Daily Archives

ଦେଶରେ ୨୪ ଘଂଟା ମଧ୍ୟରେ ୩,୪୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ୪,୦୦୦ ମୃତ

ନୂଆଦିଲ୍ଳୀ : ଦେଶରେ ଦିନକୁଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ୨୪ ଘଂଟାରେ ୩ ଲକ୍ଷ ୪୩ ହଜାର ୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ଲୋକ ପ୍ରାଣ ହରାଇଛନ୍ତି । ସେହିଭଳି ଗତ ୨୪ ଘଂଟା ମଧ୍ୟରେ ୩,୪୪,୭୭୬
Read More...

ରାଜ୍ୟରେ ଆଜି ୨୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ ମୃତ୍ୟୁ ସଂଖ୍ୟା
Read More...

୬ ଫୁଟ୍‌ ଲମ୍ବର ନାଗ ସାପ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଜଗଦଳପୁର ଗ୍ରାମର ସିଦ୍ଧାର୍ଥ ବଳବନ୍ତରାୟଙ୍କ ଘରୁ ୬ଫୁଟ ଲମ୍ବର ଏକ ବିରାଟ ନାଗ ସାପ ଉଦ୍ଧାର କରାଯାଇଛି । ତାଙ୍କ ଘର ଭିତରେ ଏକ ନାଗ ସାପ ରହିଥିବା ଦେଖି ପରିବାର ଲୋକେ ଭୟଭିତ ହୋଇ ପଡିଥିଲେ । ସିଦ୍ଧାର୍ଥ ସଙ୍ଗେ ସଙ୍ଗେ
Read More...

ଭର୍ଚ୍ଚୁଆଲ ସଭା ମାଧ୍ୟମରେ କୋଭିଡ ନିୟମ ମାନି ଚଳିବାକୁ ନିବେଦନ କଲେ ରୁଦ୍ର ପ୍ରତାପ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ଉଗ୍ରରୁପ ପାଇଁ ପିପିଲି ବିଧାନସଭା ଆସନ ଉପନିର୍ବାଚନ ତାରିଖକୁ ନିର୍ବାଚନ କମିଶନର ସ୍ଥଗିତ ରଖିଛନ୍ତି । ରାଜ୍ୟରେ କରୋନା ପାଇଁ କୋଭିଡ୍‌ ନିୟମ ଲାଗୁ ହୋଇଥିବା ବେଳେ ୧୯ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ ଓ ଲକ୍‌ଡାଉନ ଜାରି ରହିଛି
Read More...

ମାରୱାଡି ସମ୍ମେଳନ ତରଫରୁ ପୋଲିସ ଯୋଦ୍ଧାଙ୍କୁ ହେଲଥ୍‌ ଡ୍ରିଙ୍କ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାରୱାଡି ସମ୍ମେଳନ ବଲାଙ୍ଗିର ଶାଖା ଦ୍ୱାରା ଆଜି ସ୍ଥାନୀୟ ଟାଉନ ଥାନା ପରିସରରେ ଲକ୍‌ ଡାଉନ ସମୟରେ ଦିନରାତି କର୍ତ୍ତବ୍ୟ ପାଳନ କରୁଥିବା ପୋଲିସ ଯୋଦ୍ଧାଙ୍କ ପାଇଁ ହେଲ୍‌ଥ୍‌ ଡ୍ରିଙ୍କ, ମିନେରାଲ ୱାଟର ଏବଂ ସାନିଟାଇଜର ପ୍ରଦାନ କରାଗଲା । ଅତିରିକ୍ତ ଏସ୍‌ପି
Read More...

ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ଏବଂ ମାସ୍କ୍ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ଆଜି ସମାଜସେବୀ ରଘୁନାଥ ନାୟକ ଓ ତାଙ୍କର ସହଯୋଗୀ ମିଶି ଖାଦ୍ୟ ବଣ୍ଟନ ସହିତ ମାସ୍କ୍ ମଧ୍ୟ ବଣ୍ଟନ କରିଛନ୍ତି । ସୂଚନା ଅନୁସାରେ ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ଗତ ୨୯ ଏପ୍ରିଲ ୨୦୨୧ ଠାରୁ ପ୍ରତ୍ୟେକ ଦିନ ନିରାଶ୍ରୟ ଲୋକଙ୍କୁ
Read More...

ଲକ୍‌ଡ଼ାଉନ ପ୍ରଭାବ : ପଂଚମ ଶ୍ରେଣୀ ଛାତ୍ର ଶ୍ରୀଜିତ୍ ତିଆରି କଲେ ମିନି କୁଲର

ମ.ରାମପୁର, (ହେମନ୍ତ ସାହୁ) : ମାତ୍ର ପଞ୍ଚମ ଶ୍ରେଣୀର ପିଲାଟିଏ । ଛୋଟ ବେଳୁ ହିଁ ତାଙ୍କରି ଇଲେକ୍ଟିକାଲ କାମରେ ରୁଚି । ଏକା ଏକା ସେ ଲାଗିରହିଥାନ୍ତି, ଇଲେକ୍ଟ୍ରିବଲ୍ୱ, ହୋଲଡ଼ର ଆଦିରେ । କେବେ ନିଜ ସାଇକେଲରେ ଲାଇଟ ସଂଯୋଗ ତ ଆଉ କେବେ ନିଜ ସାଇକେଲରେ ହର୍ଣ୍ଣ । ଟୁଥ୍ ପେଷ୍ଟ ଖୋଳରେ
Read More...

କରୋନାର ଆୟୁର୍ବେଦିକ ଟୀକା ଶୀଘ୍ର ଆସିପାରେ : ଆଇଆଇଟି ଆଲୁମିନି ୩୦୦ କୋଟି ପାଣ୍ଠି ଯୋଗାଡ଼ କଲେ

ମୁମ୍ବାଇ : କାଉନସିଲ୍ ଅଫ୍ ଆଲୁମିନି ଅଫ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦ୍ୱାରା ସ୍ଥାପିତ ମେଗାଲାବ ଆୟୁର୍ବେଦ କୋଭିଡ-୧୯ ଟୀକା ବିକଶିତ କରିବା ପାଇଁ ୩୦୦ କୋଟି ଟଙ୍କାର ପ୍ରାରମ୍ଭିକ ପାଣ୍ଠି ସଂଗ୍ରହ କରିଛି । କୁହାଯାଇଛି ଯେ, ଏହି ଟୀକା ଦୁଇଟି ମାତ୍ରାରେ ଦିଆଯିବ
Read More...

ପୁଣି ଦିନକରେ ରାଜ୍ୟରେ ୧୨ ହଜାର ଉପରେ ଆକ୍ରାନ୍ତଙ୍କ ସଂଖ୍ୟା : ଖୋର୍ଦ୍ଧାରେ ୨୨୦୧ ଓ ବଲାଙ୍ଗିରରେ ୪୬୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨,୩୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୪,୦୧୬ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୪୫୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...