Daily Archives

ଇ-ସେବା କେନ୍ଦ୍ର ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ଦେୱାନୀ ଅଦାଲତ ପ୍ରାଙ୍ଗଣରେ ଅତିରିକ୍ତ ଜିଲ୍ଲା ଜଜ୍‌ ଶ୍ରୀମତୀ ଶିଖାରାଣୀ ରଥଙ୍କ ଅଧ୍ୟକ୍ଷତାରେ ଇ-ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ସ୍ଥାନୀୟ ସିଭିଲ୍‌ ଜଜ୍‌ ସିନିଅର୍‌ ଡିଭିଜନ ବିଦ୍ୟାଧର ପୃଷ୍ଟି, ସବ୍‌ଡିଭିଜନାଲ୍‌
Read More...

ରାସ୍ତା ଉପରେ ଡ୍ରେନ୍‌ ପାଣି : ଲୋକେ ହ‌ନ୍ତସ‌ନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମ୍ୟୁନିସିପାଲିଟିର ୱାର୍ଡ ନଂ.୧୮ ତୁଲସୀନଗରପଡ଼ାରେ ରାସ୍ତା ଉପରେ ଡ୍ରେନ ପାଣି ଛୁଟୁଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଡ୍ରେନ ପାଣି ଅତିକ୍ରମ କରି ଯିବାଆସିବା କରୁଛନ୍ତି ଓ ନାହିିଁ ନଥିବା ଅସୁବିଧାର
Read More...

ବୌଦ୍ଧର କରୋନା ସ୍ଥିତିକୁ ନେଇ ଅନ୍ଧାରରେ ଗଣମାଧ୍ୟମ ଓ ଜିଲ୍ଲାବାସୀ

ବୌଦ୍ଧ, (ବଂଶୀଧର ମାଝୀ) : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୈନନ୍ଦିନ କରୋନା ସମ୍ପର୍କିତ ତଥ୍ୟ ରିପୋର୍ଟର ଗ୍ରୁପରେ ପ୍ରଦାନ କରୁଥିବା ବେଳେ ଫେବୃଆରୀ ୨୬ତାରିଖ ଠାରୁ ଆଉ କୌଣସି ସୁଚନା ଦେଉ ନଥିବା ଦେଖିବାକୁ ମିଳିଛି । ଦେଶ ତଥା ରାଜ୍ୟରେ କରୋନା
Read More...

ଆଜି ରାଜ୍ୟରେ ୫୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୩୩୫୮ ରହିଛି । ଆଜି ୫୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୩୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ
Read More...

ଗାଡ଼ି ସୁବିଧା ନ ମିଳିବାରୁ କରୋନାରେ ମୃତ ମହିଳାଙ୍କ ମୃତଦେହ ପଡ଼ି ରହିଛି ଡା‌କ୍ତରଖାନାରେ : ପରିବାର ଲୋକଙ୍କ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବାବୁଉଲବା ଗ୍ରାମର ଜଣେ ୨୫ ବର୍ଷ ବୟସ୍କା ମହିଳାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ମୃତ ମହିଳାଙ୍କ ପରିବାର ପକ୍ଷରୁ କୁହାଯାଇଛି । ତେବେ ଏହି ମହିଳା‌ଙ୍କ ଗତକାଲି ଅପରାହ୍ନରେ ମୃତ୍ୟୁ ଘଟିଥିବା ବେଳେ ଗାଡ଼ି
Read More...

