Daily Archives

ମା’ ମାହେଶ୍ୱରୀ ସେନା ତରଫରୁ ରାସନ୍‌ ସାମଗ୍ରୀ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ପାଇଁ ଅନେକ ଲୋକ ନିଜର ରୋଜଗାର ହରାଇ ଥିବା ବେଳେ ମୁଠେ ଖାଇବା ପାଇଁ ପାଉନାହାନ୍ତି । ତେବେ ଏମାନଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ଆଗେଇ ଆସିଛନ୍ତି ମା’ ମାହେଶ୍ୱରୀ ସେନାର କର୍ମକର୍ତ୍ତା ମାନେ । ବଲାଙ୍ଗିର-ସୋନ୍‌ପୁର ରାସ୍ତା ସାତମାଇଲ୍‌
Read More...

ଔଷଧ ନେବାକୁ ଆସିଥିବା ଯୁବକଙ୍କୁ ଚାପୁଡ଼ା ମାରିଥିବା କଲେକ୍ଟରଙ୍କୁ ହଟାଇ ଦିଆଗଲା : ସିଏମ ଭୁପେଶ ବାଘେଲ ଘୋଷଣା କଲେ

ରାୟପୁର : ଛତିଶଗଡର ସୁରଗୁଜା ଡିଭିଜନର ସୁରଜପୁର ଜିଲ୍ଲାର କଲେକ୍ଟର ରଣବୀର ଶର୍ମାଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଲକ୍‌ଡ଼ାଉନ୍ ସମୟରେ ଔଷଧ ନେବାକୁ ବାହାରିଥିବା ଜଣେ ଯୁବକଙ୍କୁ ମାଡ ମାରିଥିଲେ କଲେକ୍ଟର ଶ୍ରୀ ଶର୍ମା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ
Read More...

ରାସ୍ତା କଡ଼ରେ ପଡ଼ିଛି ଗଦା ଗଦା ସରକାରୀ ଔଷଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୁଡ଼ାପାଲି ରୁ ବଲାଙ୍ଗିର ଆଡ଼କୁ ଆସୁଥିବା ଏସ୍‌ ଏଚ୍‌ ୪୨ର ଖଗସାବାହାଲ ଛକ ନିକଟ ରାସ୍ତା କଡ଼ରେ ଗଦା ଗଦା ହୋଇ ପଡ଼ିଛି ଆଇରନ୍‌, ଫଲିକ୍‌ ଏସିଡ଼୍‌ ଟେବ୍‌ଲେଟ୍‌ । ଏହା କୌଣସି ଡ଼ାକ୍ତରଖାନାର ଏକ୍ସପାରୀ ମେଡ଼ିସିନ୍‌ ହୋଇପାରେ ବୋଲି ସଂନ୍ଧେୟ କରାଯାଉଛି ।
Read More...

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅଢେଇ ବର୍ଷୀୟା କୁନି ଝିଅ ତମନ୍ନାର କରୋନା ସଚେତନତା ବାର୍ତ୍ତା

ଦେଓଗାଁ, (ମନୀଷ କୁମାର ସାହୁ) : ୟୁଟ୍ୟୁବର କ୍ୟୁଟି ତମନ୍ନା ଚେନାଲରେ କିଛି ଦିନ ପୂର୍ବରୁ ପୋଷ୍ଟ ହୋଇଥିବା ଏକ କୁନି ଝିଅର ଭିଡିଓ ଏବେ ଫେସବୁକ୍, ଇନଷ୍ଟାଗ୍ରାମ ସହ ହ୍ୱାଟ୍ସଆପ ଜରିଆରେ ଦୃତଗତିରେ ଭାଇରାଲ ହେବାରେ ଲାଗିଛି । ଏହି କୁନି ଝିଅ ଜଣକ ଭିଡ଼ିଓରେ କରୋନା ପ୍ରତି କିଭଳି ସଚେତନ
Read More...

କୋଭିଡ୍ -୧୯ ପରିଚାଳନା ସହ ସମ୍ଭାବ୍ୟ ବାତ୍ୟା “ୟସ୍”ର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାରେ କୋଭିଡ୍–୧୯ର ପରିଚାଳନା ଏବଂ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏ ନେଇ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ
Read More...

କେନ୍ଦୁପତ୍ର ବିଭାଗରେ ନିୟୋଜିତ ସିଜିନାଲ ଅସ୍ଥାୟୀ କର୍ମଚାରୀଙ୍କୁ ତିନି ମାସିଆ କାମ ପରିବର୍ତ୍ତେ ଛଅମାସ ବର୍ଦ୍ଧିତ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଯୋଗିମୁଣ୍ଡା କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିନରେ ନିୟୋଜିତ ହେଇଥିବା ଅସ୍ଥାୟୀ କର୍ମଚାରୀଙ୍କ ମାସିକ କାର୍ଯ୍ୟର ସମୟସୀମା ବଢ଼ାଇବାକୁ ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଯୋଗିମୁଣ୍ଡା କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିନରେ ନିୟୋଜିତ ଥିବା ଚେକର, ବାଇଂଡିଙ୍ଗ
Read More...

ଥମୁନି ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୧୨,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତଥାପି ଥମୁନି ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୧,୮୬୨କୁ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୧୯୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୬୫୭ ଜଣ ଆଂଚଳିକ
Read More...

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଏଫଆଇଏଚ୍‌ ରାଷ୍ଟ୍ରପତି ପୁରସ୍କାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାରେ ହକିର ଉନ୍ନତି ପାଇଁ ବିଶେଷ ଅବଦାନ ଯୋଗୁଁ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫ୍ଆଇଏଚ୍) ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନଙ୍କୁ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ଏହାର ୪୭ତମ କଂଗ୍ରେସରେ ଏଫଆଇଏଚ୍‌
Read More...