Monthly Archives

May 2021

ସମୁଦ୍ରକୂଳରେ କୋକଲି ପ୍ରଜାତିର କୁଢ଼ କୁଢ଼ ମାଛ ମଡ଼କ

ପୁରୀ : ପୁରୀ ସମୁଦ୍ରକୂଳରେ କୋକଲି ପ୍ରଜାତିର କୁଢ଼ କୁଢ଼ ମାଛ ମଡ଼କ ହୋଇଥିବା ଖବର ମିଳିଛି । ସମୁଦ୍ର ଭିତରେ ପ୍ରଦୂଷଣ ମାତ୍ରା ବଢିବା ଯୋଗୁଁ ଏଭଳି ମାଛ ମଡ଼କ ହୋଇଥିବା କିଛି ମତ ରଖିଛନ୍ତି । ଅନ୍ୟପକ୍ଷରେ ଏହି ଡିସ୍କୋ କୋକଲି ପ୍ରଜାତି ମାଛ ବର୍ତ୍ତର୍ମାନ ଲକଡାଉନ ସମୟରେ ରପ୍ତାନୀ
Read More...

ଜୀବନଦାତା ସାଜିଲେ ଯୁବ ରକ୍ତଦାତାମାନେ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା କାଳରେ ମଧ୍ୟ କଣ୍ଟାବାଞ୍ଜି ଡାକ୍ତରଖାନାରେ ରୋଗୀମାନଙ୍କର ଚିକିତ୍ସା ପାଇଁ ନାହିଁ ନ ଥିବା ଭିଡ ହେଉଛି । ପ୍ରତିଦିନ ରୋଗୀ ମାନଙ୍କୁ ରକ୍ତ ମଧ୍ୟ ଦରକାର ପଡୁଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତିନିଗୋଟି ବ୍ଳକ ଯଥା ତୁରେକେଲା, ମୁରିବାହାଲ,
Read More...

ଭି.କେ. ପାଣ୍ଡିଏନଙ୍କୁ ଅଭିନନ୍ଦନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ. ପାଣ୍ଡିଏନଙ୍କୁ ଅନ୍ତର୍ଜାତିକ ସମ୍ମାନଜନକ ପ୍ରେସିଡେଣ୍ଟ ଏୱାର୍ଡ ଆନ୍ତର୍ଜାତିକ ହକି ଫେଡେରେସନ ତରଫରୁ ଓଡିଶାରେ ହକି ଖେଳର ପ୍ରଚାର ପ୍ରସାର ତଥା ବିଶ୍ୱ କପ ହକି ଆୟୋଜନ ପାଇଁ ଏହା ମିଳିଥିବାରୁ
Read More...

ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ : ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ପଦ୍ମଶ୍ରୀ ଉପାଧି ପାଇଥିବା ପୂର୍ଣ୍ଣମାସୀ ଜାନୀ ଆଜି ହଠାତ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ୱାର୍ଡ଼ରେ ଭର୍ତ୍ତି କରାଯାଇଛି । ବୟସାଧିକ କାରଣରୁ ତାଙ୍କ
Read More...

ପାରାଦୀପରେ ଆମୋନିଆ ଗ୍ୟାସ ଲିକ : ୧୫ ଜଣ ଅସୁସ୍ଥ, ୩ ଜଣଙ୍କ ଅବସ୍ଥା ଗୁରୁତର

ପାରାଦୀପ, ( ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ଆମୋନିଆ ଗ୍ୟାସ ଲିକ ହୋଇ ୧୫ଜଣ ଅସୁସ୍ଥ ହୋଇଥିବା ସୂଚନା ମଳିଛି । ଅସୁସ୍ଥଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଏମାନଙ୍କୁ ଏସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏମାନଙ୍କ ମଧ୍ୟରେ ଏକ ୮ ବର୍ଷର ଶିଶୁ ଅଛି ।
Read More...

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ବାଲେଶ୍ୱର ପରେ ଭଦ୍ରକରେ ପହଞ୍ଚିଲେ

ଭଦ୍ରକ : ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ବାଲେଶ୍ୱର ପରେ ଭଦ୍ରକରେ ପହଞ୍ଚିଲେ । ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ସହ ସେ ଆଲୋଚନା କରିଛନ୍ତି । ଏହାପୂର୍ବରୁ ବାଲେଶ୍ୱର ଗସ୍ତରେ ଯାଇ ଏସଆରସି ବାତ୍ୟା ପୂର୍ବ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ମୁକାବିଲା
Read More...

ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣରେ ସ୍ଥିରାବସ୍ଥା : ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ଭିତରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାରେ ସଂକ୍ରମଣ ହଇଚଇ ସୃଷ୍ଟି କରୁଥିବା ବେଳେ ଗତ ୧୭ ତାରିଖ ପରେ ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ଭିତରେ ରହି ଆସୁଛି । ଏଥିରୁ ଅନୁମାନ କରାଯାଉଛି ଯେ, ଜିଲ୍ଲାରେ ସଂକ୍ରମଣରେ ସ୍ଥିରାବସ୍ଥା ରହିଛି । କିନ୍ତୁ ତଥାପି କୋଭିଡ୍‌
Read More...

ଆମ୍ବୁଲାନ୍ସରୁ ଜବତ ହେଲା ୧୫୦ ଲିଟର ଦେଶୀ ମଦ : ଜଣେ ଗିରଫ

ଖୋର୍ଦ୍ଧା, (ସୁଶାନ୍ତ ସାହୁ) : ଆମ୍ବୁଲାନ୍ସରୁ ଜବତ ହେଲା ୧୫୦ ଲିଟର ଦେଶୀ ମଦ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ସକାଳେ କିଛି ଅସାମାଜିକ ବ୍ୟକ୍ତି ଆମ୍ବୁଲାନ୍ସରେ ଦେଶୀ ମଦ ନେଉଥିବା ପୋଲିସକୁ କୌଣସି ଏକ ସୂତ୍ରରୁ ଖବର ମିଲିଥିଲା । ତେବେ ଖବର ପାଇ ଖୋର୍ଦ୍ଧା ଟାଉନ ପୋଲିସ ଓ
Read More...

ମାସ୍କ ପିନ୍ଧନ୍ତୁ, କରୋନାକୁ ହରାନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଠାରୁ ସୁରକ୍ଷିତ ରହିବା ପାଇଁ ମାସ୍କ୍ ହିଁ ଏକମାତ୍ର ସୁରକ୍ଷା କବଚ । ସଠିକ୍ ଭାବରେ ମୁହଁ ଓ ନାକ ଘୋଡାଇ ମାସ୍କ ପିନ୍ଧନ୍ତୁ । ସାବୁନରେ ବାରମ୍ବାର ହାତ ଧୁଅନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରନ୍ତୁ । ଏହାର ସଠିକ୍ ବ୍ୟବହାର ବିଷୟରେ ଜାଣିବା ପାଇଁ
Read More...

କୋଭିଡ ସୂଚନା ପତ୍ର ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲା କୋଭିଡ ସୂଚନା ପତ୍ର ଉନ୍ମୋଚିତ ହୋଇଯାଇଛି । ଏହି ସୂଚନା ପତ୍ରରେ ସାରା ଜିଲ୍ଲାର କୋଭିଡ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଡାକ୍ତରଖାନା, ଆମ୍ବୁଲାନ୍ସ, ଡାକ୍ତର ଓ ଫୋନ ନମ୍ବରର ସବିଶେଷ ସୂଚନା ପ୍ରଦାନ କରାଯାଇଛି ।
Read More...