ଟ୍ରେନ୍ ଲୁଟେରାକୁ କାବୁ କଲା ଆରପିଏଫ ସ୍ପେଶାଲ ଟାସ୍କ ଫୋର୍ସ : ଲୁଟ ସାମଗ୍ରୀ ଉଦ୍ଧାର କଲା ଏସଟିଏଫ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଟ୍ରେନ୍ ଲୁଟେରାକୁ କାବୁ କରିଛି ଟିଟିଲାଗଡ ଆରପିଏଫ ସ୍ପେଶାଲ୍ ଟାସ୍କ ଫୋର୍ସ । ଆଜମେର-ପୁରୀ ସୂପରଫାଷ୍ଟ ଟ୍ରେନରେ ଜଣେ ମହିଳା ତାଙ୍କ ବାପା-ମା ଓ ଛୁଆ ସହ ମାର୍ଚ୍ଚ ୨୪ ତାରିଖରେ ସୁରଟରୁ ଭୁବନେଶ୍ୱର ଯାଉଥିବା ସମୟରେ ଖରିଆର ରୋଡ ଷ୍ଟେସନ ପହଞ୍ଚିବା ପୂର୍ବରୁ
Read More...

ଛତିଶଗଡରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଛତିଶଗଡ : ଗତକାଲି ଛତିଶଗଡର ସୁକମା-ବିଜାପୁର ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲ ଆକ୍ରମଣରେ ୨୨ ଯବାନ ସହିଦ ହେବାପରେ ଆଜି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡର ଜଗଦଲପୁରରେ ପହଁଚିଛନ୍ତି । ଏହାପରେ ଶାହ ହସ୍ପିଟାଲରେ ପହଁଚି ଆହତ ଯବାନଙ୍କୁ ଭେଟିବାର
Read More...

ସାହସିକତାକୁ ଶତ ଶତ ସଲାମ୍‌ : ସୈନିକମାନେ ଗୁଳି ସମାପ୍ତ ହେବା ପର୍ଯ୍ୟନ୍ତ ଉପଯୁକ୍ତ ଜବାବ୍‌ ଦେଇଥିଲେ

ରାୟପୁର : ଯେଉଁଠାରେ ଶନିବାର ଦିନ ବିଜାପୁରରେ ନକ୍ସଲମାନେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ, ତାହା ଅତ୍ୟନ୍ତ ଅଗମ୍ୟ ଅଞ୍ଚଳ । ତଥାପି, ସୈନିକମାନେ ନକ୍ସଲମାନଙ୍କ ସହ ଶେଷ ବୁଲେଟ୍ ପର୍ୟ୍ୟନ୍ତ ଯୁଦ୍ଧ କରିଥିଲେ । ତିନି ପାର୍ଶ୍ୱରେ ଘନ ଜଙ୍ଗଲ ଦ୍ୱାରା ଘେରି ରହିଥିବା ସତ୍ୱେ
Read More...

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ସ୍ଲାଗ ବଏଲର ଫାଟି ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଏସ୍‌ଏମ୍‌ଏସ୍ -୨ରେ‌ ବିଳମ୍ବିତ ରାତିରେ ସ୍ଲାଗ ବଏଲର ଫାଟିବଏଲର କଣ୍ଟ୍ରୋଲ ରୁମ୍‌ର ଅନେକ ଯନ୍ତ୍ରପାତି, ବିଦ୍ୟୁତ୍ ସରଞ୍ଜାମ ପୋଡ଼ି ଯାଇଛି । ତେବେ ଏଥିରେ କୌଣସି କର୍ମଚାରୀଙ୍କର କିଛି କ୍ଷତି ହୋଇ ନଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର
Read More...

କରୋନା ସଂକ୍ରମଣର ବିସ୍ଫୋରକ ସ୍ଥିତି : ଭାରତରେ କରୋନାର ନୂଆ ମାମଲା ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ଏକ ଲକ୍ଷ…

ନୂଆଦି‌ଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗତ ଚବିଶ ଘଣ୍ଟା ମଧ୍ୟରେ ଦେଶରେ ୧,୦୩,୫୫୮ କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । ଗତ କିଛି ମାସ ମଧ୍ୟରେ କରୋନା ମହାମାରୀ ତଥ୍ୟ ହ୍ରାସ ପାଇବା ପରେ ଏହା ଏପର୍ୟ୍ୟନ୍ତ କରୋନାର ସବୁଠାରୁ ବଡ ଲମ୍ଫ ଅଟେ । ମନ୍ତ୍ରଣାଳୟ ଅନୁଯାୟୀ, ଗତ
Read More...