Monthly Archives

April 2021

ନାବାଳିକା‌ଙ୍କ ଅନିଚ୍ଛା ସତ୍ୱେ ବିବାହ : ପୁଣି ୮ ମାସ ପରେ ଯୌତୁକ ନିର୍ଯ୍ୟାତନା ଦେଇ ଘରକୁ ତଡ଼ି ଦେଲେ : ନ୍ୟାୟ ପାଇଁ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପ୍ରଥମେ ନାବାଳିକାଙ୍କୁ ଏକ ତରଫା ପ୍ରେମ ନିବେଦନ । ନାବାଳିକା ଜଣକ ପ୍ରତ୍ୟାଖ୍ୟାନ କରିବା ପରେ ନାବାଳିକାଙ୍କୁ ଧମକ ଚମକ ଦେଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ନଚେତ ନାବାଳିକା ଜଣକୁ ଜୀବନରେ ମାରି ଦେବି ବୋଲି ଧମକ ଦେଇଥିଲା ମୁଖ୍ୟ
Read More...

ସାମାଜସେବୀରୁ ନାୟିକା ସଞ୍ଜନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ସବୁ ମଣିଷର ମନରେ ଅନେକ ସ୍ଵପ୍ନ ଥାଏ । ଯଦି ସେହି ସ୍ୱପ୍ନ ଧୀରେ ଧୀରେ ସଫଳ ହୁଏ, ତେବେ ଖୁସିର ଜୁଆର ଛୁଟେ । ତେବେ ଆମେ ଏଭଳି ଏକ ଉଦାହରଣ ସୃଷ୍ଟି କରିଥିବା ଜଣେ ସମାଜସେବୀରୁ ଏବେ ବିଭିନ୍ନ କୋଶଲୀ ଫିଲ୍ମରେ ଅଭିନୟ କରୁଥିବା ନାୟିକା ସଞ୍ଜନା ଛତ୍ରିଆଙ୍କ
Read More...

ଦହିତାରେ ବିଜେପି ମଣ୍ତଳ କାର୍ଯ୍ୟକାରିଣୀ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିତାରେ ମଣ୍ତଳ ସ୍ତରୀୟ ବିଜେପି କାର୍ଯ୍ୟକାରିଣୀ ସମାବେଶ ମଣ୍ତଳ ସଭାପତି କେତନ ମେହେରଙ୍କର ସଭାପତି‌ତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ବରଗଡ ସାଂସଦ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ
Read More...

୧୪ ଗ୍ରାମର ବ୍ରାଉନ ସୁଗାର ଜବତ : ଜଣେ ଗିରଫ

ଭଦ୍ରକ : ଦିନକୁ ଦିନ ବ୍ରାଉନ ସୁଗାର କାରବାର ବଢି ବଢି ଚାଲିଥିବା ବେଳେ ଆଜି ପୁଣି ଭଦ୍ରକ ଟାଉନ ଥାନା ପୁଲିସ ମୋଟେଲ ଛକ ଠାରୁ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ‌ଙ୍କ ଠାରୁ ୨ଟି ମୋବାଇଲ, ଗୋଟିଏ ବାଇକ ଜବତ କରିଛି । ଗିରଫ ହୋଇଥିବା ଯୁବକ
Read More...

କୋରାପୁଟରେ ଓଡିଶା ଦିବସ ପାଳିତ

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ କୋଟିଆ ଗ୍ରାମ ପଞ୍ଚାୟତରେ ଓଡିଶା ଦିବସ ପାଳନ ହୋଇଛି । ଏହି କାର୍ୟ୍ୟକ୍ରମରେ ପଟ୍ଟାଙ୍ଗୀ ବିଧାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, କୋରାପୁଟ ଉପ ଜିଲ୍ଲାପାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ
Read More...

ଓସିଏ ଭିଜନ ୨୦୨୪ : ନବକିଶୋର କ୍ଳବ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧି ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ ସୁପରଲିଗ୍‌ କ୍ରିକେଟ ପ୍ରତିଯୋଗିତାରେ ନବକିଶୋର କ୍ଳବ ବିଜୟୀ ହୋଇଛି । ଆଜିର ପ୍ରତିଯୋଗିତା ନବକିଶୋର କ୍ଳବ ଓ ପାଟଣାଗଡ କ୍ରିକେଟ କ୍ଳବ ଦଳ ମଧ୍ୟରେ ଅନୁଷ୍ଠିତ
Read More...

କୋଭିଡ଼ ଅବ୍‌ଜାର୍‌ଭର୍‌ଙ୍କ ବଲାଙ୍ଗିର ଗସ୍ତ : କୋଭିଡ଼ ସ୍ଥିତି ସମୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ଦାୟି‌ତ୍ୱରେ ଥିବା କୋଭିଡ଼ ଅବ୍‌ଜାର୍‌ଭର୍‌ ତଥା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ (ଆଇଏଏସ୍‌) ବଲାଙ୍ଗିର ଗସ୍ତରେ ଆସି ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ ପ୍ରଶାସନିକ ଭବନ ଠାରେ
Read More...

ବାଲି ଚୋରା ଚାଲାଣକାରୀ‌ଙ୍କୁ ଅତିରିକ୍ତ ତହସିଲଦାରଙ୍କ ୭୦,୦୦୦ ଟ‌ଙ୍କା ଜରିମାନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ତହସିଲ ଅନ୍ତର୍ଗତ ଗଣ୍ଡତୁରୁମ ନଦୀରୁ ବାଲି ଚୋରା ଚାଲାଣ ହେଉଥିବା, କୌଣସି ସୂତ୍ରରୁ ଖବର ପାଇ ଭେଡେନ ଅତିରିକ୍ତ ତହସିଲଦାର ନାରାୟଣ ଦଣ୍ଡସେନା ଓ ରୁଷୁଡା ଫାଣ୍ଡି ଅଧିକାରୀ ଗଣେଶ କଲେତ ଗଣ୍ଡତୁରୁମ ନଦୀ ନଦୀକୁ ଯାଇ ଥିଲେ, ସେଠାରେ
Read More...

ସିଆରପିଏଫର ୩୧ତମ ସ୍ଥାପନା ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫର ୩୧ ତମ ସ୍ଥାପନା ଦିବସ ସ୍ଥାନୀୟ ବାଟାଲିୟନର ମୁଖ୍ୟାଳୟ ପରିସରରେ କମାଡେଣ୍ଟ ଆନନ୍ଦ ଝାଙ୍କ ଅଧ୍ୟକ୍ଷତାରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଖପ୍ରାଖୋଲ ବ୍ଳକ ପଡ଼ିଆବାହାଲ ଗ୍ରା.ପ. ଓ ତେଲେନପାଲି ଗ୍ରା.ପ.ରୁ ତଥା ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
Read More...