Daily Archives

ପଡିଆବାହାଲରେ ଭାରତରତ୍ନ ଡ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତରତ୍ନ ଡ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ଛତାମଖନା ଗ୍ରାମପଞ୍ଚାୟତ ପଡିଆବାହାଲ ଠାରେ ଗତକାଲି ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶମ୍ଭୁ ନାଗ ଯୋଗଦାନ କରିଥିିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ଗୁପ୍ତେଶ୍ୱର ଖୁରା, ସରପଞ୍ଚ
Read More...

ବିଜେପୁର ବ୍ଲକରେ ଫେଲ ମାରିଛି ୫ଟି ଓ ମୋ ସରକାର : ସାଧାରଣରେ ଚ‌ର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା କରୁଛନ୍ତି, କିନ୍ତୁ କେତେକ ସ୍ୱାର୍ଥଲୋଭି ପ୍ରଶାସନିକ ଅଧିକାରୀଙ୍କ ଗର୍ବ ଏବଂ ଅହଙ୍କାର ପାଇଁ ଲୋକେ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇଛନ୍ତି ସାଧାରଣ ଜନତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଦା
Read More...

ଅବସରପ୍ରାପ୍ତ ସେନା ଅଧିକାରୀ ମନୋଜ କୁମାର ଦାଶଙ୍କ ଅକାଳ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିମନିଭାଟିପଡାର ଅବସରପ୍ରାପ୍ତ ସେନା ଅଧିକାରୀ ମନୋଜ କୁମାର ଦାଶଙ୍କ ୪୩ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ପୁଇଁତଲା ବ୍ଲକ ଅନ୍ତର୍ଗତ ଖମାରମୁଣ୍ଡା ଗାଁରେ ଜନ୍ମିତ ମନୋଜ କୁମାର ଦାଶ ଭାରତୀୟ ସେନାରେ ଜଣେ ସେନା ଅଧିକାରୀ ଭାବେ ୨୪ ବର୍ଷ ଧରି
Read More...

ରାଜ୍ୟର ସମସ୍ତ ଜିଲ୍ଲାର ସହରାଂଚଳରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ ସହରାଂଚଳରେ ଆସନ୍ତା କାଲି ଠାରୁ ନାଇଟ୍‌ କର୍ଫ୍ୟୁ ଜାରି ହେବ । ରାଜ୍ୟ ସରକାରଙ୍କ ଏହି ଘୋଷଣା ଅନୁସାରେ ୧୦ଟି ବୋର୍ଡର୍‌ ଜିଲ୍ଲାରେ ଜାରି ହୋଇଥିବା ନାଇଟ୍‌ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ଲାଗୁହେବ । ଅନ୍ୟ ୨୦ ଜିଲ୍ଲାର
Read More...

ବିଜୁଳି ଦର ବୃଦ୍ଧି ବିରୁଦ୍ଧରେ ଆପ୍‌ର ଧାରଣା : ଦାବୀପତ୍ର ପ୍ରଦାନ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିଜୁଳି ଦର ବୃଦ୍ଧି ବିରୁଦ୍ଧରେ ତଥା ରାଜ୍ୟବାସୀଙ୍କୁ ୨୦୦ ୟୁନିଟ ପର୍ୟ୍ୟନ୍ତ ବିନା ମୁଲ୍ୟରେ ବିଜୁଳି ଯୋଗାଇ ଦେବା ଦାବୀରେ ଧାରଣା ପ୍ରଦର୍ଶନ କରିବା ସହ
Read More...

