Daily Archives

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁୁ

କେରଳ : କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁୁ । ଏବର୍ଷ ଦୁଇ ଦିନ ବିଳମ୍ବରେ କେରଳ ଉପକୂଳ ଛୁଇଁଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେରଳର ଦକ୍ଷିଣାଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଖୁବ ଶୀଘ୍ର ସମଗ୍ର ଅଞ୍ଚଳକୁ ଛୁଇଁବ । ଏହାର ପ୍ରଭାବରେ
Read More...

ଲୋକପ୍ରିୟ ଜନନେତା ବିଜୟଶ୍ରୀଙ୍କୁ ବିଜେଡ଼ି ପକ୍ଷରୁ ଶ୍ରଦ୍ଧାଂଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲୋକପ୍ରିୟ ନେତା ବିଜୟଶ୍ରୀ ରାଉତରାୟଙ୍କୁ ବିଜେଡ଼ି ପକ୍ଷରୁ ବିଜେଡ଼ି କାର୍ୟ୍ୟାଳୟ ପରିସରରେ ଶେଷ ଦର୍ଶନ କରାଯିବା ସହ ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଛି । ବିଜେଡ଼ିର ବହୁ ବରିଷ୍ଠ ନେତାମାନେ ତାଙ୍କ ଶେଷ ଦର୍ଶନ କରିଛନ୍ତି । ପୂର୍ବତନ
Read More...

ଚଟୁଅନକା ମାଝିପଡାରେ କରୋନା ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଯୋଗୁଁ ସବୁଠି ତାଲାବନ୍ଦ ଥିବା ସତ୍ୱେ ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମର ମାଝିପଡା ଠାରେ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଘର ଘର ବୁଲି କରୋନା ସଚେତନତା କରିଥିଲେ । ଏହି ଅବସରରେ ଶ୍ରୀ ଦାଶ ଲୋକମାନଙ୍କୁ ବିଶେଷ
Read More...

ଆଗଲପୁରରେ ନୂଆ ତହସିଲଦାର

ଆଗଲପୁର,(କେପିଏନ୍‌ଏସ୍‌) : ଆଗଲପୁର ତହସିଲ କାର୍ଯ୍ୟାଳୟରେ ନୂଆ ତହସିିଲଦାର ଭାବେ ଅମୃତଲାଲ ବେହେରା ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସନ୍ତୋଷ କୁମାର ଦାଶ ଏଠାରେ ଅବସ୍ଥାପିତ ଥିଲେ । ଶ୍ରୀ ଦାଶ ଗତ ୩୧ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ବେହେରା ନୂଆ ତହସିଲଦାର ଭାବରେ ଯୋଗଦାନ
Read More...

୫ ଲୁଟେରା ଗିରଫ : ଛୁରୀ, ବାଇକ ଏବଂ ମୋବାଇଲ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଗ୍ରାମର ଜନୈକ ବ୍ୟକ୍ତି ଉଷତଲାଲ ସାହୁ ନିଜର କୃଷି କାର୍ଯ୍ୟ ସଂପାଦନ କରିବା ପାଇଁ ଛତିଶଗଡ ରାଜ୍ୟ ବଲୋଦାରୁ ୧ ହଳ ବଳଦ ମିନି ଟ୍ରକ ଓଡି୧୭ ଏସ ୭୬୬୩ରେ ନେଇ ଆସୁଥିଲେ । ଜଗଦଲପୁର ଥାନା ଧଉରାଭଟା ଛକ ନିକଟରେ କେତେକ ଦୁର୍ବୃତ୍ତ
Read More...

