Monthly Archives

April 2021

ଆଂଚଳିକ ପରିବହନ ବିଭାଗର କେତୋଟି ସେବା ବନ୍ଦ ରଖାଯିବ : କୋଭିଡ ପରିଚାଳନା କେନ୍ଦ୍ରରେ ବିଦ୍ୟୁତ ସରବରାହ ବନ୍ଦ ନ…

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ କିଛିଦିନ ମଧ୍ୟରେ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ସ୍ଥିତିକୁ ଲକ୍ଷ୍ୟ ରଖି ଜିଲ୍ଲାର ଅନେକ ବୁଦ୍ଧିଜୀବୀ ଲକ୍‌ଡାଉନ୍‌ ସପକ୍ଷରେ ସୋସିଆଲ୍‌ ମିଡ଼ିଆରେ ନିଜ ନିଜ ମତ ରଖିଛନ୍ତି । ଅନେକ ବ୍ୟବସାୟିକ ସଂଘ ଦୋକାନ ବଜାର ବନ୍ଦ ରଖିବାକୁ ସ୍ୱତଃପ୍ରବୃତ୍ତ
Read More...

ରାଜ୍ୟରେ ଟେଲିମେଡିସିନ୍ ଚିକିତ୍ସା ଚାଲିଛି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଟେଲିମେଡିସିନ୍ ଜରିଆରେ ଚିକିତ୍ସା ସେବା ପରିଚାଳନା କରାଯାଉଛି । ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ୍ ହସ୍ପିଟାଲ୍, ଆଇଜିଏଚ୍ ରାଉରକେଲା ଏବଂ ନୂତନ ୪ଟି ମେଡିକାଲ୍ କଲେଜରେ ସକାଳ ୮ଟାରୁ ଅପରାହ୍ନ ୫ଟା ଏବଂ କଟକ, ବ୍ରହ୍ମପୁର ଓ ବୁର୍ଲା
Read More...

କରୋନାରେ ଚାଲିଗଲେ ଯାତ୍ରା ଅଭିନେତ୍ରୀ ତୃପ୍ତି

ବାଲେଶ୍ଵର : ଦେଶରେ କରୋନା ସଂକ୍ରମଣ ବଢୁଥିବା ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ତେବେ କରେନାରେ ଆକ୍ରାନ୍ତ ହୋଇ ଗତକାଲି ସନ୍ଧ୍ୟାରେ ପ୍ରାଣ ହରାଇଛନ୍ତି ଲୋକ ପ୍ରିୟ ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡା । ସେ କରୋନାରେ ଆକ୍ରାନ୍ତ ହୋଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ
Read More...

ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମ ବିଭୂଷଣ ମନୋଜ ଦାସ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡିଆ ସାହିତ୍ୟର ମଉଡମଣି କୁହାଯାଉଥିବା ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମ ବିଭୂଷଣ ମନୋଜ ଦାସଙ୍କ ପରଲୋକ ଘଟିଛି । ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି ବୋଲି ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ସେ
Read More...

ପୁଣି ଏକ ରୋମାଞ୍ଚକର ମ୍ୟାଚ୍ : ଦିଲ୍ଲୀକୁ ୧ରନରେ ହରାଇ ପୁଣି ଶୀର୍ଷ ସ୍ଥାନରେ ବାଙ୍ଗାଲୋର

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲ ୨୦୨୧ର ଏକ ରୋମାଞ୍ଚକର ମ୍ୟାଚରେ ବାଙ୍ଗାଲୋର ଦିଲ୍ଲୀକୁ ୧ରନରେ ପରାସ୍ତ କରିଛି । କଡ଼ା ପ୍ରତିଦ୍ୱନ୍ଦିତା ମୂଳକ ଏହି ମ୍ୟାଚର ଶେଷ ବଲରେ ହିଁ ବିଜେତା ନିର୍ଣ୍ଣୟ ହୋଇଥିଲା । ଆଜି ଦିଲ୍ଲୀ ଟସ ଜିତି ବାଙ୍ଗାଲୋରକୁ
Read More...

