Daily Archives

କରୋନାରେ ଲାଞ୍ଜିଗଡ଼ର ଜଣେ ଯୁବକଙ୍କ ମୃତ୍ୟୁ : ସହରକୁ ସଟଡାଉନ୍ କରିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ

୩ଦିନ ଦୋକାନ ବଜାର ବନ୍ଦ ରଖିବା ପାଇଁ ଲାଞ୍ଜିଗଡ ବଣିକ ସଂଘର ନିଷ୍ପତ୍ତିକଳାହାଣ୍ଡି, (ପି. କେ. ସାହୁ) : କରୋନାରେ ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ଲାଞ୍ଜିଗଡ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଏନେଇ ଗୁରୁବାର ସନ୍ଧ୍ୟାରେ ଲାଞ୍ଜିଗଡ ହାଇସ୍କୁଲ ପଡିଆ ଠାରେ ଲାଞ୍ଜିଗଡର
Read More...

ଆଦିବାସୀ ନେତା ବ୍ରଜ କିଶୋର ସିଂଭୋଇଙ୍କ ବିୟୋଗରେ ଶୋକସଭା

କଂଟାବାଂଜି, (ମନିଶ କୁମାର ହଂସ) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ବ୍ରଜ କିଶୋର ସିଂଭୋଇଙ୍କ ବିୟୋଗରେ ଶୁକ୍ରବାର ଦିନ ତୁରେକେଲା ଆଦିବାସୀ କଲ୍ୟାଣ ସଂଘଦ୍ୱାରା ଶୋକସଭା ପାଳନ କରାଯାଇଛି । ତୁରେକେଲା ଶାଖା ସଭାପତି ଚୌବନ କିଶୋର ମାଝିଙ୍କ ଦ୍ୱାରା ଆହୁତ ଶୋକସଭାରେ ତୁରେକେଲା ଅଂଚଳର
Read More...

ଅକ୍‌ସିଜେନ୍‌ ଅଭାବ ହେତୁ ଗଙ୍ଗାରାମ ଡାକ୍ତରଖାନାରେ ୨୫ ଜଣ ରୋଗୀ ମୃତ୍ୟୁ, ୬୦ ଜଣଙ୍କର ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀର ସର୍ ଗଙ୍ଗାରାମ ହସ୍ପିଟାଲରେ ଅକ୍‌ସିଜେନ୍‌ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, କମ୍ ଅକ୍‌ସିଜେନ୍‌ ଯୋଗୁଁ ୨୫ ଜଣ ଅତି ଅସୁସ୍ଥ ରୋଗୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ରହିଛି । ଏହି ସମୟରେ, ସର୍ ଗଙ୍ଗାରାମ
Read More...

କିସ୍‌ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କୁ ତୁରେକେଲା ଶାଖା ଆଦିବାସୀ କଲ୍ୟାଣ ସଂଘ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମର କିସ୍‌ ଭୁବନେଶ୍ୱରରେ ଅଧ୍ୟୟନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ୧୧ତମ ପର୍ଯ୍ୟାୟର ଶୁଖିଲା ଖାଦ୍ୟ ଶୁକ୍ରବାର ଦିନ କଂଟାବାଂଜିରେ ବଂଟନ କରାଯାଇଛି । କିସ୍‌ ଭୁବନେଶ୍ୱରରେ ବ୍ଲକର ୧୦୫ଟି ଛାତ୍ରୀଛାତ୍ର
Read More...

ଶ୍ମଶାନ ସ୍ଥଳକୁ ଛଡେ଼ଇ ନେଲା ସିଆର୍‌ପିଏଫ୍‌ କାର୍ଯ୍ୟାଳୟ : ଜନ ଅସନ୍ତୋଷ ବଢ଼ୁଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ା ନିକଟସ୍ଥ ଗୋଫାର୍ମ ପାଖରେ ରହିଥିବା ଶ୍ମଶାନ ସ୍ଥଳକୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ଛଡେ଼ଇ ନେବା ପରେ ଏବେ ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଅନୁସାରେ ଦୀର୍ଘ ୫୦ ବର୍ଷ ଧରି ଶାନ୍ତିପଡ଼ା,
Read More...

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

କଟକ, (ଚକ୍ରବର୍ତୀ ଓତା) : କଟକସଦର ତଥା ୪୨ମୌଜାସ୍ଥ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବର୍ଷିୟାନ ଗାନ୍ଧିବାଦୀ ନେତା, ସମାଜସେବୀ, ବାଗ୍ମୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୬ଷ୍ଠତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପଟଣାସ୍ଥିତ ଆନନ୍ଦ ନୃସିଂହ ସ୍ମୃତି ଭବନ ଠାରେ
Read More...

କୋଭିଡ୍‌ରେ ଆକ୍ରା‌ନ୍ତ ହୋଇ ଚାଲିଗଲେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ

ମୁମ୍ୱାଇ : ସୁପରହିଟ ରୋମାଣ୍ଟିକ ସଙ୍ଗିତ ଭେଟି ଦେଇଥିବା ସଙ୍ଗୀତ ନିର୍ଦ୍ଦେଶକ ନଦିମ-ଶ୍ରବଣ ଯୋଡ଼ି ମଧ୍ୟରୁ ଚାଲିଗଲେ ଶ୍ରବଣ । ମୃତ୍ୟୁ ବେଳକୁ ତା‌ଙ୍କୁ ୬୭ ବର୍ଷ ହେଉଥିବା ବେଳେ କୋଭିଡ୍‌ରେ ଆକ୍ରା‌ନ୍ତ ହୋଇ ସେ ମୁମ୍ବାଇର ରାହେଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଫୁସଫୁସରେ ପାଣି ଜମି
Read More...

ନର୍ଲା ବ୍ଳକରେ କରୋନା ପଜିଟିଭ ସଂଖ୍ୟା ୧୬୫କୁ ଛୁଇଁଲା : ସର୍ଗିଗୁଡା, ରୁପ୍ରା ଓ ଜାମ୍‌ପଦରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକରେ ପ୍ରତ୍ୟହ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବ୍ଲକର ନର୍ଲା, ରୁପ୍ରାରୋଡ, ରୁପ୍ରା ଓ ପଲମ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କୋଭିଡ ପରୀକ୍ଷଣ କରାଯାଉଛି । ନର୍ଲା ବ୍ଳକ ଅଞ୍ଚଳରେ ୩ଅଙ୍କରେ କରୋନା ପଜିଟିଭ
Read More...

ପୁଣି ମୁଣ୍ଡ ନେଲା କରୋନା : ସାହିତ୍ୟିକ ନରୋତ୍ତମ ସାହୁ ଆଉ ନାହାନ୍ତି

ପାଟଣାଗଡ଼, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବ. ସଂଗଠକ, ସାହିତ୍ୟିକ ନରୋତ୍ତମ ସାହୁ(୬୫) ଆଉ ନାହାନ୍ତି । ପାଟଣାଗଡ଼ ଅଂଚଳରେ ସେ ଜଣେ ବିଶେଷ ଜଣାଶୁଣା ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । କିଛି ଦିନ ହେଲା ସେ କରୋନା ସଂକ୍ରମିତ ହୋଇ ବୁର୍ଲା
Read More...

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ : କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମୁମ୍ବାଇ ଭାସାଇରରେ ଶୁକ୍ରବାର ଦିନ ବିଜୟ ବଲ୍ଲଭ ନାମକ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଏହି ଅଗ୍ନିକାଣ୍ଡରେ ପାଖାପାଖି ୧୩ ଜଣ ରୋଗୀଙ୍କ ମୃତ୍ୟୁ
Read More...