Daily Archives

ନାବାଳିକା ଶାଳୀକୁ ବାହା ହେବା ପାଇଁ ରସିକିଆ ଭିଣୋଇଁର ଜିଦି : ମନମୁଣ୍ଡା ଥାନାରେ ମାମଲା ରୁଜ୍ଜୁ, ଜ୍ୱାଇଁ ଓ ତାର ୩…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ମନମୁଣ୍ଡା ଥାନା ରକ୍ସା ଗ୍ରାମ ପଞ୍ଚାୟତ ଚଉଁରୀଆପଦର ଗ୍ରାମରେ ଗତ ପଣାସଂକ୍ରାନ୍ତି ଦିନ ଘଟିଥିବା ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ୧୪ ବର୍ଷୀୟ ଶାଳୀକୁ ବିବାହ କରିବାର ଜିଦ୍‌ ଧରି ଶଳାକୁ ଅପହରଣ କରି ନେଇ ଯାଉଥିବା ବେଳେ ଗ୍ରାମବାସୀ ଗୋଡାଇବା
Read More...

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ‌ଙ୍କ ଜେଲରୁ ବାହାରିବାର ରାସ୍ତା ସଫା : ଝାଡଖଣ୍ଡ ହାଇକୋର୍ଟରୁ ମିଳିଲା ଜାମିନ

ରାଞ୍ଚି : ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଚାରା ଘୋଟାଲା ଦୁର୍ନୀତି ମାମଲାରେ ରାଞ୍ଚି ହାଇକୋର୍ଟରୁ ଜାମିନ ପାଇଛନ୍ତି । ଏହା ସହିତ ତାଙ୍କ ଜେଲରୁ ବାହାରିବା ରାସ୍ତା ସଫା ହୋଇଯାଇଛି । ଲାଲୁ ପ୍ରସାଦ ଦୁମ୍‌କା ଟ୍ରେଜେରୀରୁ ହୋଇଥିବା ହେର୍‌ଫେର୍‌ ମାମଲାରେ ଜାମିନ ପାଇଥିଲେ ।
Read More...

ଟିଟିଲାଗଡ ସହରରେ ସପ୍ତାହନ୍ତ ସଟ୍‌ଡାଉନ୍‌ : ରା‌ସ୍ତାଘାଟ ଜନଶୂନ୍ୟ

ଟିଟିଲାଗଡ, (ଗୌରବ ଦର୍ଜୀ) : ମହାମାରୀ କରୋନାର ଭୟାବହତାକୁ ନେଇ ଆଜି ଠାରୁ ଛତିଶଗଡ ରାଜ୍ୟ ସୀମାନ୍ତ ଅଞ୍ଚଳକୁ ଲାଗି ରହିଥିବା ଅଞ୍ଚଳ ଗୁଡ଼ିକରେ ରାତ୍ରୀକାଳୀନ କର୍ଫ୍ୟୁ ସଂଧ୍ୟା ୬ ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ଜାରି କରାଯାଇଥିବା ବେଳେ ଆଜି ଠାରୁ ପ୍ରତି ଶନିବାର ଏବଂ ରବିବାର ଦୁଇ ଦିନ ଧରି
Read More...

ପ୍ରକୃତି ପ୍ରେମୀ ସମ୍ମାନରେ ସ‌ମ୍ମାନିତ ହେଲେ ହୃଷିକେଶ ପାଢ଼ୀ

ଡେଲାଙ୍ଗ : (ଦିଲ୍ଲୀପ କୁମାର ଧଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ଆଇନଜୀବୀ ତଥା ପରିବେଶବିତ ହୃଷିକେଶ ପାଢ଼ୀଙ୍କୁ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବ ସାରସ୍ୱତ ଉତ୍ସବ ଗଡ଼ମୋଟରୀ ଠାରେ ପୂର୍ବତନ ସୂଚନା କମିସନର ସମାଜସେବୀ ଜଗଦାନନ୍ଦ, ମହେନ୍ଦ୍ର ହରିଚନ୍ଦନ,
Read More...

