Daily Archives

ମା’ ମାହେଶ୍ୱରୀ ଚୁଡାଖାଇ ଯାତ୍ରା ପାଇଁ ପ୍ରସି‌ଦ୍ଧ ଡଙ୍ଗରର ବିକାଶ ପାଇଁ ଦାବୀ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ପଂଚରାର ଚୁଡାଖାଇ ଯାତ୍ରା ବୌଦ୍ଧ ଜିଲାର ଐତିହକୁ ବହନ କରିଛି । ପ୍ରତି ବର୍ଷ ମାର୍ଗଶିର ମାସ ଶେଷ ଗୁରୁବାର ଦିନ ଏହି ଐତିହାସିକ ଯାତ୍ରା ଡଙ୍ଗରରେ ମା' ମାହେଶ୍ୱରୀଙ୍କୁ ପୂଜା କରିଥାନ୍ତି ପଂଚରା ଅଞ୍ଚଳର ଲୋକମାନେ । ଏହି ଯାତ୍ରା ଦେଖିବାକୁ ହଜାର
Read More...

ରାଜସ୍ୱ ଅମଲା ସଂଘ କାର୍ଯ୍ୟକାରିଣୀ ପରିଷଦର ଶପଥ ଗ୍ରହଣ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜସ୍ୱ ଅମଲା ସଂଘ, ବଲାଙ୍ଗିର ଶାଖା କାର୍ଯ୍ୟକାରିଣୀ ପରିଷଦର ଶପଥ ଗ୍ରହଣ ଉତ୍ସବ ପାଟଣାଗଡ଼ କାହ୍ନା ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ସଂଘର ସଭାପତି ଭାବେ ପ୍ରଦ୍ୟୁମ୍ନ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଭାବେ
Read More...

ଗଞ୍ଜାମ ଦପ୍ତରରେ ସପ୍ତାହନ୍ତ ଛୁଟି ବିରତି ଆମୋଦ ପ୍ରମୋଦ

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରଦପ୍ତର ଛତ୍ରପୁର ଷ୍ଟାଡିୟମ ଠାରେ ସରକାରୀ କର୍ମଚାରୀ, ଅଫିସର ମାନଙ୍କର ଛୁଟି ବିରତି ଅବସରରେ ଏକ ଆମୋଦ ପ୍ରମୋଦ କାର୍ୟ୍ୟକ୍ରମର ଆୟୋଜନ ଚାଲିଛି । ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ପକ୍ଷରୁ ଛତ୍ରପୁର ଠାରେ ଏହା ଆୟୋଜନ
Read More...

ଦୁଇ ଯୁବ ପୋଲିସ କର୍ମଚାରୀ‌ଙ୍କ ପ୍ରଶଂସନୀୟ ପଦକ୍ଷେପ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜିର ତାରିଖରେ ଲୋକେ ନିଜ ସ୍ୱାର୍ଥ ପାଇଁ କାମ କରୁଥିବା ବେଳେ ଏମିତି କିଛି ଲୋକ ପରସେବାରେ ମସଗୁଲ୍‌ ଅଛନ୍ତି । ଏମିତି ଏକ କାମ କରିଥିବା ଯୁବ ପୋଲିସ ଦ୍ୱୟ ହେଉଛନ୍ତି ବଲାଙ୍ଗିର ରିଜର୍ଭ ପୋଲିସରେ କାର୍ୟ୍ୟରତ ରୁକ୍ମଣ ବିଶ୍ବାଲ ଏବଂ ହୃଦାନନ୍ଦ ସାହୁ ।
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ଅଭିଭାଷଣ

ଭୁବନେଶ୍ୱର, (ପିଆଇବି) : ମନୋରମ ମନ୍ଦିର ନଗରୀ ଭୁବନେଶ୍ୱରରେ ଅବସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମୁଁ ବିଶେଷ ଆନନ୍ଦିତ । ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ତଥା ଅବିଭକ୍ତ ଭାରତର ସପ୍ତଦଶ ବିଶ୍ୱବିଦ୍ୟାଳୟ ହୋଇଥିବା ଜାଣି ଖୁସି ହେଲି । ମୋଟ ୨୭ଟି
Read More...

