Monthly Archives

April 2021

ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ଜନନାୟକ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ଶ୍ରାଦ୍ଧାବାର୍ଷିକୀ । ୧୯୧୬ ମାର୍ଚ୍ଚ ୫ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିଲେ ବିଜୁ ପଟ୍ଟନାୟକ । ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ତାଙ୍କର ତୀରୋଧାନ ହୋଇଥିଲା
Read More...

ବୋଲରଙ୍କ ଉନ୍ନତ ପ୍ରଦର୍ଶନ ବଳରେ ପଞ୍ଜାବକୁ ୬ ଉଇକେଟରେ ହରାଇଲା ଚେନ୍ନାଇ

ମୁମ୍ବାଇ : ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଆଇପିଏଲ୍ ୨୦୨୧ର ୮ମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୬ ଓ୍ବିକେଟରେ ବିଜୟୀ ହୋଇଛି । ଏହା ସହିତ ଚେନ୍ନାଇ ପଏଣ୍ଟ ଟେବୁଲରେ ନିଜର ଖାତା ଖୋଲିଛି । ଆଜି ଚେନ୍ନାଇ ଟସ ଜିତି ପଂଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ
Read More...

ସହର୍‌ ଭିତ୍‌ରେ ମାନୁଛନ୍‌, ବାକି ସବୁ ଠାନେ ଛୁଚା ଭଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ଦିନୁ ଦିନ୍‌କେ ମୁନୁଷ୍‌ କେ ବାଏବିଛୋ କରିଦେଲା ବେଲ୍‌କେ ଖାଲି ସହର୍‌ ଭିତ୍‌ରେ ମାସ୍କ ପିନ୍ଧ୍‌ବାର୍‌ ଦେଖ୍‌ବାର୍‌ କେ ମିଲୁଛେ । ସର୍‌କାର୍‌ ଆର୍‌ ଜିଲ୍ଲା ପ୍ରଶାସନ୍‌ ଆଡ଼ୁ ମାସ୍କ ପିନ୍ଧ୍‌ବାର ନିହାତି ପକ୍ଷେ ଜରୁରୀ ବଲି ଯେତେ ସଚେତନ୍‌
Read More...

କ୍ରମାଗତ ଦ୍ୱିତୀୟ ଦିନ ଭାରତରେ କୋଭିଡ -୧୯ର ଦୁଇ ଲକ୍ଷରୁ ଅଧିକ ନୂଆ ମାମଲା : କେନ୍ଦ୍ର ସରକାର ଟୀକା ଉତ୍ପାଦନ ବୃଦ୍ଧି…

ନୂଆଦିଲ୍ଲୀ : ଲଗାତାର ଦ୍ୱିତୀୟ ଦିନ ଭାରତରେ କୋଭିଡ -୧୯ର ଦୁଇ ଲକ୍ଷରୁ ଅଧିକ ନୂଆ ମାମଲା ରିପୋର୍ଟ ହୋଇଛି ଏବଂ ଏହି ସମୟରେ କେନ୍ଦ୍ର ସରକାର ଶୁକ୍ରବାର ଦିନ ଦେଶୀ ଟିକା 'କୋଭାକ୍ସାଇନ୍' ଉତ୍ପାଦନକୁ ଦଶ ଗୁଣ ବୃଦ୍ଧି କରିଛନ୍ତି । ସେପ୍ଟେମ୍ବର ସୁଦ୍ଧା ଏହାର ମାତ୍ରା ଆଣ୍ଟିଭାଇରାଲ୍ ଔଷଧ
Read More...

ରାଜ୍ୟରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୪

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୨୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୨୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା
Read More...

