ଜନମଙ୍ଗଳ କାର୍ଯ୍ୟ ପାଇଁ ପ୍ରଶଂସା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପଣ୍ତରୀପାଣି ଗ୍ରାମ ଝାଞ୍ଜ ପାହାଡ ପାଦଦେଶରେ ଅବସ୍ଥିତ । ଏହି ଗ୍ରାମରେ କେବଳ ଗୋଟିଏ ପୋଖରୀ ଅଛି । ଖରା ଦିନରେ ଏହି ପୋଖରୀରେ ପାଣି ଶୁଖିଯାଏ । ଲୋକମାନଙ୍କର ଗାଧୋଇବା ପାଇଁ ବହୁତ ଅସୁବିଧା ହୁଏ ।!-->…
Read More...
Read More...