Daily Archives

ଚନ୍ଦନଭାଟିରେ ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମ : ପାଠପଢା ପାଇଁ ସମସ୍ତ ଅଭାବ ପୂରଣ କରାଯିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ମାନ୍ୟବର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ଚନ୍ଦନଭାଟି ପଞ୍ଚାୟତ ହାଇ ସ୍କୁଲରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କାର ବିତରଣ କରାଯାଇଛି । ସ୍କୁଲରେ ଥିବା ସମସ୍ତ ଅଭାବ ଅସୁବିଧାକୁ ନେଇ ତା
Read More...

ଦନ୍ତା ଆକ୍ରମଣରେ ଜଣେ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଘେସ ରେଞ୍ଜ ଅଧିନସ୍ଥ ଖାଲିଆମୁଣ୍ଡ ଗ୍ରାମ ଅଞ୍ଚଳରେ ଆଜି ସକାଳେ ମହୁଲ ଫୁଲ ସଂଗ୍ରହ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ମାରି ଦେଇ ଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ ଖାଲିଆମୁଣ୍ଡା ଗ୍ରାମର ଲାଦୁ ବଢେଇ ସକାଳେ ମହୁଲ ଫୁଲ ସଂଗ୍ରହ
Read More...

ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳୁ ନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ବିଜାଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେହି ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ସେହି ଗାଁର କେତେକ ଯୋଗ୍ୟ ହିତାଧିକାରୀ
Read More...

ଡ.ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବିଧାନ ପ୍ରଣେତା ଡ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆଜି ପୂର୍ବାହ୍ନରେ କଚେରୀ ଛକ ସ୍ଥିତ ଡ. ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା,
Read More...

ଭାରତରତ୍ନ ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତ ରତ୍ନ ଡ଼ଃ ବାବାସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀରେ ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆଜି ସକାଳ ୭ ଘଣ୍ଟା ସମୟରେ ଜିଲ୍ଲା ପ୍ରଶାସନ ତରଫରୁ କୋଭିଡ କଟକଣା
Read More...

ପଦ୍ମପୁରରେ ଆମ୍ବେଦକର ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରରେ ଲକ୍ଷେ ଘର ଗଣ୍ଡା ସମାଜ ତଥା ଆମ୍ବେଦକର ବିଚାର ବିକାଶ ମଞ୍ଚ ତରଫରୁ ଏପ୍ରିଲ ୧୪ ତାରିଖରେ ବାବାସାହେବ ଆମ୍ବେଦକର‌ଙ୍କ ୧୩୧ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଗଣ୍ତା ସମାଜର ଉପଖଣ୍ଡ ସ୍ତରୀୟ ସଭାପତି ତେଜରାଜ ସୁନାଙ୍କ ଅଧ୍ୟକ୍ଷତା କରିଥିବା
Read More...

ବୌଦ୍ଧ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷଙ୍କୁ ଘେରାଉ କଲେ ଅନୁଷ୍ଠାନର ଛାତ୍ରଛାତ୍ରୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତର ନୂଆପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଛାତ୍ର ଅସନ୍ତୋଷ ଦେଖା ଦେଇଛି । ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଓଲଟି
Read More...

ଜିଲ୍ଲା ଦଳିତ ସମାଜ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡକ୍ଟର ବି.ଆର୍‌ ଆମ୍ବେଦକର ଦଳିତ ବର୍ଗ ପାଇଁ ତ୍ରାଣ କର୍ତ୍ତା ଭାବେ ସମାଜରେ ଶୃଙ୍ଖଳା ଆଣିବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିଥିଲେ । ତେବେ ଆଜି ତାଙ୍କ ଜନ୍ମ ଦିବସକୁ ସାରା ଭାରତରେ ପାଳନ କରା ଯାଉଥିବା ବେଳେ ବଲାଙ୍ଗିର ଜିଲ୍ଳା ଦଳିତ ସମାଜ ପକ୍ଷରୁ ମଧ୍ୟ
Read More...

ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ ହେବ ବୁର୍ଲା ଭିମ୍‌ସାରରେ : ମୁଖ୍ୟ ଶାସନ ସଚିବ

ସମ୍ବଲପୁର, (କେପିଏନ୍‌ଏସ୍‌) : ଆଜି କୋଭିଡ୍‌ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବୁର୍ଲା ଭିମ୍‌ସାରରେ ସମୀକ୍ଷା ବୈଠକ କରି ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ ହେବ ବୁର୍ଲା ଭିମ୍‌ସାରରେ ବୋଲି ସୂଚନା ଦେଇଛନ୍ତି । ମେଡିସିନ୍‌ ବିଭାଗର ନୂଆ କୋଠାରେ ୨୫୦ ଶଯ୍ୟା ଓ ୫୦ଟି ଆଇସିୟୁ
Read More...

ଛୋଟ ସ୍କୋର ପରେ ରୋମାଞ୍ଚକ ଭାବେ କୋଲକାତାକୁ ଅଟକାଇ ମୁମ୍ବାଇର ପ୍ରଥମ ବିଜୟ

ଚେନ୍ନାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ର ୫ମ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍‌ସ କୋଲକାତା ନାଇଟ୍‌ ରାଇଡର୍ସକୁ ୧୦ ରନରେ ହରାଇ ତାର ବିଜୟ ଯାତ୍ରା ଆରମ୍ଭ କରିଛି । ମାତ୍ର ୧୫୩ ରନର ବିଜୟ ଲକ୍ଷ୍ୟକୁ ହାସଲ କରି ନ ପାରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୪୨
Read More...