ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ସହ ମାକ୍ସ ଓ ଶୁଖିଲା ଖାଦ୍ୟ ବଣ୍ଟନ
ବଲାଙ୍ଗିର, (ଦେବାଶିଷ ମିଶ) : ସାଂପ୍ରତିକ କରୋନାର ଦ୍ୱିତୀୟ ଲହର ମନୁଷ୍ୟ ଜୀବନକୁ ଭୀତତ୍ରସ୍ତ କରିିପକାଇଛି । ସରକାର ସମସ୍ତଙ୍କୁ ସୁରକ୍ଷିତ ରଖିବାକୁ ଲକ୍ଡାଉନ ଓ ସପ୍ତାହନ୍ତ ସଟ୍ଡାଉନ ଲଗାଇଛନ୍ତି । ଏ କଥାକୁ ଲକ୍ଷ୍ୟ ରଖି ଜୁନିୟର ରେଡକ୍ରସ ସାଲେଭଟା ପ୍ରାଥମିକ ବିଦ୍ୟାଳୟ ଓ ଖଲିଆପାଲି!-->…
Read More...
Read More...