Monthly Archives

April 2021

ବନବିଭାଗ ଦ୍ୱାରା ୧୦ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସଗଡ଼ିଆ ସାହିରୁ ୧୦ଫୁଟ ଲମ୍ବର ଗୋଟିଏ ଅହିରାଜ ସାପ ଉଦ୍ଧାର କରିଛି କୋଟଗଡ଼ ବନବିଭାଗ । ସୂଚନାନୁସାରେ କୋଟଗଡ଼ ବତାଗୁଡ଼ା ନିକଟ ସଗଡ଼ିଆ ସାହିର କିଛି ଲୋକ ଏକ ୧୦ ଫୁଟରୁ ଉର୍ଦ୍ଧ୍ବ
Read More...

ବିଷାକ୍ତ ସାପ କାମୁଡାରେ ୬୦ ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମ ପଞ୍ଚାୟତର ଦଳୁଆସାହିରେ ବିଷଧର ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମ
Read More...

ଦେଓଗାଁ ବ୍ଲକ ସାହିତ୍ୟ ଘରର ପ୍ରତିଷ୍ଠାତା ସଭ୍ୟ ହେମସାଗର ପଧାନଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ୨ଟା ସମୟରେ ଦେଓଗାଁ ବ୍ଳକ ସାହିତ୍ୟ ଘରର ପ୍ରତିଷ୍ଠାତା ସଭ୍ୟ ତଥା ସାଲେପାଲି ଗାଁର ଅବସର ପ୍ରାପ୍ତ ଶିକ୍ଷକ, ଆକାଶବାଣୀ ଗିତୀକାର ହେମସାଗର ପଧାନଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳେ ତାଙ୍କ ଏକ ମାତ୍ର ପୁଅ ନେତ୍ରାନନ୍ଦ ପଧାନ ଓ ୬ ଝିଅ
Read More...

ଦିନବନ୍ଧୁ ମିଶ୍ରଙ୍କର ଆତ୍ମାହୁତିର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

ସମ୍ବଲପୁର : ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହୁତି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦାବୀ କରିଛି । ଏଥିସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛି । ସେହିପରି ଏହି କର୍ମଚାରୀ ଜଣକ ୨୭ ବର୍ଷ
Read More...

କରୋନାରେ ଚାଲିଗଲେ କଂଗ୍ରେସ ବିଧାୟକ କଳାବତୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ଜୋବାଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ କଳାବତୀ ଭୂରିୟାଙ୍କ (୪୭) ପରଲୋକ ହୋଇଯାଇଛି । ସେ କରୋନାରେ ସଂକ୍ରମଣ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
Read More...

ଲେଖିକା ଜ୍ୟୋତ୍ସ୍ନରାଣୀ ସ୍ୱାଇଁଙ୍କ ପରଲୋକରେ ବିଭିନ୍ନ ବ୍ୟକ୍ତିଙ୍କ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁରର ବିଶିଷ୍ଟ ଲେଖିକା ଜ୍ୟୋତ୍ସ୍ନରାଣୀ ସ୍ୱାଇଁ (୬୫)ଙ୍କ ଶନିବାର ଭୋରରେ ଗେଟବଜାର ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା ଅସୁସ୍ଥ ଥିଲେ । କୋଭିଡ଼-୧୯ ନିୟମ ଅନୁପାଳନ ପୂର୍ବକ ସୀମିତ ବ୍ୟକ୍ତିଙ୍କ ଉପସ୍ଥିତିରେ ଗେଟବଜାର
Read More...

ଆଦର୍ଶ ଶିକ୍ଷକ ଶଶିକାନ୍ତ ମୁନାଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଳକ ବାଘମୁଣ୍ଡ ପଞ୍ଚାୟତ ବାଘମୁଣ୍ଡ ଗ୍ରାମର ଆଦର୍ଶ ଶିକ୍ଷକ ଶଶିକାନ୍ତ ମୁନାଙ୍କ ଆଜି ଘସିଏନ ହସ୍ପିଟାଲରେ ଦେହାନ୍ତ ହୋଇଥିବା ସୁଚନା ମିଳିଛି । ସୁଚନା ଅନୁସାରେ ସ୍ଵର୍ଗତ ଶଶିକାନ୍ତ ମୁନା ଆଜି ସକାଳେ ଘରେ ବେହୋସ୍ ହୋଇ ପଡ଼ି ଯାଇଥଲେ । ତାଙ୍କୁ
Read More...

ପାଇକମାଲ ସାଂସଦ ପ୍ରତିନିଧି ବଲରାମ ସାହୁଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ସାଂସଦ ପ୍ରତିନିଧି ବଲରାମ ସାହୁଙ୍କ ମାତା ଗୁଆଲେନ ସାହୁଙ୍କ ତାଙ୍କ କେନାବୁଦା ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ୯୩ ବର୍ଷ ବୟସ ହେଉଥିଲା । ସେ ଜଣେ ଧର୍ମ ପରାୟଣ ମହିଳା ଭାବରେ ଗାଁରେ ବେଶ ପରିଚିତ ଥିଲେ ।
Read More...

ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା : ସୋନପୁର ଆଇଟିଆଇ ଠାରେ କାର୍ୟ୍ୟକ୍ଷମ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟରେ ବର୍ତମାନ କରୋନାର ଦ୍ଵିତୀୟ ଲହର କ୍ରମଶଃ ବୃଦ୍ଧି ହେଉଥିବାର ପରିଲକ୍ଷିତ ହେଉଛି । ସର୍ବସାଧାରଣଙ୍କ ଧନଜୀବନ ତଥା ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବହୁବିଧ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହ କରୋନା ସଂକ୍ରମିତ ରୋଗୀଙ୍କ
Read More...

ବି‌ଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ

ଭୁବନେ‌ଶ୍ୱର : ପିପିଲି ଉପନିର୍ବାଚନ ପାଇଁ ଅଜିତଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ଗତ ୧୪ ତାରିଖରେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ମୃତ୍ୟୁ ଘଟିବା ପରେ ନୂଆ ପ୍ରାର୍ଥୀ ଘୋଷଣା କରିଛି ଦଳ । ବି‌ଶ୍ୱକେଶନ ହରିଚନ୍ଦନ ମହାପାତ୍ର ପିପିଲି କଂଗ୍ରେସ
Read More...