ବିଶ୍ୱ ଶାନ୍ତି ମହିମା ବାଲ୍ୟଲୀଳା ଯଜ୍ଞ ଅନୁଷ୍ଠିତ
ସୋହେଲା, (କେପିଏନ୍ଏସ୍) : ସୋହେଲା ମହିମା ଆଶ୍ରମରେ ବୈଶାଖ ପୂର୍ଣ୍ଣିମା ଅବସରରେ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବରେ ବିଶ୍ୱ କଲ୍ୟାଣ ତଥା କରୋନା ମହାମାରୀରୁ ଜଗତକୁ ରକ୍ଷା କରିବା ନିମନ୍ତେ ଏକ ବିଶ୍ୱ ଶାନ୍ତି ମହିମା ବାଲ୍ୟଲୀଳା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ବିଂଶତମ ଯଜ୍ଞ!-->…
Read More...
Read More...