ବୌଦ୍ଧ ଓଟିଇଟି ଜାଲିଆତି ମାମଲା : ଠକ ଶିକ୍ଷକଙ୍କ ସଂଖ୍ୟା ୪୦ରୁ ବୃଦ୍ଧି ପାଇ ୪୯ରେ ପହଞ୍ଚିଲା
ବୌଦ୍ଧ, (ବଂଶୀଧର ମାଝୀ) : ଜାଲ୍ ଓ.ଟି.ଇ.ଟି. ମାମଲାରେ ୪୦ ଜଣ ଗଣ ଶିକ୍ଷକ ବହିଷ୍କୃତ ହୋଇ ସାରିଥିବା ବେଳେ ଆଉ ୯ ଜଣଙ୍କ ଭେରିଫିକେସନ୍ ରିପୋର୍ଟ ଜିଲ୍ଲା ଶିକ୍ଷା ବିଭାଗକୁ ପହଞ୍ଚିଥିବା ଜଣାପଡିଛି । ଉକ୍ତ ୯ ଗଣ ଶିକ୍ଷକ ମାନଙ୍କ ପ୍ରମାଣପତ୍ର ମଧ୍ୟ ଜାଲ୍ ବୋଲି ଜଣା ପଡିବା ପରେ ଜିଲ୍ଲା!-->…
Read More...
Read More...