Daily Archives

କେନ୍‌ସରରେ ମୃତ୍ୟୁବରଣ କରିଥିବା ପୀଡ଼ିତା ପରିବାରକୁ ସରକାରୀ ସହାୟତା ରାଶି ପ୍ରଦାନ

ବେଲପଡା, (ଅଜିତ କୁମାର ସାହୁ) : ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମର ଭଗବାନ ବୁଡେକ ଗତ ୨୦୧୯ରେ କେନ୍ସରରେ ମୃତ୍ୟୁବରଣ କରିଥିଲେ । ସେ ଜଣେ ଶ୍ରମିକ, ଶ୍ରମ କାର୍ୟ୍ୟାଳୟରେ ଲେବର କାର୍ଡ଼ କରିଥିଲେ । ଶ୍ରମବିଭାଗର ଆଇନ ଅନୁଯାୟୀ ଯେଉଁ ଶ୍ରମିକମାନେ ଲେବର କାର୍ଡ଼ କରି ରେଜିଷ୍ଟେସନ
Read More...

+୨ ପରୀକ୍ଷା ଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : +୨ ପରୀକ୍ଷାଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ । ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ହୋଇଛି । ରେଗୁଲାର ପିଲାଙ୍କ
Read More...

ବଲାଙ୍ଗିର ଜିଲ୍ଲାରେ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ଜଣେ ବି ଚିହ୍ନଟ ହୋଇ ନଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଙ୍ଗେମୁଣ୍ଡା ବ୍ଲକରେ ଜଣେ, ବେଲପଡ଼ା ବ୍ଲକରେ ଜଣେ, କଂଟାବାଂଜି ଏନ୍‌ଏସିରୁ ଜଣେ, ଖପ୍ରାଖୋଲ ବ୍ଲକରୁ ୫
Read More...

କୃଷି ଆଇନ ଉପରେ କୃଷକଙ୍କ ସହ ଆଲୋଚନା ସମ୍ପର୍କରେ କୃଷି ମନ୍ତ୍ରୀଙ୍କ ବଡ ବିବୃତ୍ତି : ମଧ୍ୟରାତ୍ରିରେ ବି କଥା ହେବାକୁ…

ନୂଆଦିଲ୍ଲୀ : କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଏକ ବଡ ବିବୃତ୍ତି ସରକାର ଏବଂ କୃଷକଙ୍କ ମଧ୍ୟରେ କୃଷି ଆଇନ ସମ୍ପର୍କରେ ସାମ୍‌ନାକୁ ଆସିଛି । ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଯଦି କୌଣସି କୃଷକ ସଂଗଠନ ମଧ୍ୟରାତ୍ରିରେ ମଧ୍ୟ କୃଷି ଆଇନ ଉପରେ ଆଲୋଚନା କରିବାକୁ
Read More...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ଠାରେ ମୋଟରସାଇକେଲ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କର ମୁଣ୍ଡଟି ଫାଟି ଯାଇଥିଲା ତାଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଛି । ବାଇକ
Read More...

ବହୁ ଚର୍ଚ୍ଚିତ ହତ୍ୟା ମାମଲାର ୩ ଅଭିଯୁକ୍ତ ଦୀର୍ଘ ଦୁଇ ବର୍ଷ ପରେ ଗିରଫ୍‌ : ଗୁଣି ଗାରେଡ଼ି ସଂଦେହରେ ଚିଟ୍‌କାମାଲ୍‌ରେ…

ପାଟଣାଗଡ଼, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ଏକ ହତ୍ୟା ମାମଲାର ୩ ଅଭିଯୁକ୍ତ ଦୀର୍ଘ ଦୁଇ ବର୍ଷ ପରେ ଗିରଫ୍‌ ହୋଇଥିବା ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏକ ଲୋମହର୍ଷଣକାରୀ ଘଟଣାରେ ଗୁଣି ଗାରେଡ଼ି ସଂଦେହରେ ଚିଟ୍‌କାମାଲ୍‌ର ପତିପତ୍ନୀ
Read More...

ୟୁଜି ଓ ପିଜି ପରୀକ୍ଷା ହେବ ଅନ୍‌ଲାଇନ୍‌ରେ : ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କୁଳପତିମାନଙ୍କୁ ନେଇ ବସିଥିବା ବୈଠକରେ ୟୁଜି ଓ ପିଜିର ଚଳିତ ବର୍ଷ ଅନ୍‌ଲାଇନ୍ ଯୋଗେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଛି । ଜୁଲାଇ-ଅଗଷ୍ଟ ମାସ ସୁଦ୍ଧା ଅନଲାଇନ ମୋଡରେ ୟୁଜି/ପିଜି ପରୀକ୍ଷା ହେବ । ବ୍ୟାକ୍ ପେପର ପାଇଁ ମଧ୍ୟ ଅନଲାଇନ ମୋଡରେ କରାଯିବ
Read More...

ଜଙ୍ଗଲରୁ ଉଦ୍ଧାର ହେଲା ଝୁଲନ୍ତା ଗଳିତ ଶବ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ଭାଲେଗାଁ ପଞ୍ଚାୟତର କାନିଝୁରି ଗାଁ ନିକଟ ଫୁଲମତି ଜଙ୍ଗଲରୁ ଏକ ଝୁଲନ୍ତା ଶବ ଗଳିତ ଅବସ୍ଥାରେ ଉଦ୍ଧାର କରିଛି ଟିଟିଲାଗଡ ପୋଲିସ । ଗତକାଲି କିଛି ଛେଳି ଚରାଳି ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବା ବେଳେ ଏକ
Read More...

ଆସନ୍ତା ୧୯ରୁ ୨୧ତାରିଖ ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ପାଇଁ ଟୀକାକରଣ

୩ୟ ପର୍ୟ୍ୟାୟରେ ସୋନପୁର ମ୍ୟୁନିସିପାଲିଟିର ୮ଟି ସ୍ଥାନରେ ବ୍ୟବସ୍ଥିତ ୧୧ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ ହିତାଧିକାରୀଙ୍କୁ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ତରଫରୁ ଆସନ୍ତା ୧୯ରୁ ୨୧ ତାରିଖ ପର୍ୟ୍ୟନ୍ତ
Read More...

ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

ଅନୁଗୁଳ : ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ବିଦ୍ୟୁତ ବିଭାଗ କ୍ୱାର୍ଟର ଲାଇନ ଅଞ୍ଚଳରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକ ଜଣଙ୍କ ହେଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ବିରେନ ଦେଉରିଆ । ବିରେନଙ୍କ ମୃତଦେହ ନିଜ ରୁମରେ ଥିବା ପଙ୍ଖାରେ ଝୁଲନ୍ତା
Read More...