Daily Archives

ଲଦାଖ ନିକଟରେ ବୋମା ବର୍ଷାଉଛନ୍ତି ଚୀନ୍-ପାକିସ୍ତାନ ଯୁଦ୍ଧ ବିମାନ, ଭାରତ ପାଇଁ ସତର୍କ ଘଣ୍ଟି

ଲଦାଖ : ପାକିସ୍ତାନୀ ବାୟୁସେନା ତିବ୍ଦତରେ ଚୀନ୍ ସହିତ ମିଳିତ ଯୁଦ୍ଧାଭ୍ୟାସ କରୁଛି । ପୂର୍ବରୁ ବିବାଦୀୟ ଅଞ୍ଚଳରେ ଦୁଇ ଶତ୍ରୁଙ୍କ ଏକକାଳୀନ ଯୁଦ୍ଧାଭ୍ୟାସ ଯୋଗୁଁ ଭାରତର ଚିନ୍ତା ବୃଦ୍ଧି ପାଇଛି । ଲଦାଖକୁ ଲାଗିଥିବା ତିବ୍ଦତର ଅଞ୍ଚଳ ପୂର୍ବରୁ ବିବାଦର କେନ୍ଦ୍ର ପାଲଟିଛି । ଏଭଳି
Read More...

ଡେଲାଙ୍ଗରେ ଚାଷୀଙ୍କ ରାସ୍ତାରୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଧାନ କିଣିବାରେ ଅବହେଳା ଓ ଅନିୟମିତତା ନେଇ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଶତାଧିକ ଚାଷୀ ଖୋର୍ଦ୍ଧା ପଟ୍ଟନାୟକିଆ ରାସ୍ତାର ବେରବୋଇ ଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ । ଯାହାଫଳରେ ରାସ୍ତାର ଉଭୟ ପାଶ୍ୱରେ ବହୁସଂଖ୍ୟାରେ
Read More...

ଗଛରେ ଝୁଲୁଛି ପ୍ରେମିକ ପ୍ରେମିକାଙ୍କ ମୃତଦେହ

ଧର୍ମଗଡ଼ : ଗଛରେ ଝୁଲୁଛି ପ୍ରେମିକ ପ୍ରେମିକାଙ୍କ ମୃତଦେହ । ସ୍ଥାନୀୟ ଆମପାଣି ଥାନା ତେନ୍ତୁଲିପଡ଼ା ନିକଟ ଏକ ଗଛରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ଗୋଟିଏ ଗଛରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବା ବେଳେ ଅଂଚଳରେ ନାନା ପ୍ରକାର ଆଲୋଚନା ଜୋର୍‌ ଧରିଛି । ଉଭୟଙ୍କ ଘର
Read More...

ଆସିଲା ମୌସୁମୀ, ଆଗକୁ ପ୍ରବଳ ବର୍ଷା

ଭୁବନେଶ୍ୱର : ଆସିଲା ମୌସୁମୀ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୪୮ ଘଂଟା ମଧ୍ୟରେ ସାରା ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ଛୁଇଁଯିବ ବୋଲି ଆକଳନ କରାଯାଇଛି । ମୌସୁମୀ ପ୍ରଭାବରେ ଆଜି ରାଜ୍ୟର ଦକ୍ଷିଣ ଓଡ଼ିଶା ଓ ବଲାଙ୍ଗୀରରେ ବର୍ଷା ହୋଇଛି ।
Read More...

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବୀ କରିଛି କଂଗ୍ରେସ । ଏହି କ୍ରମରେ ସାରା ରାଜ୍ୟରେ ସକାଳ ୭ଟାରୁ ୧୧ଟା ପର୍ୟ୍ୟନ୍ତ ୪ଘଂଟା କାଳ ସମସ୍ତ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ଘୋଷଣା ହୋଇଛି । ତୈଳ ଦର ବୃଦ୍ଧି
Read More...

