Daily Archives

ବିପୁଳ ପରିମାଣର କାଠ ସହ ଟ୍ରକ ଜବତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଂଟାମାଲ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇ ଘଣ୍ଟାପଡା ନିକଟ ଜଙ୍ଗଲରୁ ବେଆଇନ ଭାଵରେ କାଠ ଚୋରା ଚାଲାଣ ହେଉଥିବା ବେଳେ ୧୦ ଚକିଆ ଟ୍ରକ ସହ ବିପୁଳ ପରିମାଣରେ କାଠ ଜବତ ହେବା ସହ ଦୁଇଜଣ କାଠ ମାଫିଆ ଗିରଫଙ୍କୁ କରାଯାଇଛି । ଦୁଇଜଣ କାଠ ମାଫିଆ ହେଲେ
Read More...

ବୌଦ୍ଧରେ ପୋଲିସ ପକ୍ଷରୁ ମାକ୍ସ ପାଇଁ ସଚେତନତା କାର୍ୟ୍ୟକ୍ରମ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ପୋଲିସ ପକ୍ଷରୁ ଆଜି ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ମାସ୍କ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ, ଛକ ଓ ବସଷ୍ଟାଣ୍ଡ ଆଦିରେ ଲୋକେ ମାସ୍କ ନପିନ୍ଧି ଏବଂ ସାମାଜିକ ଦୂରତା ନମାନି ଏକାଠି ହେଉଥିବାରୁ ବିଭିନ୍ନ
Read More...

ଯୁବନେତା ବାସୁଦେବ ପତିଙ୍କ ପତ୍ନୀ ବିୟୋଗ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ବଳିଷ୍ଠ ଯୁବନେତା ବାସୁଦେବ ପତିଙ୍କ ଧର୍ମପତ୍ନୀ ନିବେଦିତା ପତିଙ୍କ ଦିନ ୧୨ଟା ୨୦ମି. ସମୟରେ ବିୟୋଗ ଘଟିଥିବା ସୂଚନା ମିଳିଛି । ତାଙ୍କ ଶେଷକୃତ୍ୟ ସ୍ଥାନୀୟ ବିଭୂତିନଗର ସ୍ଥିତ ଶ୍ମଶାନରେ ସଂଧ୍ୟା ୬ଟା ସମୟରେ ହେବ ବୋଲି କୁହାଯାଇଛି । ତାଙ୍କ
Read More...

କରୋନା ବିପଦ ଟଳି ନାହିଁ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : କରୋନା ବିପଦ ସମ୍ପୁର୍ଣ୍ଣ ଭାବରେ ଟଳି ନାହିଁ । ଜରୁରୀ କାର୍ଯ୍ୟରେ ବାହାରକୁ ଗଲେ ସଠିକ୍ ଭାବରେ ମାସ୍କ ପରିଧାନ କରନ୍ତୁ, ଭଲ ଭାବରେ ସାବୁନରେ ହାତ ଧୁଅନ୍ତୁ ଏବଂ ଶାରୀରିକ ଦୂରତା ବଜାୟ ରଖନ୍ତୁ । ରାଜ୍ୟ ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି
Read More...

ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବରେ ରୀତାକାନ୍ତି ବଳିଆରସିଂ ଆଜି କାର୍ୟ୍ୟରେ ଯୋଗ ଦେଇଛନ୍ତି । ଦୀର୍ଘ ବର୍ଷ ହେଲା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ବୌଦ୍ଧରେ ଏହି ପଦବୀରେ କାହାକୁ ନିଯୁକ୍ତ କରିନଥିବାରୁ ସ୍ଥାନୀୟ ଅଧିକାରୀମାନଙ୍କୁ
Read More...

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବ୍ଲକ କଂଗ୍ରେସ ଓ ନଗର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା

ବଲାଙ୍ଗିର, (ଦେବାଶିଷ ମିଶ) : ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲାର ବ୍ଲକ କଂଗ୍ରେସ ସଭାପତି ଓ ନଗର କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବଲାଙ୍ଗିର ନଗର ପାଇଁ ଦିନେଶ ଦାନି (ବୁଲୁ), ପାଟଣାଗଡ ଏନ୍‌ଏସି ପାଇଁ ଜୟ
Read More...

ସହର ଭିତରେ ବୁଲି କୋଭିଡ କଟକଣା ସ୍ଥିତି ଅନୁଧ୍ୟାନ କଲେ ଆରକ୍ଷୀ ଅଧିକ୍ଷକ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସହର ଭିତରେ ବୁଲି କୋଭିଡ ସ୍ଥିତି ଅନୁଧ୍ୟାନ କରିଛନ୍ତି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିଶ କୁଶଲକର। ଦେଶରେ କୋଭିଡ ସଂକ୍ରମଣ ସଂଖ୍ୟା ରେକର୍ଡ ଭାଙ୍ଗି ଥିବା ବେଳେ ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଏହି ସ୍ଥିତିକୁ ଦୃଷ୍ଟିରେ
Read More...

ମହୁଲ ଗୋଟାଇବାକୁ ଯାଇ ହାତୀ ଆକ୍ରମଣରେ ୨ ମୃତ

ଅନୁଗୁଳ : ମହୁଲ ଗୋଟାଇବାକୁ ଯାଇ ହାତୀ ଆକ୍ରମଣରେ ୨ ଜଣ‌ଙ୍କ ମୃତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଅନୁଗୁଳ ଜି‌ଲ୍ଲା ଛେଣ୍ଡିପଦା ରାମଚନ୍ଦ୍ରପୁର ଗାଁରେ ଜଣେ ପୁରୁଷ ଓ ଜଣେ ମହିଳା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ । ତେବେ ମହୁଲ ଗୋଟାଉଥିବା ବେଳେ ହାତୀ ହାବୁଡ଼ରେ
Read More...

ଉପକାରାଗାରରେ ମହିଳା ବନ୍ଦିନୀଙ୍କ ମୁଥମାଡରେ ସହଅନ୍ତବାସିନୀଙ୍କ ଭାଙ୍ଗିଲା ଦାନ୍ତ : ବୌଦ୍ଧ ଆଦର୍ଶ ଥାନାରେ ମାମଲା…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ସ୍ଥିତ ସ୍ୱତନ୍ତ୍ର ଉପ କାରାଗାରରେ ରହୁଥିବା ୨ଜଣ ମହିଳା ବିଚାରାଧିନ ବନ୍ଦୀଙ୍କ ମଧ୍ୟରେ କଲହକୁ କେନ୍ଦ୍ରକରି ଜଣେ ମହିଳା ବନ୍ଦିନୀଙ୍କ ଦାନ୍ତ ଭାଙ୍ଗିବା ଭଳି ଏକ ଅଭାବନୀୟ ଚିତ୍ର ସମ୍ନାକୁ ଆସିଛି । ଏକଥା ପ୍ରଘଟ ହେବାପରେ ବୁଦ୍ଧିଜୀବୀ ମହଲରେ ଉଦବେଗ
Read More...

ତୈଳିକ ବୈଶ୍ୟ ସମାଜର ନୂଆ କର୍ମକର୍ତ୍ତା ମନୋନୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ କୁମ୍ଭାରୀ ପଞ୍ଚାୟତ ଅନ୍ତର୍ଗତ କାନ୍ଦୁଲସର ଠାରେ ବ୍ଲକ ସ୍ତରୀୟ ତୈଳିକ ବୈଶ୍ୟ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଳକ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଉମାକାନ୍ତ ସାହୁ
Read More...