Daily Archives

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତ ୨୯୪, ବଲାଙ୍ଗିର ପୌରାଂଚଳରୁ ୬୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୬୯ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୧, ୯ରୁ ୧, ୧୦ରୁ ୧, ୪ରୁ ୨, ୧୮ରୁ ୨, ୭ରୁ ୩, ୫ରୁ ୫,
Read More...

କୋଭିଡ୍‌ ଟେଷ୍ଟିଙ୍ଗ୍‌ ବଢାଇବା ପାଇଁ ଉପ-ଜିଲ୍ଲାପାଳଙ୍କୁ ବିଜେପିର ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋଭିଡ ଭୟାବହତା ସହ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁର ହାର ବଢ଼ିବାରେ ଲାଗିଥିବା ବେଳେ ପଦ୍ମପୁର ଅଞ୍ଚଳରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ପଦ୍ମପୁର ଉପଖଣ୍ଡର ରାଜବୋଡାସମ୍ବର ବ୍ଲକର ସର୍ଗିବାହଲ, ଭେଉଁରିଆ, ବୁଡମାଲ ତଥା
Read More...

ସ୍ନାତକ ଡିଗ୍ରୀ ଧାରି ଯୁବକ ମାଟି କାମ କରି ପରିବାର ପୋଷଣ କରୁଛନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଅଧିନରେ ଥିବା ଯୁବାଖୋଲ ଗ୍ରାମରେ ଗୋଟିଏ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିକ୍ଷିତ ଡିଗ୍ରି ଧାରି ଯୁବକଆଶିଷ ଜ୍ୟୋତିଷ ସ୍ନାତକ ଡିଗ୍ରୀ ହାସଲ କରି ସରକାରୀ ନିଯୁକ୍ତିରେ
Read More...

ବଲାଙ୍ଗିର ପହଞ୍ଚିଲା ଡା. ସୁଧୀର ପରିଚ୍ଛାଙ୍କ ପାର୍ଥିବ ଶରୀର : କଂଗ୍ରେସର ଶ୍ରଦ୍ଧାଞ୍ଜଳି, ବିଜେଡିର ଶୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ କୃଷକ ନେତା ଡା, ସୁଧୀର ପରିଚ୍ଛାଙ୍କ ପାର୍ଥିବ ଶରୀର ବୁଧବାର ଦିନ ବଲାଙ୍ଗିର ପହଞ୍ଚିଛି । ଲାଲଟିକ୍ରା ସ୍ଥିତ ବାସ ଭବନରେ ତାଙ୍କ ଶରୀର ପହଞ୍ଚିବା ପରେ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀ ପରିଚ୍ଛାଙ୍କ
Read More...

କେନ୍ଦୁପତ୍ର ବିଭାଗର ଅଜବ ନୀତି : ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ କରିବା ପାଇଁ ଚାଲିଛି ଅପଚେ‌ଷ୍ଟା

ବାର୍ଷିକ ୧୦ ବଦଳରେ ୨୦ ଚଟା ନ ଦେଲେ ଯୋଜନାରୁ ବଞ୍ଚିତକମ ଦିନରେ ଶେଷ ହେଉଛି ପତ୍ର ତୋଳାଦେଓଗାଁ, (ମନୀଷ କୁମାର ସାହୁ) : ପ୍ରାୟ ୨୦ ବର୍ଷ ପୂର୍ବରୁ ସ୍ଥାନୀୟ ଅଞ୍ଚଳରୁ ଉତ୍ପାଦନ ହେଉଥିବା କେନ୍ଦୁପତ୍ରର ଲାଭାଂଶରୁ ଲୋକଙ୍କ ଓ ଅଞ୍ଚଳର ବିକାଶ କରିବାକୁ କେନ୍ଦୁ ଅନୁଦାନ ଆକାରରେ ବ୍ଳକ ଓ
Read More...

ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଜୁରୁକୁପୁଡ଼ା ଗ୍ରାମବାସୀ : ନାଳ ଓ ଚୁଆଁ ପାଣି ସାହା ଭରସା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଗ୍ରାମାଞ୍ଚଳରେ କୋଟି କୋଟି ଟଙ୍କାର ବସୁଧା ଭଳି ବିଭିନ୍ନ ପ୍ରକାର ଜଳପ୍ରକଳ୍ପ ଯୋଜନା ପାଇଁ ଅର୍ଥ ବିନିଯୋଗ କରୁଥିଲେ ମଧ୍ୟ ଏଭଳି ଯୋଜନା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ
Read More...

ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ତରଫରୁ ଦାବୀପତ୍ର ପ୍ରଦାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବୈଶିକ ମହାମାରୀ କରୋନା ହେଉ କି ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ମଧ୍ୟବିତ୍ତ ବର୍ଗର ଲୋକେ ସବୁବେଳେ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ସମାଜର ସମ୍ପୂର୍ଣ୍ଣ ଜନସଂଖ୍ୟାର ଏକ ବୃହତ ଅଂଶ ଯାହାକି ପାଖାପାଖି ୪୦% ଲୋକଙ୍କୁ ସରକାର
Read More...

କୋଭିଡ଼ ୱାରିଅର୍‌ ବଲାଙ୍ଗିର ହେଲ୍ପ ଲାଇନ ଖୋଲି ସେବା ଯୋଗାଉଛନ୍ତି ବୀରସେନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ଼ ୱାରିଅର୍‌ ବଲାଙ୍ଗିର ହେଲ୍ପ ଲାଇନ ଖୋଲି ସେବା ଯୋଗାଉଛନ୍ତି ବୀରସେନ । ବଲାଙ୍ଗିର ମୋନହରପୁର ପୋଲିସ କଲୋନୀ ବାସିନ୍ଦା ବୀରସେନ ସାହୁ କରୋନା ଯୋଦ୍ଧା ଭାବରେ ଲୋକଙ୍କ ପାଇଁ ସେବା ଯୋଗାଇ ଦେଇ ଆସିଛନ୍ତି । କରୋନାର ପ୍ରଥମ ଲହରରେ ଲୋକମାନଂକୁ ସେବା
Read More...

ଜମିବାଡ଼ି ବିବାଦକୁ ନେଇ ଗଡ଼ିଲା ନିରୀହ ବାଳକର ମୁଣ୍ଡ

ବଲାଙ୍ଗିର, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦକୁ ନେଇ ଏକ ନିରୀହ ବାଳକର ମୁଣ୍ଡ ଗଡ଼ିଛି । ହତ୍ୟାକାରୀ ଜିତେନ ପୋଡ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରି ଲହୁ ଲୁହାଣ କରିଥିବା ବେଳେ ଧନପତ
Read More...

ବଡ଼ମାଲ କାରଖାନା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ବେଡ଼ ଓ ଆଇସିୟୁ ଅକ୍ସିଜେନ ପ୍ଲାଣ୍ଟ ପାଇଁ ବଲାଙ୍ଗିର ସାଂସଦଙ୍କ ଦ୍ୱାରା…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ କରୋନା ମହାମାରୀକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅନେକ ଲୋକେ ବେଡ଼୍‌ ନପାଇ ତଳେ ମଧ୍ୟ ଆଶ୍ରୟ ନେଉଥିବା ବେଳେ ଅକ୍ସିଜେନ ଅଭାବରୁ ମୃତ୍ୟୁ ମଧ୍ୟ କରୁଥିବା ଏନେଇ ଗତକିଛି ଦିନ ତଳେ ଖବର ପ୍ରକାଶିତ ହୋଇଥିଲା । ତେବେ ଏଭଳି
Read More...