Monthly Archives

April 2021

କର୍କଟ ରୋଗୀଙ୍କୁ ଚିକିତ୍ସା ସହାୟତା ଦେଲା ଲୋଇସିଂହା ମାହେ‌ଶ୍ୱରୀ ସଂଗଠନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଳକ ବୁରୋଭାଡି ଗାଁର ଶୁକ୍ର୍ରୁ ପ୍ରଧାନ(୪୫) ଦୁରାରୋଗ୍ୟ କର୍କଟ ବ୍ୟାଧିରେ ପୀଡିତ ଥିଲେ । ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା କରି ନ ପାରି ଘରେ ପଡି ରହିଥିଲେ । ଶୁକ୍ରୁଙ୍କ ବିଷୟରେ ଖବର ପାଇ ଲୋଇସିଂହା ମାହେ‌ଶ୍ୱରୀ ସଂଗଠନ ତାଙ୍କ
Read More...

ଅଜ୍ଞାତ ବ୍ୟକ୍ତିର ଛୁରା ମାଡ଼ରେ ବାପା ପୁଅ ଆହତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସନ୍ଧ୍ୟା ୬ଟା ସମୟରେ ଟିଟିଲାଗଡ କଲେଜ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ଘରକୁ ପଶି ଏକ ଦୁର୍ବୃତ୍ତ ଗୋଟିଏ ପରିବାର ଉପରେ ଅତର୍କିତ ଆକ୍ରମଣ କରିଛି । ଟିଟିଲାଗଡ ଡି ଏ ଭି କଲେଜ ଛକ ନିକଟରେ ରହୁଥିବା ଧରଣୀଧର ବେହେରା ନାମକ ଏକ ଶିକ୍ଷକଙ୍କ ଘରକୁ ପଶି ତାଙ୍କ
Read More...

ଆଜିଠୁ ରାୟପୁର ଲକ୍‌ଡାଉନ : ଜିଲ୍ଲାରୁ ଅତ୍ୟାବଶ୍ୟକ ସାମଗ୍ରୀ ଉଭାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ସମେତ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳର ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରୁ ରାୟପୁର ବଜାରରୁ ଆସୁଥିବା ସାମଗ୍ରୀ ଆଜି ସଂଧ୍ୟାରୁ ଉଭାନ ହୋଇଗଲାଣି । ଅପରପକ୍ଷରେ ଲୋକେ ଦର ବୃଦ୍ଧି ଭୟରେ ବିଶେଷ କରି ତେଜରାତି ସାମଗ୍ରୀ କିଣି ନେଉଥିବା
Read More...

ବରଗଡରେ ସରକାରୀ କୋଭିଡ଼ ହସ୍ପିଟାଲ ଖୋଲିବା ଦାବୀରେ ଧାରଣା

ବରଗଡ଼, (ନିରୋଜ କୁମାର ପାଣୀ) : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବରଗଡ଼ରେ ବଢ଼ି ଚାଲିଥିବା ବେଳେ ଗତକାଲି ୮୪ଟି କେସ୍ ସାମ୍ନାକୁ ଆସିଥିଲା । ହେଲେ ସରକାରୀ କୋଭିଡ଼ ହସ୍ପିଟାଲ ବନ୍ଦ ହୋଇଥିବାରୁ ରୋଗୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି । ବାଧ୍ୟ ହୋଇ ପ୍ରାଇଭେଟ ହସ୍ପିଟାଲକୁ ଯାଇ
Read More...

ଜଗଦଲପୁର ପୋଲିସ ତରଫରୁ କରୋନା ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ପ୍ରଶାସନ ଓ ବରଗଡ଼ ଏସ ପି ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବାର୍ଳାଙ୍କ ତତ୍ତ୍ୱାବଧାନରେ ଧଉରାଭଟା ଛକ ଲଉଡିଦରହା ଛକ, ନିଲଜିପତ୍ରା ଛକ ପ୍ରଭୃତି ସ୍ଥାନରେ ଦୋକାନ ବଜାର ଖୋଲିବା ଉପରେ
Read More...

ସ୍ମାଇଲ୍‌ ଫର୍‌ ଅଲ୍‌ ଫାଉଣ୍ଡେସନ୍‌ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ : ସଂଗୃହିତ ହେଲା ୨୦ ୟୁନିଟ୍‌ ରକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ବ୍ଲଡ ବ୍ୟାଙ୍କ ଠାରେ ଆଜି ସ୍ମାଇଲ୍‌ ଫର୍‌ ଅଲ୍‌ ପାଉଣ୍ଡେସନ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଲୋଟସ ଷଡଙ୍ଗୀ, ଗୋପାଜୀ ପାଣିଗ୍ରାହୀ ଏବଂ ଟୁନା ମିଶ୍ର ଯୋଗଦାନ କରିଥିବା ବେଳେ ଏହି ରକ୍ତଦାନ ଶିବରରେ
Read More...

ରକ୍ତ ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ବାଲ ଗୋପାଳ ଫୁଡ ପ୍ରଡକ୍ଟ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବାଲ ଗୋପାଳ ଫୁଡ ପ୍ରଡକ୍ଟ ପ୍ରା:ଲିଃ ଠାରେ ରକ୍ତ ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ବାଲ ଗୋପାଳ ଫୁଡ ପ୍ରଡକ୍ଟ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁ‌ଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ
Read More...

ଜନସଚେତନତା ପାଇଁ ପଦକ୍ଷେପ ନେଲା ଭେଡେନ‌ ପୋଲିସ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ଥାନାର ଆଇଆଇସି ହେମନ୍ତ ରାଓ ସବ୍‌ ଇନିସ୍ପେକଟର ମନୋଜ ପ୍ରଧାନ ଓ ଷ୍ଟାଫ୍ ମାନଙ୍କ ସହିତ ଭେଡେନ ଥାନା ବିଭିନ୍ନ ଅଂଚଳ ପେଟ୍ରୋଲିଂ କରି କରୋନାର ଦ୍ଵିତୀୟ ପର୍ୟ୍ୟାୟ ସରକାରୀ ନିୟମ ମାନିବାକୁ ଜନସାଧାରଣଙ୍କୁ ସଚେତନତ କରାଇଛନ୍ତି । ମାକ୍ସ
Read More...

ନୃଶଂସ ଘଟଣା : ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ସ୍ୱାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ମହିଳାଙ୍କୁ ଦୁଷ୍ମର୍ମ ଉଦ୍ୟମ ବେଳେ ପ୍ରତିବାଦ କରିବାରୁ ସ୍ୱାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯିବା ଭଳି ଏକ ନୃଶଂସ ଘଟଣା ସାମ୍‌ନାକୁ ଆସିଛି । ସୂଚନା ଅନୁସାରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମ୍‌ଟୁଲା ଗ୍ରାମରେ ହୃଷିକେଶ ସାହୁ ନାମକ ଜଣେ
Read More...

ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ : ଦୁଇ ଆହତ ବ୍ୟକ୍ତି ମେଡିକାଲରେ ଭ‌ର୍ତ୍ତି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଳକର ମହାଶିଙ୍ଘି ଗ୍ରାମ ୫୯ନଂ ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ଏକ ସ୍କୁଟି ଦୃତଗତିରେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି ।
Read More...