Monthly Archives

April 2021

ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ସହ ହାଇଜେନିକ୍‌ କିଟ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଜୁନିୟର ରେଡକ୍ରସ ତରଫରୁ କୋଭିଡ୍‌ -୧୯ ଗାଇଡଲାଇନ ଅନୁପାଳନ କରି ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ସହ ହାଇଜେନିକ୍‌ କିଟ୍‌, ମାକ୍ସ, ସାବୁନ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରାଯାଇଥିଲା । ଜିଲ୍ଲା
Read More...

ଜୟତରୁଣ ଯୁବକ ସଂଘର ପ୍ରଶଂସନୀୟ ସଫେଇ ଓ କରୋନା ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼ (ଗୋରେଖନାଥ ବରିହା) : ବର୍ତ୍ତମାନ ସାରା ବିଶ୍ବରେ କରୋନା ମହାମାରୀ ବିପତ୍ତି ମୁକାବିଲା ସମୟରେ କିପରି ସତର୍କତା ଅବଲମ୍ବନ କରିବା ସହ ପରିବେଶ ପ୍ରଦୂଷଣରୁ ରକ୍ଷା ପାଇବା, ଗାଁ ପରିବେଶକୁ ସଫାସୁତୁରା ରଖିବା, ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା ସାବୁନରେ ହାତ
Read More...

ଖଇର କାଠ ବୋଝେଇ ଗାଡି ଜବତ, ଜଣେ ଗିରଫ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଧଉରାଦାଦର ସଂରକ୍ଷିତ ଜଙ୍ଗଲରୁ ପ୍ରାୟ ୫୦ ଟନ ଖଇର କାଠ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ ଚଢ଼ାଉ କରି କାଠ ବୋଝେଇ ଏକ ୪୦୭ ଗାଡିକୁ ଜବତ କରିଛି । ଏଥିସହିତ ଏହି ଚୋରା ଚାଲାଣରେ ସମ୍ପୃକ୍ତ ଡୁଙ୍ଗୁରିପାଲି ଥାନା
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର କୋଭିଡ ହସ୍‌ପିଟାଲ୍‌ ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ ସାଧାରଣଙ୍କ ସୁବିଧା ଦୃଷ୍ଟିରୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର କୋଭିଡ ହସ୍‌ପିଟାଲ୍‌ ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି । ଡେଡ଼ିକେଟେଡ଼ କୋଭିଡ଼ ହସ୍‌ପିଟାଲ, କିସ୍‌ କାମ୍‌ପମ୍‌, ବଲାଙ୍ଗିରର ନମ୍ବର ହେଉଛି ୮୨୪୯୮୬୫୮୧୪ ଏବଂ
Read More...

କରୋନା ଟୀକା ନେବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ଯୁବ ସମାଜସେବୀ ନିତ୍ୟାନନ୍ଦ

ଦେଓଗାଁ, (ମନୀଷ କୁମାର ସାହୁ) : ଗ୍ରାମାଞ୍ଚଳର ଲୋକେ କରୋନା ଟୀକା ନେବାକୁ କହିଲେ ମନା କରି ଦେଉଛନ୍ତି, ଭ୍ରମରେ ପଡ଼ି ଅନେକ ଲୋକଙ୍କ ମନରେ ଖାଲି ଗୋଟିଏ କଥା ଉଠୁଛି କି ସେହି କରୋନା ଟୀକା ନେବା ପରେ ମୃତ୍ୟୁ ହେଇଯିବାର ଆଶଙ୍କା ଅଛି । ହେଲେ ଏହା ଏକ ଭୁଲ ଧାରଣ, ମଣିଷର ରୋଗ ପ୍ରତିଷେଧକ
Read More...

ହରଭଙ୍ଗା ପୁରୁଣାକଟକରେ ବନ ବିଭାଗ ଚଢ଼ଉ : ନବ ନିର୍ମିତ ଘରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗଣପତିନଗରରେ ବୁଧବାର ସକାଳେ ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରି ଗୋଟିଏ ଘରୁ ପାଖାପାଖି ସାଢେ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟବାନ କାଠ ଜବତ ହୋଇଛି । ସୂଚନା ମତେ ପୁରୁଣାକଟକର ଗଣପତିନଗର
Read More...

ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କଲା ବିଏମସି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସର ଏକାଧିକ ଆଇନଜୀବୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଆଜିଠୁ ୭ ଦିନ ପାଇଁ କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରିଛି । ଏହି ସମୟରେ ବିନା ଅନୁମତିରେ ବାହାର ଲୋକ
Read More...

ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ୮ଟି ରେଞ୍ଜରର ଗୋଛା କଟାଳୀ ଶ୍ରମିକମାନଙ୍କୁ ମିଳୁନି ପାରିଶ୍ରମିକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀ ବିପତ୍ତି ସମୟରେ ଲୋକେ ଦୁର୍ଦ୍ଧିନ ଭାବରେ ଜୀବନ ଅତିବାହିତ କରିବା ବେଳେ ସରକାର ଦିନ ମଜୁରିଆଙ୍କ ପାଇଁ ବିଭିନ୍ନ ଯୋଜନା କାମ ଯୋଗାଇ ଦେଉଥିବା ବେଳେ ଅନ୍ୟ ପଟେ କାମ କରି ଶ୍ରମିକମାନେ ପ୍ରାୟ ଦୁଇ ମାସ ଉର୍ଦ୍ଧ୍ବ
Read More...

ପିପିଇ କିଟ୍‌ ପରିଧାନ କରି କରୋନା ସେବା ଯୋଗାଇଲେ ସମାଜସେବୀ ପ୍ରତାପ ସାହୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ତାର କାୟାବିସ୍ତାର କରି ଚାଲିଛି । ଗତ ୨୦୨୦ ମସିହା ଫେବୃଆରୀ ମାସରେ ଦେଖା ଦେଉଥିବା କରୋନା ପ୍ରଥମ ଲହରୀର ଭୟ ଲୋକଙ୍କ ମନରୁ ଲିଭି ନଥିବା ବେଳେ କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା
Read More...

ଏବିଭିପି ତରଫରୁ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଧୁନିକ ଉତ୍କଳର ନିର୍ମାତା ଭାରତ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀରେ ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ମଧୁସୂଦନ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିବା ବେଳେ ଏଥିରେ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଅଭିଳାଷ ପଣ୍ଡା ରାଜ୍ୟ ସହ
Read More...