କରୋନାର ବିଭତ୍ସ ତାଣ୍ଡବ : ଗୋଟିଏ ଦିନରେ ୩୨୮୫ ମୃତ୍ୟୁ ସଂଖ୍ୟା, ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୨ ହଜାର ୭୮୭

ନୂଆଦିଲ୍ଲୀ : ଦେଶରେ କରୋନାର ବିଭତ୍ସ ତାଣ୍ଡବ ସ୍ଥିତି ଅସଂଭାଳ ହେବା ଯୋଗୁଁ ଲୋକେ ଆତଙ୍କିତ ହେବାର ଦେଖାଦେଇଛି । କରୋନାର ଦ୍ୱିତୀୟ ଲହର ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ଲଗାତାର ୭ ଦିନ ଧରି ଦେଶରେ ଚିହ୍ନଟ ହେଉଥିବା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଉପରେ ରହିଛି । ଗତ୨୪
Read More...

ଆସାମର ଉତ୍ତର-ପୂର୍ବରେ ଭୂକମ୍ପ : ୬.୪ ତୀବ୍ରତା ଅନୁଭୂତ

ସୋନିତପୁର : ବୁଧବାର ସକାଳେ ଆସାମର ସୋନିତପୁରରେ ହୋଇଥିବା ଭୂକମ୍ପରେ ତୀବ୍ର କମ୍ପନ ଘଟିଛି । ସକାଳ ୭. ୫୧ରେ ଏହି ଭୂକମ୍ପ ଘଟିଥିଲା । ରିକ୍‌ଟର୍‌ ସ୍କେଲରେ ହୋଇଥିବା ଭୂକମ୍ପର ମାତ୍ରା ୬.୪ ଥିଲା, ଯାହା ଉତ୍ତର-ପୂର୍ବ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ଆସାମ ମୁଖ୍ୟମନ୍ତ୍ରୀ
Read More...

ବୌଦ୍ଧର କିଛି ଅଞ୍ଚଳରେ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ୍‌

ବୌଦ୍ଧ, (ମମତା ମହାକୁର) : ବହୁ ସଂଖ୍ୟାରେ କରୋନା ପଜିଟିଭ ମାମଲା ଆସିବା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ଓ ହରଭଙ୍ଗା ବ୍ଲକର କିଛି ସ୍ଥାନ ସମେତ ବୌଦ୍ଧ ଏନଏସିର ବିଭିନ୍ନ ଅଞ୍ଚଳକୁ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ବୌଦ୍ଧ ଜିଲ୍ଲା ବଢିଗାଁ ଗ୍ରାମ
Read More...

କେନ୍ଦୁପତ୍ର ତୋଳାଳୀ କାର୍ଡ ନଥିବାରୁ ବହୁ ଗରିବ ତୋଳାଳୀ ଯୋଜନାରୁ ବଞ୍ଚିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରମୁଖ ଅର୍ଥକାରୀ ଫସଲ ସବୁଜ ହୀରା ଭାବରେ ପରିଗଣିତ କେନ୍ଦୁପତ୍ର । ବିଶେଷ କରି ଗରିବ ଆଦିବାସୀ, ଦିମଜୁରିଆ ଲୋକଙ୍କ ଗୁଜରାଣ୍ଟ ମେଣ୍ଟାଉଥିବା କେନ୍ଦୁପତ୍ର ଏକ ପ୍ରକାର ରାହା ଯୋଗାଇ ଥାଏ । ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ
Read More...

ପାଣି ପାଇଁ ହନ୍ତସନ୍ତ ଜଲପାଙ୍କେଲ ଗ୍ରାମର କଲେଜ ଛକ ପଡ଼ାବାସୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ୍ ଗ୍ରାମର କଲେଜ ଛକ ପଡାରେ ୫୦ରୁ ଅଧିକ ପରିବାର ବାସ କରୁଛନ୍ତି । ମୁଖ୍ୟ ରାସ୍ତା କଡ଼ରେ ଏକ ନଳକୂପ ଅଛି । ନଳକୂପଟି ୭ ମାସ ହେଲା ଅଚଳ ହୋଇ ପଡ଼ିଛି । ଗ୍ରାମରେ ବସୁଧା ଯୋଜନା କାର୍ୟ୍ୟକାରୀ ହେଉଛି ।
Read More...