ୟୁପି ଏବଂ ଛତିଶଗଡକୁ କେନ୍ଦ୍ର ସରକାର‌ଙ୍କ ଆଦେଶ, କରୋନା ଲକ୍ଷଣ ଥିବା ରୋଗୀଙ୍କୁ ଘରକୁ ଘର ଟ୍ରାକିଂ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶୁକ୍ରବାର ଦିନ ଉତ୍ତରପ୍ରଦେଶ ଏବଂ ଛତିଶଗଡ ସରକାରଙ୍କୁ ବ୍ୟାପକ କରୋନା ଭୂତାଣୁ ସଂକ୍ରମଣ ମାମଲା ଉପରେ ନଜର ରଖିବାକୁ କହିଛନ୍ତି । କହିଛନ୍ତି ଯେ, ମହାରାଷ୍ଟ୍ର ବ୍ୟତୀତ ଏହି ଦୁଇ ରାଜ୍ୟରେ ଗତ କିଛି ସପ୍ତାହ ମଧ୍ୟରେ ନୂତନ ସଂକ୍ରମଣ କ୍ଷେତ୍ରରେ ତୀବ୍ର ବୃଦ୍ଧି
Read More...

ଶନିବାର ଆର୍‌ ରଏବାର ସଟ୍‌ ଡାଉନ୍‌, ସଭେ ମାନିକରି ଚଲୁନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ସବୁଆଡେ଼ ଚାପି ଯଉଛେ କରେନା । ଏନ୍‌ତା ଅବସ୍ଥା କେ ଦେଖିକରି ରାଜ୍ୟ ସରକାର ବଲାଙ୍ଗିର ସାଙ୍ଗେ ୧୦ ଜିଲ୍ଲା ନେ ଶନିବାର ଆର୍‌ ରଏବାର୍‌ ସଟ୍‌ ଡାଉନ୍‌ ଘୋଷଣା କରିଛନ୍‌ । ସଭେ ଇଟାକେ ମାନିକରି ଚଲ୍‌ବାର୍‌ ଲାଗି ବି ସରକାର ନିଘା ରଖିଛନ୍‌ । ଇତାର୍‌ ସାଙ୍ଗେ
Read More...

ସରକାରଙ୍କ ଉଦାସୀନତା ଯୋଗୁ ଆସିକାର ଚିନି ଶିଳ୍ପର ଭବିଷ୍ୟତ ଅନ୍ଧକାରମୟ : କାରଖାନାର ଯନ୍ତ୍ରାଂଶରେ ମଧ୍ୟ କଳଙ୍କି…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମଗ୍ର ଏସିଆ ମହାଦେଶରେ ସର୍ବପୁରାତନ ବୃହତ୍ତମ ଆସିକା ଚିନି ଶିଳ୍ପ ଏବେ ଅବ୍ୟବସ୍ଥା ଘେରରେ ରହିଛି । ଆସିକାରେ ଚିନି ଶିଳ୍ପ ପ୍ରତିଷ୍ଠା ହେବା ଦିନଠୁ ପରୋକ୍ଷ ହେଉ ବା ପ୍ରତ୍ୟକ୍ଷ ଭାବରେ ହଜାର ହଜାର ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଉଥିଲା । ଏହା
Read More...

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଆଜି ପଂଚମ ପର୍ୟ୍ୟାୟ ମତଦାନ : ୪୫ଟି ଆସନରେ ଚାଲିଛି ମତଦାନ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଜି ପଂଚମ ପର୍ୟ୍ୟାୟ ମତଦାନ ଜାରି ରହିଛି । ଏହି ପର୍ୟ୍ୟାୟରେ ମୋଟ୍ ୪୫ଟି ଆସନ ପାଇଁ ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । କଡା ସୁରକ୍ଷା ମଧ୍ୟରେ ମତଦାନ ଚାଲିଥିବା ବେଳେ ଭାରତୀୟ ନିର୍ବାଚନ କମିଶନ କରୋନା କଟକଣାକୁ କଡାକଡି ପାଳନ
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଜଳ ଛତ୍ର ପ୍ରକଳ୍ପର ଶୁଭାରମ୍ଭ

ବରଗଡ଼, (ନିରୋଜ କୁମାର ପାଣୀ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ମେହେର ମୋବାଇଲ୍ ତରଫରୁ ଆଜି ପୋଡବାଡି ଛକ ଠାରେ ଜଳଛତ୍ରର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେରେ ମୁଖ୍ୟଅତିଥି ଭାବେ ଗୋଡଭଗା ଫାଣ୍ଡି ଅଧିକାରୀ ବାଲୁକେଶ୍ପର ନାଏକ, ସମ୍ମାନିତ ଅତିଥିଭାବେ
Read More...