Daily Archives

ମାଟ୍ରିକ ଫଳ ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇପାରେ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କରୋନା ସଂକ୍ରମଣ ପାଇଁ ମାଟ୍ରିକ ପରୀକ୍ଷେକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦରେ ଥିବା ବେଳେ ସରକାର ପରୀକ୍ଷାକୁ ବାତିଲ କରିଦେଥିଲେ । କିନ୍ତୁ ପିଲାଙ୍କ ମନରେ ରେଜଲ୍ଟକୁନେଇ ମଧ୍ୟ ଚିନ୍ତା ଲାଗିରହିଥିଲା । ତେବେ ସବୁ ଦ୍ୱନ୍ଦଦୂର ଏବେ ହୋଇଯାଛି । ଜୁନ ଶେଷ ସପ୍ତାହ
Read More...

ରଜ ପର୍ବ ପାଇଁ ଓଟିଡିସି ପକ୍ଷରୁ ଆରମ୍ଭ ହେଲା ‘ପିଠା ଅନ୍ ହ୍ୱିଲ୍‌’ ଯୋଜନା : ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଷ୍ପତ୍ତି ନେଇଛି । ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ସୁଲଭ ଦରରେ
Read More...

ୟୁଟ୍ୟୁବ ଲାଇଭ୍ ଜରିଆରେ ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ପାଠପଢା ଆରମ୍ଭ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ୟୁଟ୍ୟୁବ ଲାଇଭ୍ ଜରିଆରେ ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ପାଠପଢା ଆରମ୍ଭ ହେବ । ୧୦.୪୫ରୁ ୧ ଟା ପର୍ଯ୍ୟନ୍ତ ଚାଲିବ । ପ୍ରତି କ୍ଳାସ ୩୦ ମିନିଟର କରାଯିବ । ସୋମବାରରୁ ଶୁକ୍ରବାର ଅନଲାଇନ ମାଧ୍ୟମରେ ପାଠପଢା ଚାଲିବ । ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ
Read More...

ବରଗଡ଼ରେ ଡ୍ରଗ୍ସ ସ୍କ୍ୱାଡ ପକ୍ଷରୁ ଚଢ଼ାଉ : ବ୍ୟାପକ ପରିମାଣର ନକଲି ଔଷଧ ଜବତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଡ୍ରଗ୍ସ ସ୍କ୍ୱାଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ୟାପକ ପରିମାଣର ନକଲି ଔଷଧ ଜବତ ହୋଇଥିବା ସୂଚନା ମିଳିଛି । ବରଗଡ଼ର ଜଗଦମ୍ବା ମେଡିକାଲରେ ଚଢାଉ କରାଯାଇ ବ୍ୟାପକ ନକଲି ଔଷଧ ଜବତ ହୋଇଥିବା ବେଳେ ଜବତ ଔଷଧ ମଧ୍ୟରେ
Read More...

ବୌଦ୍ଧ ଜିଲ୍ଲାରେ ବର୍ଷା ଲାଗି ରହିଛି

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ତିନିଦିନ ହେଲା ଲାଗି ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଲଗତାର ବର୍ଷା ଲାଗି ରହୁଥିବାରୁ ଅନେକ ଚାଷୀଙ୍କ ଡାଲୁଆ ଧାନ ନଷ୍ଟ ହେବା ସହ ଅନେକ ଦିନହେବ ଧାନମଣ୍ଡିରେ ଧାନ ଭିଜୁଅଛି । ହେଲେ ପ୍ରସାଶନ ବର୍ଷା ସୂଚନାକୁ
Read More...

ଘର ପୋଡ଼ି ଘଟଣାରେ ଟିଏଲ୍‌ଏସ୍‌ଏ ଚେୟାରମେନଙ୍କ ଲାଠୋର ପରିଦର୍ଶନ

ଖପ୍ରାାଖୋଲ, (କ୍ରିଷ୍ଣା ସେଠୀ) : ୨୦୧୨ରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ନିୟମ ସେବା, ପାଟଣାଗଡ଼ର ଚେୟାରମ୍ୟାନ, ଲାଠୋର ଘର ପୋଡ଼ିର ସବିଶେଷ ଆଇନ ସହାୟତା ବିଷୟରେ ଅଧିକ ସୂଚନା ପାଇଁ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଲାଠୋର ଗ୍ରାମର ଜୟ ଭୀମ କଲୋନୀକୁ
Read More...

ଅବସର ପ୍ରାପ୍ତ ଫରେଷ୍ଟର ଗୁଣନିଧି ଦାଶଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅବସର ପ୍ରାପ୍ତ ଫରେଷ୍ଟର ଗୁଣନିଧି ଦାଶଙ୍କ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳେକୁ ୭୨ ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହୋଇ ଘରରେ ରହି ଚିକିତ୍ସତ ହେଉଥିଲେ । ତାଙ୍କର ମୃତ୍ୟୁ ସମୟରେ ପତ୍ନୀ, ଦୁଇ
Read More...

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ବଉଲ ନାଟ ଏଣ୍ଡ କଲଚରାଲ ଏସୋସିଏସନ, ବ୍ରାହ୍ମଣୀ ପକ୍ଷରୁ ବଉଲ ପଡିଆଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଭାପତି ଅର୍ଜୁନ ପ୍ରଧାନଙ୍କ ନେତ୍ତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଳବର ସମ୍ପାଦକ ନେପାଳ ଚନ୍ଦ୍ର ପଲିଆ, ଲବ ପ୍ରଧାନ,
Read More...

ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜ ସାମାଜିକ ସଶକ୍ତିକରଣ ଉପରେ
Read More...

ବିଶିଷ୍ଟ ସ୍ନାୟୁବିଜ୍ଞାନୀ ଡଃ ଅଶୋକ ପାନାଗାରିୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ବିଶିଷ୍ଟ ସ୍ନାୟୁବିଜ୍ଞାନୀ ଡଃ ଅଶୋକ ପାନାଗାରିୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଡଃ ଅଶୋକ ପାନାଗାରିୟା ଜଣେ ଉଲ୍ଲେଖନୀୟ ସ୍ନାୟୁବିଜ୍ଞାନୀ ଭାବେ ନିଜର ପରିଚୟ
Read More...