ଅବହେଳିତ ଅବ‌ସ୍ଥାରେ ଭାରତୀୟ ସୀମା ସୁରକ୍ଷା ବଳର ସୈନିକ କୃଷ୍ଣ ଚନ୍ଦ୍ର ପରୁଆ : ରୋଗାଗ୍ରସ୍ତ ହେବା ପରେ ସ୍ୱେଚ୍ଛାକୃତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବହେଳିତ ଅବସ୍ଥାରେ ପଡ଼ି ରହିଛନ୍ତି ଭାରତୀୟ ସୀମା ସୁରକ୍ଷା ବଳର ସୈନିକ ତଥା ସ୍ଥାନୀୟ ମାଲପଡ଼ା ନିବାସୀ କୃଷ୍ଣ ଚନ୍ଦ୍ର ପରୁଆ । ଯିଏ ଛାତି ଫୁଲେଇ ଭାରତ ମାତାର ତ୍ରିରଙ୍ଗା ଝଣ୍ଡା ଲହରେଇ ସୀମା ସୁରକ୍ଷାରେ ନିୟୋଜିତ ହୋଇଥିଲେ, ସିଏ ରୋଗାଗ୍ରସ୍ତ ହେବା ପରେ
Read More...

ବଲାଙ୍ଗିର ଜିଲ୍ଲାରେ ତିନି ଅଙ୍କକୁ ଛୁଇଁଲା ଦିନକର ସଂକ୍ରମଣ ସଂଖ୍ୟା : ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ୁଛି କରୋନା ସଂକ୍ରମଣ । ବଲାଙ୍ଗିର ଜିଲ୍ଲାରେ ତିନି ଅଙ୍କକୁ ଛୁଇଁଛି ଦିନକର ସଂକ୍ରମଣ ସଂଖ୍ୟା । ଆଜି ୧୧୦ ଜଣ ନୂଆ ଆକ୍ରାନ୍ତ ଜିଲ୍ଲାରେ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୧୦ରୁ ୩, ୧୫ରୁ ୪, ୧୮ରୁ
Read More...

ହରଭଙ୍ଗା ଅତିରିକ୍ତ ତହସିଲଦାରଙ୍କୁ ପଥର ମଫିଆଙ୍କ ଧମକ ଅଭିଯୋଗ : ପୁରୁଣାକଟକ ଥାନାରେ ଆଟ୍ରୋସିଟି ମାମଲା ରୁଜୁ

ନିନ୍ଦା ପ୍ରସ୍ତାବ କରି କାର୍ୟ୍ୟାନୁଷ୍ଠାନ ଦାବୀ କଲା ହରଭଙ୍ଗା ଓକିଲ ସଂଘବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲର ଅତିରିକ୍ତ ତହସିଲଦାରଙ୍କ ଘରକୁ ନିଶାଶକ୍ତ ଅବସ୍ଥାରେ ଆସି ଦୁର୍ବ୍ୟବହାର କରିବା ସହ ତାଙ୍କୁ ଜାତିଆଣ ଆକ୍ଷେପ କରି ଧମକ ଚମକ ଦେଇଥିବା ପୁରୁଣା କଟକ ଥାନାରେ
Read More...

ପୋଖରୀରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗାଁ ଫୋଖରୀକୁ ଗାଧୋଇବା ପାଇଁ ଯାଇଥିବା ଜଣେ ବୃଦ୍ଧଙ୍କର ଗୋଡ ଖସିଯାଇ ମୁଣ୍ଡରେ ଆଘାତ ଲାଗିବାରୁ ପାଣି ଭିତରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି । ପ୍ରାପ୍ତ ସୂଚନା ମୋତେ
Read More...

ବଲାଙ୍ଗିରରେ ନୂଆ ଉପଜିଲ୍ଲାପାଳ ଭାବେ ଯୋଗଦେବେ ଲମ୍ବୋଧର ଧରୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ନୂଆ ଉପଜିଲ୍ଲାପାଳ ଭାବେ ସୁନ୍ଦରଗଡ଼ ସବ୍‌ଡେଗା ବ୍ଲକ ବିଡ଼ିଓ ଲମ୍ବୋଦର ଧରୁଆ, ଓଏଏସ୍‌, ଗ୍ରେଡ୍‌ ‘ଏ’(ଏସ୍‌ବି) ଯୋଗଦାନ କରିବେ । ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଏଥି ପୂର୍ବରୁ ସୁଧାକର ନାୟକ
Read More...