ରୁଷ୍‌ ପକ୍ଷରୁ ଫେସବୁକ୍ ଏବଂ ଟେଲିଗ୍ରାମକୁ ଜୋରିମାନା

ମସ୍କୋ : ନିଷିଦ୍ଧ ବିଷୟବସ୍ତୁ ହଟାଇବାରେ ବିଫଳ ହୋଇଥିବା ଅଭିଯୋଗରେ ରୁଷ କର୍ତ୍ତୃପକ୍ଷ ଫେସବୁକ୍ ଏବଂ ଟେଲିଗ୍ରାମ ଆପ୍‌କୁ ଜରିମାନା କରିଛନ୍ତି । ଏହି ପଦକ୍ଷେପ ଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ବଢ଼ୁଥିବା ପ୍ରୟାସର ଏକ
Read More...

ମସଜିଦ ଭିତରେ ୧୦ ବର୍ଷର ବାଳିକାକୁ ଯୌନ ନିର୍ୟାତନା, ୪୭ ବର୍ଷୀୟ ଅଭିଯୁକ୍ତ ଧର୍ମଗୁରୁ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ମସଜିଦ ଭିତରେ ଜଣେ ୧୦ ବର୍ଷର ଜଣେ ବାଳିକାକୁ ଯୌନ ନିର୍ୟାତନା ଅଭିଯୋଗରେ ଜଣେ ୪୭ ବର୍ଷୀୟ ଧର୍ମଗୁରୁକୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସ କହିଛି ଯେ, ଏହି ଘଟଣା ରବିବାର ଦିନ ଘଟିଛି । କୁହାଯାଉଛି ଯେ, ଧର୍ମଗୁରୁ ଝିଅଟିକୁ ଦିଲ୍ଲୀର ଏକ ମସଜିଦ ଭିତରକୁ ନେଇ
Read More...

ଗର୍ଭଣା ଗ୍ରାମଠାରେ କରୋନା ହେଲଥ କିଟ୍ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ଗ୍ରାମଠାରେ ନ୍ୟୁ କଲଚରାଲ୍‌ ଗୃପ୍‌ ବରଗଡ଼ ତରଫରୁ କରୋନା ହେଲଥ କିଟ୍ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ସୁରେଖା ଭୁଏଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗର୍ଭଣା ସରପଞ୍ଚ
Read More...

ଆସାମ ସିଏମ୍ ନିବେଦନ କଲେ ମୁସଲମାନମାନଙ୍କୁ : ଦାରିଦ୍ର୍ୟର କାରଣ ଜନସଂଖ୍ୟାରେ ଅନିୟନ୍ତ୍ରିତ ବୃଦ୍ଧି, ଫେମିଲି ପ୍ଲାନିଂ…

ଗୁଆହାଟୀ : ଆସାମର ତିନିଟି ଜିଲ୍ଲାରୁ ଜବର୍‌ଦଖଲ୍‌ ହୋଇଥିବା ଜମିରୁ ଅନେକ ପରିବାରକୁ ସ୍ଥାନାନ୍ତରିତ ହେବାର କିଛି ଦିନ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍‌ମା ମୁସଲମାନମାନଙ୍କୁ ଦାରିଦ୍ର୍ୟ ହ୍ରାସ କରିବା ଉଦ୍ଦେଶ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପରିବାର ନିୟନ୍ତ୍ରଣ
Read More...

ରକ୍ତଦାନ କ୍ଷେତ୍ରରେ ଅଣ୍ଟା ଭିଡିଛି ନାରୀ ଶକ୍ତି ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରରେ ବଲାଙ୍ଗିର ଜିଲ୍ଲାର ରକ୍ତ ଭଣ୍ଡାର ଠାରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ରକ୍ତ ନ ପାଇବାରୁ ଅନେକ ରୋଗୀଙ୍କ ଜୀବନ ଯାଉଥିବା ମଧ୍ୟ ନଜରକୁ ଆସୁଛି । ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଅଣ୍ଟା ଭିଡିଛି
Read More...