ବଲାଙ୍ଗିରରେ ଏପ୍ରିଲ ୧କୁ କଳା ଦିବସ ଭାବେ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୋସଲ ରାଜ୍ୟ ସମନ୍ୱୟ ସମିତି, ବଲାଙ୍ଗିର ଶାଖା ତରଫରୁ କଳାଦିନ ରୂପେ ଆଜି ଦିନକୁ ଜୋରଦାର ରୂପେ ପାଳନ କରାଯାଇଛି । ଏଥିରେ ବଲାଙ୍ଗିରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ସଭ୍ୟମାନେ ଯୋଗ ଦେଇଥିଲେ । ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ରାଜ୍ୟ!-->…
Read More...
Read More...