Daily Archives

ମହାରାଣୀ ଦୁର୍ଗାବତୀଙ୍କ ସଂଗ୍ରାମୀ ଜୀବନୀ ପାଠ୍ୟ ପୁସ୍ତକରେ ସାମିଲ ପାଇଁ ଦାବୀ : ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ…

ମହିଳା ଶକ୍ତିକୁ ସଂଗଠିତ କରିବା ପାଇଁ ଗୁରୁତ୍ୱବଲାଙ୍ଗିର, (କେପିଏନ୍‌ଏସ୍‌) : ଗୋଣ୍ଡୱାନା ମହାରାଣୀ ଦୁର୍ଗାବତୀ ମଣ୍ଡାବିଙ୍କ ୪୫୮ତମ ଆତ୍ମ ବଳିଦାନ ଦିବସ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବଲାଙ୍ଗିର ଅନୁକୁଲ୍ୟରେ ସ୍ଥାନୀୟ ଗୋଣ୍ଡୱାନା ଭବନ ପରିସରରେ ପାଳିତ ହୋଇଯାଇଛି ।
Read More...

ଭିଡିଓ କନଫରେନ୍ସ ମାଧ୍ୟମରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଜି ଭିଡିଓ କନଫରେନ୍ସସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ଆୟୋଜିତ
Read More...

ଉଠା ଦୋକାନୀଙ୍କୁ ସହାୟତା ରାଶି ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କୋଭିଡ କଟକଣାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ରାଜ୍ୟର ଉଠା ଦୋକାନୀଙ୍କୁ ସାହାଯ୍ୟ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତଦିନରେ ୩୦୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଥିଲେ । ଏହି କ୍ରମରେ ବରପାଲି ବ୍ଲକର ୨୩୩ ଜଣ ଉଠା ଦୋକାନୀଙ୍କୁ
Read More...

ବେଆଇନ ବାଲି ଚେରାଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ : ୧୦ହଜାର ଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସକାଳ ୯ଟା ସମୟରେ ସୋନଗଡ଼ ନଦୀର ହାତୀସରା ନିକଟରୁ ବେଆଇନ ଭାବେ ବାଲି ଚେରାଚାଲାଣ ହେଉଥିବା ଭବାନୀ ଶଙ୍କର ବେହେରାଙ୍କ ଟ୍ରାକ୍ଟର (ଓଡି୦୩ ଜି ୯୩୦୮)କୁ ଦେଓଗାଁ ତହସିଲଦାର ଜୁଗଲ କିଶୋର ବିଶ୍ୱାଲ ଓ ଜରାସିଂହା ଆରଆଇ ଅଧୀର ନାଏକ ଅଟକ ରଖି କାଗଜ
Read More...

କୁମ୍ଭାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡିଶାରେ ମଞ୍ଚ ନାଟକର ସୃଷ୍ଟିକର୍ତ୍ତା ଭାଷା, ଲୋକକଳା ସଂସ୍କୃତି, ଶବ୍ଦନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟର ପ୍ରଚାରକ, ଲୋକମହୋତ୍ସବର ଜନକ, କୋଶଳ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୯୧ତମ ଜୟନ୍ତୀ ତାଙ୍କ ଜନ୍ମସ୍ଥାନ କୁମ୍ଭାରୀଠାରେ ପାଳିତ
Read More...

ଶ୍ରୀଜୀଉଙ୍କ ଗଜାନନ ବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଧିବଦ୍ଧ ଭାବେ ତିନି ଠାକୁର ଓ ସୁଦର୍ଶନ ମହାପ୍ରଭୁଙ୍କୁ ମହାସ୍ନାନ କରାଇ ସନ୍ଧ୍ୟାରେ ଶ୍ରୀଜୀଉଙ୍କ ଗଜାନନ ବେଶ ଓ କମ୍‌ ସଂଖ୍ୟକ ଭକ୍ତଙ୍କ ସମାଗମରେ ଶୃଙ୍ଖଳିତ ଦର୍ଶନ ସମାହିତ ହୋଇଛି ।
Read More...

୩ ହଜାର ତଳକୁ ଖସିଲା ରାଜ୍ୟରେ କୋଭିଡ଼ ସଂକ୍ରମଣ ଦୈନିକ ସଂଖ୍ୟା : ଆଜି ୨୯୧୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୩ ହଜାର ତଳକୁ ଖସିଛି ରାଜ୍ୟରେ କୋଭିଡ଼ ସଂକ୍ରମଣ ଦୈନିକ ସଂଖ୍ୟା । ଓଡ଼ିଶାରୁ ଆଜି ୨୯୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୭୫ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୨୩୭ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା
Read More...

ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଆନ୍ଧ୍ରପ୍ରଦେଶରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ ହେଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଆନ୍ଧ୍ରପ୍ରଦେଶ ସରକାର ଦଶମ ଏବଂ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି । ରାଜ୍ୟ ବୋର୍ଡ ଦ୍ୱାଦଶ ପରୀକ୍ଷା ବାତିଲ ସହ ଜଡିତ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ଦଢ଼ ମନ୍ତବ୍ୟ ଦେଇଛନ୍ତି । କୋର୍ଟ
Read More...

କାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହେବ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜାମ୍ମୁ କାଶ୍ମୀରର ନେତାଙ୍କ ସହ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଶେଷ ହୋଇଯାଇଛି । ଜାମ୍ମୁ କାଶ୍ମୀରର ନେତାଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସ୍ଥିରତା ପରେ କାଶ୍ମୀରରେ
Read More...