Daily Archives

ଛତ୍ରପୁର ସହରର କିଛି ଗରିବ ପରିବାର ଲୋକଙ୍କୁ ରାସନ ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରର ଅଗ୍ରଣୀ ସଂଗଠନ ୟୁଥ ମାସ ସେବା ସଂଘ ଆନୁକୂଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ସଂଘର କେତେଜଣ ଅଭିଜ୍ଞ-ସମ୍ପନ ସଦସ୍ୟଙ୍କ ତତ୍ତ୍ୱାବଧାନରେ ଛତ୍ରପୁର ସହରର ନିରୀହ ଗରିବ ପରିବାରଙ୍କୁ କୋରନାର ଦ୍ୱିତୀୟ ଲହରରେ ମଧ୍ୟ ଶୁଖିଲା ଖାଦ୍ୟ ବଣ୍ଟନ
Read More...

କାର୍-ଟ୍ରକ୍ ଧକ୍କାରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ

ଆନନ୍ଦ : ଗୁଜୁରାଟର ଆନନ୍ଦରେ ଏକ ଯନ୍ତ୍ରଣାଦାୟକ ସଡ଼କ ଦୁର୍ଘଟଣା ଘଟିଛି । ଆନନ୍ଦ ଜିଲ୍ଲାର ତାରାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ରାଜପଥରେ ଏକ କାର ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମସ୍ତ ୧୦ ଜଣ ଗୋଟିଏ ପରିବାରର ବୋଲି
Read More...

ପୁଲିସର ରାତିଅଧିଆ ଚଢାଉ : ବେଆଇନ ଭାବରେ ଗଚ୍ଛିତ ୮ଶହରୁ ଅଧିକ ବସ୍ତା ଚାଉଳ ଓ ୬ କୁଇଣ୍ଟାଲ ମହୁଲ ସମେତ ଚାଉଳ ଭର୍ତ୍ତି…

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତର ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀଙ୍କ ଘରେ ଗତରାତିରେ ପୁଲିସ ଚଢାଉ କରି ଶହଶହ କୁଇଣ୍ଟାଲ ଚାଉଳ ଓ ମହୁଲ ଜବତ କରିଛି । ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ (ରାତି ସାଢେ୮ଟା ସୁଦ୍ଧା) ଜବତ
Read More...

ସାବାସ୍‌ ବଲାଙ୍ଗିର ପୋଲିସ : ପ୍ରେମ ବ୍ୟାପାରକୁ ନେଇ ଉନ୍ମତ୍ତ କାଣ୍ଡ ଘଟଣାରେ ଉଚିତ୍‌ ପଦକ୍ଷେପ ଯୋଗୁଁ ସାଧାରଣରେ…

କରୋନା କଟକଣା ଫେଲ୍‌, ଏବେ ଚର୍ଚ୍ଚା ସର୍‌ଗରମ୍‌ ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଘଟଣା ଗତକାଲି ସାରା ସହରରେ ହଇଚଇ ସୃଷ୍ଟି କରିଥିବା ବେଳେ ବଲାଙ୍ଗିର ପୋଲିସ୍‌ ପକ୍ଷରୁ ଗ୍ରହଣ କରାଯାଇଥିବା ସମୟୋପଯୋଗୀ ଉଚିତ୍‌ ପଦକ୍ଷେପ ଯୋଗୁଁ
Read More...

ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ଦ୍ୱାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ୱର୍ଗୀୟ ଡ.ଅଟଳ ବିହାରୀ ପଣ୍ଡାଙ୍କ ଦ୍ୱାଦଶାହ ଅବସରରେ ବରନି ସାହିତ୍ୟ ସଂସଦ ବଡମାଳ ଆନୁକୂଲ୍ୟରେ ଆଭାସି ଜରିଆରେ ଶ୍ରୀ ପଣ୍ଡାଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସଂସଦର ସଭାପତି ରାଜମଣି ସାହୁଙ୍କର ସଂଯୋଜନାରେ ଅନୁଷ୍ଠିତ ସଭାରେ ବହୁ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୩୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୩୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୪୭୭୯୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୧୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ପାକିସ୍ତାନର ସଂସଦରେ ଜବର୍‌ଦସ୍ତ ହଙ୍ଗାମା

ଇସ୍‌ଲାମାବାଦ : ମଙ୍ଗଳବାର ଦିନ ପାକିସ୍ତାନର ଜାତୀୟ ବିଧାନସଭା (ସଂସଦ)ରେ ଜବର୍‌ଦସ୍ତ ହଙ୍ଗାମା ଦେଖିବାକୁ ମିଳିଛି । ଏକ ସୁସ୍ଥ ଗଣତନ୍ତ୍ରରେ ଏହା ଆଶା କରାଯାଏ ନାହିଁ । ରାଷ୍ଟ୍ରୀୟ ବିଧାନସଭାରେ ବଜେଟ୍ ଉପରେ ଆଲୋଚନା ବେଳେ ସାଂସଦମାନେ ପରସ୍ପରକୁ କାଦୁଅ ଫୋପଡ଼ା ନୀତି ଅବଲଂବନ କରିଛନ୍ତି ।
Read More...

‘ମିଶନ ପଞ୍ଜାବ’ରେ ବିଜେପି : ଶିଖ୍‌ ନେତାମାନେ ଦଳରେ ଯୋଗ ଦେଇପାରନ୍ତି

ନୂଆଦିଲ୍ଲୀ : ଆସନ୍ତା ବର୍ଷ ପଞ୍ଜାବରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଆରମ୍ଭ କରି ଦେଇଛି ଏବଂ ପଞ୍ଜାବର ପ୍ରଭାବଶାଳୀ ଲୋକଙ୍କୁ ଦଳ ସହ ଯୋଡିବା କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ଶିଖ
Read More...