ଢେକ୍‌ ପହର୍‌, ଉଠ୍‌ ବସ୍

ସାମ୍ବାଦିକ ବାବୁ ଉଠ୍‌ବସ୍‌, ଢେକ୍‌ପହର୍‌ । ଲେଖୁନ୍‌ ଲେଖୁନ୍‌ ନ୍ୟୁଜ୍‌ଟେ ଲେଖିଦେଲେ ଘର୍‌ ସାମ୍ନାର ଧାନ୍‌ ଦଲାଲ୍‌ ବିଷୋ ଥି । ନ୍ୟୁଜ୍‌ ବାହାରୁନ୍‌ ସାଏର୍‌ ସର୍‌କାରୀ ଲୋକ ମାଡ଼ି ବସ୍‌ଲେ । ବେନିଅମ୍‌ ଥି ଗଦା ହେଇଥିବାର୍‌ ଧାନ୍‌ ବି ଜବତ୍‌ କଲେ । ହେଲେ ସରକାରୀ ଲୋକ ଗଲା ଉତ୍‌ରୁ
Read More...

ଅବ୍ୟବସ୍ଥା ଘେରରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହର ଠାରୁ ୧୭ କିଲୋମିଟର ପାହାଡ଼ ପର୍ବତ ଘେରା ପାଦଦେଶରେ ବୁକୁରୁମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥିତ । ସମୟ ଥିଲା ଏଇ ଅଞ୍ଚଳରେ ରହି ଅନେକ ଡାକ୍ତର, ନର୍ସ, ଅନ୍ୟାନ୍ୟ କର୍ମଚାରୀ ମାନେ ଏଠାକାର ଅସହାୟ ଗରିବ ନିରିହ
Read More...

ଦେଓଗାଁ ବ୍ଲକରେ ଉତ୍କଟ ଜଳାଭାବ : ୮୦ ପ୍ରତିଶତ ନଳକୂପରୁ ବାହାରୁ ନାହିଁ ପାଣି, ଯୋଜନା କରି ଖୋଳା ଯାଇଛି ଲୁହା ନଳ,…

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ଖରାର ପ୍ରକୋପ ବଢ଼ି ଚାଲିଥିବା ବେଳେ ଜଳ ସ୍ତର ନିମ୍ନଗାମୀ ଯୋଗୁଁ ପ୍ରତ୍ୟେକ ଗାଁରେ ପାନୀୟ ଜଳ ସମସ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଅନ୍ୟ ପକ୍ଷରେ ଶୁଦ୍ଧ ପାନୀୟ ଜଳ ଠିକ ଭାବେ ଯୋଗାଣ ପାଇଁ ସରକାର ପ୍ରତି ପଞ୍ଚ‌ୀୟତକୁ ଦାୟିତ୍ବ ଦେଇଥିବାରୁ
Read More...

ବଲାଙ୍ଗିର ସହରରେ ସପ୍ତାହନ୍ତ ଲକଡାଉନ : ଚିନ୍ତାରେ ଖଟିଖିଆ, ଯାତ୍ରୀ ହନ୍ତସନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ନିୟମାନୁସାରେ ବଲାଙ୍ଗିର ଜିଲ୍ଲା ପ୍ରସାଶନ ତରଫରୁ ସପ୍ତାହନ୍ତ ଦୁଇ ଦିନ ଲକ୍‌ଡାଉନ ଘୋଷଣା କରାଯାଇଛି । ଲକଡାଉନ୍‌ ଯୋଗୁଁ ଦିନ ମଜୁରିଆ ଓ ଖଟିଖିଆ ଚିନ୍ତାରେ ଥିବା ବେଳେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖା ଯାଇଛି । ଲକ୍‌ଡାଉନ୍‌ରେ ସହରର ସମସ୍ତ
Read More...

୩୧୮୦ କିଲୋଗ୍ରାମ୍ ମହୁଲ ପୋଚ ସହ ୯୫ ଲିଟର ଦେଶୀ ମଦ ଜବତ

କେନ୍ଦୁଝର : ୩୧୮୦ କିଲୋଗ୍ରାମ୍ ମହୁଲ ପୋଚ ସହ ୯୫ ଲିଟର ଦେଶୀ ମଦ କେନ୍ଦୁଝର ଜିଲ୍ଲା ସେସୋ ଥାନା ଢେଙ୍କା ହାଟସାହିରୁ ଜବତ କରିଛି ଅବକାରୀ ବିଭାଗ ବୋଲି ସୂଚନା ମିଳିଛି । ତେବେ ଏହି ଘଟଣାରେ ସଂପୃ‌କ୍ତ ଜଣକୁ ଗିରଫ କରିଛି ଅବକାରୀ ବିଭାଗ ।
Read More...