ଅବସର ନେଲେ ଗଣିତ ଶିକ୍ଷକ ଉଦ୍ଧବ ଚରଣ ବେହେରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ସରଣ୍ଡାପାଲି ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ମନୋଜ କୁମାର ହରିପାଲଙ୍କ ସଭାପତିତ୍ୱରେ ଏକ ଅବସର କାଲିନ ସଭା ଅନୁଷ୍ଠିତ ହୋଇଯାଇଛି । ଉଦ୍ଧବ ଚରଣ ବେହେରା ସହକାରୀ ଗଣିତ ଶିକ୍ଷକ ଭାବରେ ଦୀର୍ଘ
Read More...

୫ ଫୁଟର ନାଗ ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଦେଉଳି ଶିବ ମନ୍ଦିର ନିକଟରେ ୫ଫୁଟର ନାଗ ସାପ ଉଦ୍ଧାର କରିଛନ୍ତି ସାପଧରାଳି ବିକି ଜି ନାଗ । ସୂଚନା ମତେ ଶିବ ମନ୍ଦିର ପରିସରରେ ଏକ ନାଗ ସାପ ବୁଲୁ ଥିବା ସ୍ଥାନୀୟ ପୂଜକ ଓ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।ପରେ
Read More...

ନାବଳିକା ମାତୃତ୍ୱ ଘଟଣା : ସହାୟତା ଅପେକ୍ଷାରେ ନାବଳିକା ମା’ ଓ ନବଜାତ ଶିଶୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଷ୍କର୍ମର ଶିକାର ହୋଇ ନାବାଳିକା ମା’ ଶିଶୁ କନ୍ୟା ଟିଏ ଜନ୍ମ ଦେଇ ସାରିଛି । ଘଟଣାକୁ ନଅ ମାସ ପୁରି ସାରିଥିବା ବେଳେ ଏଗାର ଦିନର ଚିକିତ୍ସା ପରେ ନାବଳିକା ମାଁ ନବଜାତ ଶିଶୁକୁ ନେଇ ଘରକୁ ଫେରିଛି । କିନ୍ତୁ ଏଯାଏଁ ତାକୁ ସରକାରୀ ସହାୟତା ମିଳି ପାରିନାହିଁ
Read More...

ପଦ୍ମଶ୍ରୀ ମୋହନ ନାୟକ ଥିଲେ ଦଳିତ ଅସହାୟଙ୍କ ତ୍ରାଣକର୍ତ୍ତା : ଜନ୍ମ ଶତବାର୍ଷିକୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ, ସମାଜସେବୀ, ତ୍ୟାଗୀ, ଦଳିତ ନିଷ୍ପେସିତ ଜନତାଙ୍କ ତ୍ରାଣକର୍ତ୍ତା, ନିମଖଣ୍ଡି ଠକ୍କର ବାପା ଆଶ୍ରମର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ଶିଷ୍ୟ, ବରିଷ୍ଠ କଂଗ୍ରେସ ନେତା
Read More...

ସୋନଗଡ଼ ନଦୀରେ ବେଆଇନ ବାଲି ଚୋରା ଚାଲାଣ ଯୋଗୁଁ ପାନୀୟ ଜଳ ଉପରେ ପଡୁଛି ପ୍ରଭାବ : ଏବେଠୁ ସଜାଗ ନ ହେଲେ ଭବିଷ୍ୟତରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଘର ନିର୍ମାଣ ହେଉ କି ସରକାରୀ କୋଠା ରାସ୍ତା ନିର୍ମାଣ ହେଉ ସବୁ ଠାରେ ଆବଶ୍ୟକ ପଡ଼ୁଛି ନଦୀ ବାଲି । ଦେଓଗାଁ ବ୍ଳକରେ ପ୍ରଭାବିତ ହେଉଥିବା ସୋନଗଡ଼ ବାଲି ଅନ୍ୟ ସମସ୍ତ ନଦୀ ବାଲି ଠାରୁ ଅଧିକ ଉନ୍ନତ ତେଣୁ କେବଳ ଦେଓଗାଁ ବ୍ଳକବାସୀ ନୁହେଁ ଅନ୍ୟ ବ୍ଳକ ଓ
Read More...