୍ଲକରୁ ୨ ଜଣ, ବେଲପଡା ବ୍ଲକରୁ ୨ ଜଣ, ଦେଓଗାଁ ବ୍ଲକରୁ ୨ ଜଣ, ଖପ୍ରାଖୋଲ ବ୍ଲକରୁ ୩ ଜଣ, ପୁଇଁତଲା ବ୍ଲକରୁ ଜଣେ, ଟିଟିଲାଗଡ
Read More...

ସିର୍ମାଉର ଦୁର୍ଘଟଣାରେ ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ : ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ, (ପିଆଇବି) : ହିମାଚଳ ପ୍ରଦେଶର ସିର୍ମାଉର ଦୁର୍ଘଟଣାରେ ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ୨
Read More...

ପୋଖରୀରେ ବୁଡି ବୃଦ୍ଧଙ୍କ ପ୍ରାଣ ଗଲା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣୀଗ୍ରାହୀ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପସରା ପଂଚାୟତର ଗୂଚ୍ଛାବରୀ ଗ୍ରାମର ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ହରିଚନ୍ଦ୍ର ମଲ୍ଲିକ (୭୦) । ହରିଚନ୍ଦ୍ର ଗତକାଲି ସନ୍ଧ୍ୟା ୪ଟାରେ ଶୌଚ
Read More...

ବଜ୍ରପାତରେ ଦୁଇ ମହିଳା ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବଜ୍ରପାତରେ ଦୁଇ ମହିଳା ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ନିମପଦର ଗ୍ରାମରେ ନିଜ ନିଜ ଘର ମଝି ବାରଣ୍ଡାରେ ବସିଥିବା ବେଳେ ବଜ୍ର ପାତ ଘଟିଥିଲା ଯାହା ଫଳରେ ଦୁଇ ଜଣ ମହିଳା
Read More...

ଇସ୍ପାତ କାରଖାନାରେ ଧର୍ମଘଟ ଶତ ପ୍ରତିଶତ ସଫଳ

ରାଉରକେଲା : ଆଜି ମିଳିତ ଟ୍ରେଡ ୟୁନିୟନର ଡାକରାରେ ସେଲ୍ ବ୍ୟାପି ଧର୍ମଘଟ ରାଉରକେଲା ଇସ୍ପାତ କାରଖାନାରେ ଶତ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି । ସମସ୍ତ ଇସ୍ପାତ କାରଖାନା କର୍ମଚାରୀ ସ୍ୱତଃ ପ୍ରବୃତ୍ତ ଏହି ଧର୍ମଘଟରେ ସାମିଲ ହୋଇ ଏହାକୁ ସଫଳ କରିଥିବା ବେଳେ ଏହା ଭାରତ ଇତିହାସରେ ଏକ
Read More...

ଇଲେକ୍ଟ୍ରି ଅଫିସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଇଲେକ୍ଟ୍ରି ଅଫିସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏସଡିଓ ଚିରଞ୍ଜିତ ସାହୁଙ୍କ ନେତୃତ୍ୱରେ ପାଟଣା ଜେଇ ଶ୍ରୀ ପଦ୍ମ କିଶୋର ଜେନା ଓ ସାହାରପଡା ଜେଇ ଶ୍ରୀ ଲଷ୍ମୀକାନ୍ତ ଷଡ଼ଙ୍ଗୀଙ୍କ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର
Read More...