Daily Archives

ଆଜି ରାଜ୍ୟରେ ୭୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ସୁନ୍ଦରଗଡ ଜିଲ୍ଲା ଶୀର୍ଷରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୪୨୫୫ ରହିଛି । ଆଜି ୭୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୩୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ବୌଦ୍ଧରେ ଭାଜପାର ପ୍ରତିଷ୍ଠା ଦିବସ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ମଙ୍ଗଳବାର ଦିନ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଯେଉଁ ମାନଙ୍କର ପ୍ରଚେଷ୍ଟା ଓ ଅବଦାନରେ ବିଜେପି ଦଳ ସେମାନଙ୍କୁ ସ୍ମରଣ କରି ତାଙ୍କ ବିଷୟରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ଟାଟା ପାୱାର ଆସିକା ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଦୋନ୍ନତିରେ ଅନିୟମିତତା ପ୍ରତିବାଦରେ ଆନ୍ଦୋଳନ ନିଷ୍ପତ୍ତି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଟାଟା ପାୱାର ଆସିକା ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଦୋନ୍ନତିରେ ଅନିୟମିତତା ପ୍ରତିବାଦରେ ଓଏସଇବି ଶ୍ରମିକ ମହାସଂଘ ପକ୍ଷରୁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସମ୍ପର୍କରେ ବୁଧବାର ଏକ ବୈଠକ ସ୍ଥାନୀୟ ନବୀନ ଭବନ ପରିସରରେ
Read More...

ବିଶ୍ୱାତ୍ମ ଚେତନା ପରିଷଦ ଆନୁକୂଲ୍ୟରେ ‘ପ୍ରଜ୍ଞାନ ବିନ୍ଦୁ’ ବିମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ଚେତନା ପରିଷଦ ପ୍ରତିଷ୍ଠାତା ସ୍ୱାମୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଗୀତାରତ୍ନ ଯୁଗଲ କିଶୋର ପ୍ରଧାନଙ୍କ ଦ୍ୱାରା ପ୍ରଣୀତ ଆଧ୍ୟାତ୍ମିକ କାବ୍ୟଗ୍ରନ୍ଥ ପ୍ରଜ୍ଞାନବିନ୍ଦୁ ବିମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ତା.୦୫.୦୪.୨୦୨୧
Read More...

ଭାରତୀୟ ଜନତା ପାର୍ଟିର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ର‌ହ୍ମପୁର, (ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ବ୍ଲକ ଅଫିସ ନିକଟସ୍ଥ ବିଜେପି ମୁଖ୍ୟ କାର୍ୟ୍ୟାଳୟ ଠାରେ ମଙ୍ଗଳବାରରେ ଭାରତୀୟ ଜନତା ପାର୍ଟିର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ସଞ୍ଜିତ କୁମାର ରାଉଳଙ୍କ ସଭାପତିତ୍ୱରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା
Read More...

କନ୍ଧମାଳରେ ଏବିଭିପି ପକ୍ଷରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଛତିଗଡ଼ର ବିଜାପୁର-ସୁକମା ଠରେ ନକ୍ସଲ ମାନଙ୍କ ଦ୍ୱାରା ଆକ୍ରମଣ ଫଳରେ ଶହୀଦ ହୋଇଥିବା ସମସ୍ତ ବୀର ଜବାନ ମାନଙ୍କୁ ଫୁଲବାଣୀ ସଦର ମହକୁମା ଓ ଟିକାବାଲି ଠାରେ ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ
Read More...

ଲସି ପିଇବା ପାଇଁ ଯାଇଥିବା ବେଳେ ଏକ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବୌଦ୍ଧ, (ମମତା ମହାକୁର) : ବ୍ୟାଙ୍କରୁ ଲକ୍ଷେ ଟଂକା ଉଠାଣ କରି ବାଇକ ଡିକିରେ ରଖି ବୁଟୁପାଲିର ଏକ ଲସି ଦୋକାନକୁ ଲସି ପିଇବା ପାଇଁ ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଲୁଟି ନେଇଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ଗୁଦୁରାବେଣୀ ଗ୍ରାମର
Read More...

କରୋନା ବିପର୍ଯ୍ୟୟ : ରେକର୍ଡ ଭାଙ୍ଗିଲା, ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ମାମଲା ୧ ଲକ୍ଷ ୧୫ ହଜାରରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ : କରୋନା ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ସମସ୍ତ ରେକର୍ଡ ଭାଙ୍ଗିଛି । ଦ୍ୱିତୀୟ ଥର ପାଇଁ ଗୋଟିଏ ଦିନରେ ଦେଶରେ ଏକ ଲକ୍ଷରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୧,୧୫,୭୩୬ ନୂତନ କରୋନା ମାମଲା ଆସିଛି ଏବଂ ଗତ ୨୪ ଘଣ୍ଟା
Read More...

ନକ୍ସଲ ଆକ୍ରମଣରେ ୨୨ ଜଣ ସହିଦ ଯବାନଙ୍କୁ ହସ୍ପିଟାଲ ବଞ୍ଚାଅ ଅଭିଯାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଛତିଶଗଡ଼ ସୁକମା- ବିଜାପୁର ସୀମାରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ହସ୍ପିଟାଲ ବଞ୍ଚାଅ ଅଭିଯାନ । ବରଗଡ ପୁରୁଣା ହସ୍ପିଟାଲରେ ମହମବତି ଲଗାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନୀରବ ପ୍ରାର୍ଥନା କରିଥିଲେ । ଆବାହକ ରମେଶ
Read More...

ଆସ‌ନ୍ତୁ ଜାଣିବା ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ବଂଧାକୋବି – ୧୬ ଟଙ୍କା, ଫୁଲକୋବି – ୩୦ ଟଙ୍କା, ବ୍ରୁକୋଲି – ୫୦, ଝୁଲଣ (ଝୁନ୍‌ଗା) – ୬୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, କଲରା – ୪୦
Read More...