Monthly Archives

April 2021

କିଡନୀ ରୋଗ ପ୍ରଭାବିତ ଚନ୍ଦ୍ରଶେଖରପୁର ଗାଁରେ ଆଶାର କିରଣ : ବାଦାନ୍ୟଙ୍କ ସହାୟତାରେ ଲାଗିଲା କମ୍ୟୁନିଟି ଅକ୍ୱାଗାର୍ଡ

ପ୍ରଶାସନର ପ୍ରତିଶ୍ରୁତି ସାବ୍ୟସ୍ତ ହେଲା ଧୂଆଁବାଣବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସବୁଠାରୁ ଅଧିକ କିଡନୀ ରୋଗ ପ୍ରଭାବିତ ଗ୍ରାମ ମଧ୍ୟରୁ ଅନ୍ୟତମ ଗ୍ରାମ ଭାବେ ଜଣାଶୁଣା ଚନ୍ଦ୍ରଶେଖର ପୁର ଗ୍ରାମବାସୀଙ୍କ ପ୍ରଚେଷ୍ଟା ଓ ବାଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ରବିବାର
Read More...

କବିତା : ଫଗୁଣ ତୁ ଫେରିଆ

ଜ୍ୟୋତ୍ସାରାଣୀ ଭୋଇ (କିଟ୍ଟି) ଘୋଡେ଼ଇ ହୋଇଥିବା ବସନ୍ତଉଡୁଥିବା ଓଢ଼ଣୀ ଭାରି ଚୁଲ୍‌ବୁଲ୍….‌ସେ କଥା ଆଉ କୁହନି । ମାର୍କେଟର ଗହଳି ଭିତରେଅଜଣା ଝିଅର ଆଣ୍ଟି ଡାକରେକୋକୋକଲା ବୋତଲଖୋଲୁ ଖୋଲୁବଳକା ସୋଢା ପରିଉତୁରି ପଡ଼ିଲା ବସନ୍ତ ।ସ୍ମିତ ହସେ ଭାବିଲିହେ….ହେ…ମୁଁ ବୁଢ଼ୀ ହୋଇଗଲି ।
Read More...

ସବୁ ମଙ୍ଗଲ୍‌ ହିଁ ମଙ୍ଗଲ୍‌

ବ୍ଲଡ଼୍‌ ପ୍ରେସର୍‌ ବଢ଼ିଗଲା । ୨୦୦/୧୨୦ । ଯେତେ ଉଷୋ ଖାଏଲେ ବି ଘୁଚ୍‌ଲା ନେଇଁ । ଟିକେ ରଚେ ଘୁଚ୍‌ଲେ ବି ନର୍‌ମାଲ୍‌ ନେଇଁ ହେଲା । ମହା ମୁସ୍‌କିଲ୍‌ ଅବସ୍ଥା । ନର୍‌ମାଲ୍‌ ନେଇଁ ହେଲେ ତ' କଥା ସର୍‌ଲା । କିଛି ବି ଘଟିପାରେ । ସମିଆଁ ଥଉ ଥଉ କିଛି ଗୁଟେ ପଦକ୍ଷେପ୍‌ ନେବାର୍‌ କେ ହିଁ
Read More...

ମାଁ ସାହାଜୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଉଦଘାଟନୀ ମ୍ୟାଚ୍‌ରେ ବଡମୂଲାକୁ ହରାଇ ମହଖଣ୍ଡ ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜୀ ଯୁବକ ସଂଘ କପିଲାଭଟା ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିିତ ଆନୁକୂଲ୍ୟରେ ମାଁ ସାହାଜୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଅବସରରେ
Read More...

ଅସହାୟଙ୍କୁ ସହାୟତା ଦେଲେ ରାଜ୍ୟ ବିଜେଡି ଯୁବ ସମ୍ପାଦକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତର ବୁଢୀପଦର ଗ୍ରାମର ଚିରଂଜୀବ ପୁଟେଲ ଓ ବାପାମା’ ଛେଉଣ୍ଡ ଭଜି ପୁଟେଲଙ୍କୁ ସହାୟତାର ହାତ ବଢାଇଛନ୍ତି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ । ଏହି ସହାୟତା ପ୍ରଦାନ ବେଲେ ଡଃ. ନାରାୟଣ
Read More...

୪୧ ତମ ପ୍ରତିଷ୍ଠା ଦିବସ ଅବସରରେ ପାନୀୟ ଜଳ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ୪୧ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଇରାଶିସ ଆଚାର୍ୟ୍ୟଙ୍କ ଆହ୍ୱାନ କ୍ରମେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପଦ୍ମପୁର ଭେଉଁରିଆ ଛକ ଠାରେ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ଯୁବ ମୋର୍ଚ୍ଚା
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ରହିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୫ ଓ ୧୮ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ଚୁଡ଼ାପାଲି ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ କାନୁଟ ଗ୍ରା.ପ.ରୁ ୨ ଜଣ, ଦେଓଗାଁ ବ୍ଲକ ମହଲେଇ ଗ୍ରା.ପ.ରୁ
Read More...

ମରଣଯନ୍ତା ପାଲଟିଛି ସାରଙ୍ଗପୁରରୁ ଗନିଆପାଲି ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପଲସାପାଲି ପଂଚାୟତର ସାରଙ୍ଗପୁର ଗ୍ରାମରୁ ଗାଇସିଲାଟ ବ୍ଲକର ଗନିଆପାଲିକୁ ସଂଯୋଗ କରୁଥିବା ୩ କିଲୋମିଟର ହେବ ଆର.ଡ଼ି ରାସ୍ତା କିଛି ବର୍ଷ ପୂର୍ବେ ତିଆରି କରା ହୋଇଥିଲା । ତେବେ ବର୍ଷ ବର୍ଷ ବିତିଯାଇଥିବା ବେଳେ
Read More...

ବିଦ୍ୟୁତ ଶୁକ୍ଲକୁ ବିରୋଧ କରି ପାଇକମାଲ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଓଡିଶା ସରକାରଙ୍କ ବର୍ଦ୍ଧିତ ବିଦ୍ୟୁତକୁ ଶୁକ୍ଲକୁ ତୀବ୍ର ବିରୋଧ କରାଯାଇଛି । ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଂଗ୍ରେସ କମିଟି ସଭାପତି ବିନୋଦ
Read More...

ବିଦ୍ୟୁତ ଶୁକ୍ଲକୁ ବିରୋଧ କରି ପଦ୍ମପୁର କଂଗ୍ରେସ ଦଳ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ଓଡ଼ିଶା ସରକାରଙ୍କ ବର୍ଦ୍ଧିତ ବିଦ୍ୟୁତ ଶୁକ୍ଲକୁ ତୀବ୍ର ବିରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ କଂଗ୍ରେସ କମିଟି ସଭାପତି
Read More...