Monthly Archives

April 2021

ଟିଟିଲାଗଡ଼ ବିଧାନସଭା ଯୁବ କଂଗ୍ରେସର ପ୍ରେସ ବିଜ୍ଞପ୍ତି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ବାସୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହେବ। ଟିଟିଲାଗଡ଼ ହାଟପଦା ରେଳବାଇ ଲେବଲ କ୍ରସିଂ ଉପରେ ଏକ ଓଭର ବ୍ରିଜ ନିର୍ମାଣ କାର୍ୟ୍ୟ ସରିଛି, ଯାହାକି ଆସନ୍ତାକାଲି ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ଦ୍ବାରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ ହେବାକୁ
Read More...

କୋଭିଡ୍ ୧୯ ସତ୍ତ୍ୱେ କାଲିଠାରୁ ଆରମ୍ଭ ହେବ ଆଇପିଏଲ

ଚେନ୍ନାଇ : ଭାରତରେ କୋଭିଡ୍-୧୯ ସଂକ୍ରମଣର ଭୟାବହତା ଦିନକୁ ଦିନ ଘନେଇବାରେ ଲାଗିଛି । ଦେଶ ଅସ୍ୱାଭାବିକ ଏବଂ ସାଂଘାତିକ ପରିସ୍ଥିତି ଦେଇ ଗତି କରୁଥିଲେ ମଧ୍ୟ ଶୁକ୍ରବାରଠାରୁ ବିଶ୍‌ଶ୍ୱର ସବୁଠାରୁ ଧନୀ ତଥା ଲୋକପ୍ରିୟ ଟ୍ୱେଣ୍ଟି-୨୦ ଲିଗ୍ ‘ଆଇପିଏଲ୍‌’ର ଚର୍ତୁଦଶ ସଂସ୍କରଣ ଆରମ୍ଭ ହେବାକୁ
Read More...

ଟିଟିଲାଗଡ଼ ରେଳ ଓଭର୍‌ ବ୍ରିଜ୍‌ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେବ ଆସନ୍ତା କାଲି

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆସନ୍ତା କାଲି ଅପରାହ୍ନରେ ବହୁ ପ୍ରତୀକ୍ଷିତ ଟିଟିଲାଗଡ଼ ରେଳ ଓଭର୍‌ ବ୍ରିଜ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହେବ ବୋଲି ସୂଚନା ମିଳିଛି । ଦୀର୍ଘ ବର୍ଷ ଧରି ରେଳ ଓଭର୍‌ ବ୍ରିଜ୍‌ ପାଇଁ ଟିଟିଲାଗଡ଼ବାସୀ ଦାବୀ କରି ଆସୁଥିବା ବେଳେ
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉପକୁଲପତିଙ୍କ ବିରୋଧରେ ତାତିଲା ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉପକୁଳପତି ସଞ୍ଜୀବ ମିତ୍ତଲଙ୍କ ବିରୋଧରେ ପାଞ୍ଚ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଛାତ୍ର କଂଗ୍ରେସର କହିବା ଅନୁଯାୟୀ ତାଙ୍କର
Read More...

ଗ୍ରାମବାସୀଙ୍କ ସ୍ୱପ୍ନ ପୂରଣ କଲେ ଦୀପା : ଗାଁରେ ହେବ ସୌର ପାନୀୟ ଜଳ ପ୍ରକଳ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମ ହେଉଛି ଏକ ବଡ଼ ଗାଁ । ଏଠାରେ ୨୦୧୧ ଜନଗଣନା ଅନୁଯାୟୀ ୨୪୦୦ ଜଣ ବସବାସ କରନ୍ତି । ୫ ୱାର୍ଡ ବିଶିଷ୍ଟ ଏହି ଗ୍ରାମରେ ଏପର୍ୟ୍ୟନ୍ତ କୋୖଣସି ସୌର ପାନୀୟ ଜଳ ପ୍ରକଳ୍ପ ନାହିଁ । ଗାଁରେ ବସୁଧା ଯୋଜନାରେ ଜଳଯୋଗାଣ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬, ବଲାଙ୍ଗିର ପୌରାଂଚଳରୁ ୭ ଓ ଟିଟିଲାଗଡ଼ ପୌରାଂଚଳରୁ ୯ : ଏବେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୭ ଓ ଟିଟିଲାଗଡ଼ ପୌରାଂଚଳରୁ ୯ ଜଣ ଚିହ୍ନଟ ହୋଇଥିବା ତଥା ଏବେ ଜିଲ୍ଲାରେ ୧୩୭ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ସରକାରୀ ସୂତ୍ରରେ
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାରେ ଜୁନିିିଅର ରେଡକ୍ର୍‌ସ ତରଫରୁ ବିଶ୍ୱ ସ୍ଥାସ୍ଥ୍ୟ ଦିବସ ପାଳିତ ହାଇଯାଇଛି । ମୁଖ୍ୟଅତିଥି ଭାବରେ ପ୍ରଧାନ ଶିିକ୍ଷକ ବସନ୍ତ କୁମାର ହୋତା ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ପାଳନ କରିବା
Read More...

‘ନବୀନ’ର ତ୍ରୟୋବିଂଶ ବିଷୁବ ମିଳନରେ ୫ ପ୍ରତିଭାଧର ସମ୍ମାନିତ ହେବେ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ନବୀନ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ତ୍ରୟୋବିଂଶ ବିଷୁବ ମିଳନ ଅବସରରେ ୫ ଜଣ ପ୍ରତିଭାଧରଙ୍କୁ ସମ୍ମାନିତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏ ସମ୍ପର୍କରେ ଏକ ଚୟନ
Read More...

ଡେଙ୍ଗ ହାଇସ୍କୁଲ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଡେଙ୍ଗ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ତରଫରୁ କଲୋନୀପଡା ଓ ବିଦ୍ୟାଳୟ ପରିସରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଉଇଛି । ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶଙ୍କ
Read More...

ଗୁଣ ସାଗର ମାଝୀ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଭାବେ ମନୋନୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଲୋକଙ୍କ ସୁଖର ଦୁଃଖର ସାଥୀ ଓ ଜନ ସାଧାରଣଙ୍କ ସମର୍ଥନ କ୍ରମେ ପୁଣି ଥରେ ସଇଁନ୍ତଲା ବ୍ଳକ କଂଗ୍ରେସ ଦଳର ସଭାପତି ଭାବରେ ଗୁଣ ସାଗର ମାଝୀ ମନୋନୀତ ହୋଇଥିବା ବେଳେ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ମଧ୍ୟ ଦେଖିବାକୁ
Read More...