ଲଣ୍ଡାପଥର ନାଇଟ ଫ୍ଲଟ୍ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବେହେରାପାଲି ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲଣ୍ଡାପଥର ଆରସିସିସି ପକ୍ଷରୁ ଏକ ଦିବସୀୟ ନାଇଟ ଫ୍ଲଟ୍ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦେଓଗାଁ ବ୍ଲକ ଓ ବଲାଙ୍ଗିର ସଦର ବ୍ଲକର ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳରେ ବେହେରାପାଲି ଦଳ
Read More...

ସମ୍ୱଲପୁର ହୋମିଓପାଥି କଲେଜରେ ଜଣେ ଛାତ୍ରୀ‌ଙ୍କୁ ରାଗିଂ ନେଇ ଅଭିଯୋଗ

ସମ୍ୱଲପୁର : ସମ୍ୱଲପୁର ଜି‌ଲ୍ଲା ଭିମସାର, ଭିସୁଟ୍ ପରେ ହୋମିଓପାଥି କଲେଜରେ ରାଗିଂ ନେଇ ଚାରି ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ଅଭିଯୋଗ ଏବେ ସାମ୍‌ନାକୁ ଆସିଛି । ସୂଚନା ଯୋଗ୍ୟ ଯେ, ଗତ ୩୧ ତାରିଖ ସନ୍ଧ୍ୟାରେ ହଷ୍ଟେଲରେ ୪ ଜଣ ସିନିୟର ଛାତ୍ରୀ ଓ ଜଣେ ଛାତ୍ର ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ
Read More...

କୋଶଲୀ ଫିଲ୍ମ ଫଟାବାଦଲର ଉଦ୍‌ଘାଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥିତ ସତ୍‌ସଙ୍ଗ ବିହାର ଠାରେ ଦାଦନ ପରିବାରର କରୁଣ କାହାଣୀକୁ ନେଇ କୋଶଳୀ ଫିଲ୍ମ ଫଟାବାଦରର ଦ୍ୱିତୀୟ ପର୍ଯ୍ୟୟରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ସମ୍ମାନୀତ ଅତିଥି ଭାବେ ଉଦୟ ଶଙ୍କର ବାଗ
Read More...

ଦିବ୍ୟାଂଗ କୁଞ୍ଜବନ : ସାତବର୍ଷ ହେଲା କାଟୁଛନ୍ତି ଦୁଃଖୀ ଜୀବନ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ବର୍ଷେ ନାହିଁ କି ଦୁଇ ବର୍ଷ ନାହିଁ ସାତ ସାତ ବର୍ଷ ହେଲାଣି କାଟୁଛନ୍ତି ବନ୍ଦୀ ଜୀବନ । ସରକାରଙ୍କ ଏତେ ସବୁ ଯୋଜନା ସତ୍ୱେ ଯେମିତି ତାଙ୍କ ପାଇଁ ପାଲଟିଛି ସାତସପନ । ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତ ଅଧିନସ୍ଥ ସାଲେପାଲି ଗ୍ରାମର କୁଞ୍ଜବନ
Read More...

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ସାନିଟାଇଜ ବ୍ୟବସ୍ଥା ହେଉ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : କରୋନା ମହାମାରୀର ଦ୍ୱିତୀୟ ଲହରି ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିଛି । ଯାହାକି ଦେଖିବାକୁ ମିଳିଛି ବୁଗୁଡା ଠାରୁ ୧୫ କିମି ଦୁରତ୍ୱରେ ପୋଲସରା ବ୍ଳକ ଅନ୍ତର୍ଗତ ନିମିନା ଓ ଲୁଣିଘାଟି ଏହି ଦୁଇଗୋଟି ଗ୍ରାମରେ ଦୁଇଜଣ କରୋନା ମହାମାରିର ଆକ୍ରାନ୍ତ
Read More...