Daily Archives

ପୁରୀ ବ୍ୟତୀତ ଅନ୍ୟସ୍ଥାନରେ ରଥଯାତ୍ରା ହୋଇପାରିବନି : ହାଇକୋର୍ଟ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରଥଯାତ୍ରାକୁ ନେଇ ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ । ପୁରୀ ରଥଯାତ୍ରା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହୋଇପାରିବନି ରଥଯାତ୍ରା । ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ହାଇକୋର୍ଟ । ସୂଚନା ମୁତାବକ,
Read More...

ସରକାରୀ ଜମିକୁ କିଣାବିକା କରୁଥିବା ଅଭିଯୋଗ କରି ତୁର୍‌ଲା ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ତହସିଲ ଅନ୍ତର୍ଗତ ତୁର୍‌ଲା ଗାଁରେ ଥିବା ସରକାରୀ ଜମିକୁ ଚଞ୍ଚକତା କରି କିଛି ଲୋକ ହାତେଇ ନେଇଥିବା ସହିତ ବିକ୍ରି କରୁଥିବା ଅଭିଯୋଗ କରି ଆଜି ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଟାନ ଦାବୀ କରିଥିଲେ । ଅଭିଯୋଗ
Read More...

କରୋନାର ତୃତୀୟ ତରଙ୍ଗ ଦ୍ୱିତୀୟ ଅପେକ୍ଷା କେତେ ଭୟଙ୍କର ହେବ… ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ’ଣ…

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି ଯେ, ଯଦି ପ୍ରଭାବଶାଳୀ ରଣନୀତି ଏବଂ ଉପଯୁକ୍ତ କଟକଣା ପାଳନ କରାଯାଏ, ତେବେ ତୃତୀୟ ତରଙ୍ଗରେ ମାମଲା ସ୍ୱାସ୍ଥ୍ୟ ବ୍ୟବସ୍ଥା ଚାପରେ ପଡ଼ିବା ଭଳି ଭୟଙ୍କର ରୂପ ନେବନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ
Read More...

ଜାମ୍ମୁ କାଶ୍ମୀରର ୧୪ ନେତା ଆଜି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ, ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ଥର ପାଇଁ ଏତେ…

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ଆଜି ପ୍ରଥମ ଥର ପାଇଁ କେନ୍ଦ୍ରର ରାଜନୈତିକ ଦଳର ନେତା ଏବଂ ଜାମ୍ମୁ କାଶ୍ମୀରର ନେତାଙ୍କ ମଧ୍ୟରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ଜାମ୍ମୁ କାଶ୍ମୀରର ଚାରିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୪
Read More...

କରୋନା କମିଲା : ସୁରଟ ମୁହାଁ ଓଡିଆ ଶ୍ରମିକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାର ଭୟାବହତା ଯୋଗୁଁ ସୁରତରୁ ନିଜ ଗାଁକୁ ଚାଲି ଆସିଥିଲେ ଲୋକେ । କାମଧନ୍ଦା ନଥିବାରୁ  ଘରେ ବସି ରହିଥିଲେ । ଏବେ କରୋନା କମିବା ପରେ ଗଞ୍ଜାମ ଜିଲ୍ଲାର ଶ୍ରମିକ ପୁଣି ସୁରଟ ମୁହାଁ ଅବା ସୁରଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପେଟପାଟଣା
Read More...

ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲା ୟୁଥ୍‌ ଏକ୍ସନ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାଜେନ୍ଦ୍ରପଡ଼ା ନିବାସୀ ପ୍ରମୋଦ ବାଗ କର୍କଟ ରୋଗାକ୍ରାନ୍ତ ଥିବା ହେତୁ ଗତକାଲି ବଲାଙ୍ଗିର ୟୁଥ୍ ଏକ୍ସନ କମିଟି ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଗଲା । ପ୍ରମୋଦ ବାଗ(ବୟସ ୫୨) ପି: ପୁରନ୍ଦର ବାଗ ଜିଲ୍ଲା ବଲାଙ୍ଗିର ପେଶାରେ ଜଣେ ଗାଡି
Read More...

ଓଡ଼ିଶାରୁ ୩୬୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୬୦୪

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଆଜି ୩୬୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୯୮ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୫୫୨ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା
Read More...