ଆଶ୍ଚର୍ଯ୍ୟଜନକ ଘଟଣା : ପୋଲିସ ଆଣି ବିବାହ ବନ୍ଦ କରିଦେଲେ ଯୁବତୀ, ବର ମୋ’ ସ୍ୱାମୀ ବୋଲି ଦାବୀ କଲେ
ଦାନାପୁର : ବର ଏବଂ କନ୍ୟା ପରସ୍ପରର ବେକରେ ଫୁଲମାଳ ପକାଇ ବିବାହ ପ୍ରକ୍ରିୟା ସମାପନ କରୁଥିଲେ। ଏତିକି ବେଳେ ଚଳଚ୍ଚିତ୍ର ଶୈଳୀରେ ପୋଲିସ ସହ ପହଞ୍ଚି ଜଣେ ଯୁବତୀ ବରକୁ ତାଙ୍କ ସ୍ୱାମୀ ବୋଲି ଦାବୀ କରି ବିବାହ ବନ୍ଦ କରି ଦେଇଥିଲେ । ବିହାର ରାଜ୍ୟର ଦାନାପୁର ପାଲିଗଞ୍ଜରେ ଏଭଳି ଏକ ଘଟଣା!-->…
Read More...
Read More...