Daily Archives

ଆର୍‌ଏସ୍‌ଏସ୍‌ ତରଫରୁ ବଲାଙ୍ଗିର ସହରକୁ ଆସିଲା ଅମ୍ଳଜାନ ପ୍ରସ୍ତୁତି ଯନ୍ତ୍ର ଏବଂ ଅମ୍ଳଜାନ ସିଲିଣ୍ଡର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ତରଫରୁ ବଲାଙ୍ଗିର ସହରକୁ କରୋନା ରୋଗୀଙ୍କ ବ୍ୟବହାର ପାଇଁ ୬ଟି ଅମ୍ଳଜାନ ପ୍ରସ୍ତୁତି ଯନ୍ତ୍ର ଯାହା ବାୟୁମଣ୍ଡଳରୁ ସିଧାସଳଖ ଅମ୍ଳଜାନ ସଂଗ୍ରହ କରି ରୋଗୀଙ୍କୁ ଯୋଗାଇବାରେ ସକ୍ଷମ ହେବ । ଏହା ସହିତ ୩୦ ଟି
Read More...

ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଡ୍ରେନ୍‌ : ସଫେଇ ପ୍ରତି ଧ୍ୟାନ ନାହିଁ ପ୍ରଶାସନର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ସହରର ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯିବା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି । କିନ୍ତୁ ଏପରି ପରିସ୍ଥିତିରେ ତେଲିଗୋଠ ପଡ଼ାରୁ ରେଳଷ୍ଟେସନ୍‌ ରାସ୍ତା କଡ଼ରେ ଅଳିଆ ଆବର୍ଜନା ଜମାହୋଇ ଦୁର୍ଗନ୍ଧ
Read More...

ବାତ୍ୟା ପରିପ୍ରେକ୍ଷୀରେ ସତର୍କ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଯଥା ଗୁଜବରେ ବିଶ୍ୱାସ କରି ଭୟଭୀତ ହୁଅନ୍ତୁ ନାହିଁ । ବାତ୍ୟା ପୂର୍ବରୁ ନିରାପଦ ସ୍ଥାନରେ ଆଶ୍ରୟ ନିଅନ୍ତୁ । ବାତ୍ୟା ସମୟରେ ବାହାରକୁ ବାହାରନ୍ତୁ ନାହିଁ । ଘରେ ପାନୀୟ ଜଳ, ଖାଦ୍ୟ ସାମଗ୍ରୀ ଏବଂ ବ୍ୟବହାର କରୁଥିବା ଔଷଧ ଗଚ୍ଛିତ ରଖନ୍ତୁ । ବାତ୍ୟା ଯୋଗୁଁ
Read More...

ଆରମ୍ଭ ହେଲା ସାମୁଦ୍ରିକ ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ବାଲେଶ୍ୱର : ଆରମ୍ଭ ହୋଇଛି ସାମୁଦ୍ରିକ ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଏବଂ ଦୀଘା ମଧ୍ୟରେ ଏହି ଲ୍ୟାଣ୍ଡଫଲ୍ ହେଉଛି । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦିନ ୧୨ଟା ଯାଏଁ ଚାଲିବ । ଏହା ଭୋଗରାଇ, ବାଲିଆପାଳ ଏବଂ ଜଳେଶ୍ୱର ଦେଇ ମୟୁରଭଂଜ ଜିଲ୍ଲାରେ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା୨୫୮୪କୁ
Read More...

କେନ୍ଦ୍ର ସରକାର ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କଲେ

ନୂଆଦିଲ୍ଲୀ : ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ନିଯୁକ୍ତ କରିଛନ୍ତି । ସୁବୋଧ ସିବିଆଇର ମୁଖ୍ୟ ଭାବେ ୨ ବର୍ଷ ଧରି କାର୍ଯ୍ୟ କରିବେ । ଏବେ ସୁବୋଧ ଜୈସୱାଲ୍ ସିଆଇଏସ୍ଏଫର ଡିଜି ଅଛନ୍ତି । ସୁବୋଧ ପୂର୍ବରୁ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୧,୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧,୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୦,୩୭୩ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୧୧୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ଚାଷୀଙ୍କ ପାଇଁ ଆଲୋଚନାରେ ସାଂସଦ ପ୍ରତିନିଧି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କ ଭେଡେନ ବ୍ଲକ ପ୍ରତିନିଧି ବିପିନ ଭୁସାଗର ଭେଡେନ ଓ ସହଁରାଟିକରା ମାର୍କେଟକୁ ଯାଇ ଚାଷୀମାନଙ୍କ ଧାନ ବିକ୍ରୟ ସମନ୍ଧରେ ଆଲୋଚନା କରିଥିଲେ । ମାର୍କେଟ ୟାର୍ଡ଼ ସରକାର ଓ ସମବାୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ ।
Read More...

ବାତ୍ୟାରେ ଗଛ ପଡ଼ିଲା : ୧ ମୃତ

କେନ୍ଦୁଝର : ବାତ୍ୟା 'ୟାସ୍‌' ପ୍ରଭାବରେ ରାଜ୍ୟରେ ବର୍ଷା ପବନ ଲାଗି ରହିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ବାତ୍ୟାରେ ଜୀବନହାନୀ ହୋଇଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ଉପରେ ଗଛ ଭାଙ୍ଗିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ
Read More...