Daily Archives

ସ୍ତ୍ରୀର ମାନ୍ୟତା ଦାବୀରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କିଛିଦିନ ତଳେ ପ୍ରେମ ପାଇଁ ବନ୍ଧୁକ ମୁନରେ ପରିବାରକୁ ଦୀର୍ଘ ପାଞ୍ଚ ଘଣ୍ଟା ଧରି ବନ୍ଧକ ରଖିବାର ଘଟଣା ନ ଲିଭୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀର ମାନ୍ୟତା ଦାବୀରେ ପ୍ରେମିକ ଘର ଆଗରେ ଧାରଣାରେ ବସିଛି ପ୍ରେମିକା । ଏଭଳି
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ : ବର୍ଷା ଧୋଇନେଲା ପ୍ରଥମ ଦିନର ଖେଳ

ଟସ୍ ପଡିନି, ଆଗକୁ ବି ବର୍ଷା ଆଶଙ୍କା, ମ୍ୟାଚ୍ ବାତିଲ ହେଲେ ଯୁଗ୍ମ ବିଜେତା ସାଉଥହାମ୍ପଟନ୍ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପର ଫାଇନାଲ ଆଗରେ ବର୍ଷା ଏକ ବଡ଼ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳକୁ
Read More...

ଛତ୍ରପୁରରେ ଦ୍ୱିତୀୟ ଥରର ସହାୟତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦ୍ୱିତୀୟ ପର୍ୟ୍ୟାୟରେ ଶୁକ୍ରବାର ଦିନ ସନ୍ଧ୍ୟାରେ ୬୦ ଜଣ ଗରୀବ ଅସହାୟ ମହିଳା ଏବଂ କିଛି ଦଳିତ ପୁରୁଷ ଶ୍ରେଣୀର ଲୋକଙ୍କୁ ପୁଣି ସହାୟତା ଯୋଗାଇ ଦିଆଯାଇଛି । କୋରନା ମହାମାରୀ ସମୟରେ ଜୀବନ ଜୀବିକା ହରାଇ ହନ୍ତସନ୍ତ ହୋଇଥିବା ଛତ୍ରପୁର ଅଞ୍ଚଳର
Read More...

ବଲାଙ୍ଗିର କବି ପରିଷଦ ପରିଚାଳନା କମିଟି ଗଠନ

ତୁରେକେଲା, (କୈଳାଶ ସଗ୍ରିଆ) : ଗତ ୧୭ ତାରିଖ ଗୁରୁବାର ସନ୍ଧ୍ୟା ସମୟରେ ଏକ ଗୁଗୁଲ ମିଟ ଭର୍ଚୁଆଲ ମାଧ୍ୟମରେ ଆବାହକ, ପ୍ରତିଷ୍ଠାତା ଭକ୍ତବନ୍ଧୁ ମେହେରଙ୍କ ଆବାହନ କ୍ରମେ ପ୍ରାୟ ଜିଲ୍ଲା ବାହାରୁ କବି, କବିୟତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଉକ୍ତ ସଭାରେ ବରିଷ୍ଠ କଲାକାର
Read More...

୨୦୨୦-୨୧ ଲଘୁ ଖଣିଜ ପଦାର୍ଥ ଉତ୍ସ ପରିଚାଳନାରେ ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦକ୍ଷ ପରିଚାଳନା ଯୋଗୁଁ କୋଭିଡ୍ ମହାମାରୀର ପ୍ରତିକୂଳ ପରିସ୍ଥିତିରେ ଲଘୁ ଖଣିଜ ରାଜସ୍ୱ ଅଭିବୃଦ୍ଧିରେ ସଫଳତା ହାସଲ ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ୯୬୨ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି । ଏହି ସମୟରେ ୫୦୬
Read More...

ସପ୍ତାହନ୍ତ ସଟଡାଉନ୍‌ ବଳବତ୍ତର ରହିଛି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ମୁକାବିଲା ପାଇଁ ରାଜ୍ୟରେ ଜାରି ହୋଇଥିବା ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍ ବଳବତ୍ତର ରହିଛି । କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ କରନ୍ତୁ । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା
Read More...

ବଲାଙ୍ଗିର ସହରରେ ବିଦେଶୀ ମଦ ଦୋକାନରୁ ପେଟି ପେଟି ମଦ ବୋହିନେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବିଦେଶୀ ମଦ ଦୋକାନରୁ ପେଟି ପେଟି ମଦ ବୋହିନେଇଥିବା ଭଳି ଏକ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ କଦମପଡା ସ୍ଥିତ ୭ ନମ୍ବର ବିଦେଶୀ ଅଫ ସପରୁ ବିଳମ୍ବିତ ରାତିରେ ଚୋରମାନେ ଦୋକାନର ତାଲା ଭାଙ୍ଗି ପ୍ରାୟ ୪୯ ପେଟି ମଦ ଚୋରି କରି
Read More...

କୋଭିଡ୍ ନିୟମ ଉଲ୍ଲଂଘନ କରି ତହସିଲଦାର ନିଲମ୍ବିତ : ଭାଇ ବାହାଘରରେ କରିଥିଲେ ନାଗିନ୍ ଡ୍ୟାନ୍ସ

ଯାଜପୁର : କୋଭିଡ୍ ନିୟମ ଉଲ୍ଲଂଘନ କରି ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ କରିଥିବା ଯାଜପୁର ଜିଲ୍ଲା ସୁକିନ୍ଦାର ତହସିଲଦାର ବୁଲବୁଲ ବେହେରାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ତେବେ ଗତ ମେ ୨୧ ତାରିଖରେ ଜଗତସିଂହପୁରରେ ଭାଇ ବାହାଘର ଶୋଭାଯାତ୍ରାରେ ବିନା ମାସ୍କରେ ସେ ଡ୍ୟାନ୍ସ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୫୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬,
Read More...

ସାଇବର କ୍ରାଇମର ଶିକାର ହେଲେ ଯୁବକ

ବିଶ୍ୱାସ ଜନ୍ମାଇ ମେଡିକାଲ ଚିକିତ୍ସା ପାଇଁ କହି ୧୦ହଜାର ଟଙ୍କା ଠକି ନେଲେ ଦୁର୍ବୁତ୍ତଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବା ବେଳେ ସରଳ ବ୍ୟକ୍ତି ବିଶେଷ ସାଇବର କ୍ରାଇମ ଜାଲରେ ଫଶି ଯାଉଥିବା ଠକାମୀର ଶିକାର ହେଉଥିବା ଲକ୍ଷ କରାଯାଉଛି ।ଗଞ୍ଜାମ
Read More...