Monthly Archives

March 2021

ବିଶ୍ୱ ମହିଳା ଦିବସ ଅବସରରେ ଜଣେ ସାଧାରଣ ମହିଳା ପୁଷ୍ପା ବେହେରାଙ୍କ ସଂଘର୍ଷର କାହାଣୀ

ବରଗଡ଼, (ନିରୋଜ କୁମାର ପାଣୀ) : ସାରା ବିଶ୍ଵରେ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଏ । ଅନେକ ସଫଳ ମହିଳାଙ୍କ ବିଷୟରେ ଜାଣିବାକୁ ମିଳେ କିନ୍ତୁ ଅନେକ ସାଧାରଣ ମହିଳା ଅଛନ୍ତି ଯାହାଙ୍କୁ କେହି ଜାଣନ୍ତି ନାହିଁ ସେମାନେ ଜୀବନକୁ ତିଳତିଳ କରି ଜାଳି ଦେଇ ଚାଲନ୍ତି ସେମିତି ଜଣେ
Read More...

ଜରାସିଂହା ଡିଗ୍ରୀ କଲେଜରେ ମହିଳା ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ଶାଶ୍ଵତ ଡିଗ୍ରୀ ମହା ବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ଜାତୀୟ ସେବା ଯୋଜନା ଦ୍ଵାରା ପାଳିତ ହୋଇଯାଇଛି । ଏହି ଦିବସରେ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାକୁ ପରିଚାଳନା କରିଥିଲେ । ଓଡ଼ିଆ
Read More...

ମାହେଶ୍ୱରୀ ମହିଳା ଶାଖା ତରଫରୁ ମହିଳା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାହେଶ୍ୱରୀ ମହିଳା ଶାଖା ବହୁତ ଆନନ୍ଦ ଉଲ୍ଲାସ ମନୋଭାବରେ ମହିଳା ଦିବସ ଉପଲକ୍ଷେ ବଲାଙ୍ଗିର ଟାଉନ ପୋଲିସ, ସଦର ପୋଲିସ ଓ ପୁଇଁନ୍ତଲା ସଦର ମହିଳା ପୋଲିସ ବା ପେଣ୍ଡେମିକ ଯୋଦ୍ଧା ଯିଏ କି ଆମ୍ଭମାନଙ୍କ ଶାନ୍ତି ଓ ଶୃଙ୍ଖଳାର ଭାର ତାଙ୍କ କାନ୍ଧରେ
Read More...

ମହିଳାଙ୍କ ପାଇଁ ଗର୍ବ ଓ ଗୌରବ ମହିଳା କ୍ରିକେଟର୍‌ ରୋସ୍‌ନାରା ପରବିନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା କ୍ରିିକେଟ ୱାର୍ଲ୍ଡ କପ୍‌ ଖେଳାଳୀ ରୋସ୍‌ନାରା ପରବିନ୍‌ ମହିଳା‌ଙ୍କ ପାଇଁ ଗର୍ବ ଓ ଗୌରବ । ଆଜିର ଆ‌ନ୍ତର୍ଜାତୀୟ ମହିଳା ଦିବସରେ ତା‌ଙ୍କୁ ଅନେକ ଶୁଭେ‌ଚ୍ଛା ଜଣାଇଛି ବଲା‌ଙ୍ଗିର ମାଟି । ଆଜିର ଦିନରେ ତା‌ଙ୍କ ସଫଳତାର କିଛି କଥା ଜାଣିବା ଆସ‌ନ୍ତୁ ।
Read More...

ପଶ୍ଚିମ ଓଡିଶା କଳାକାର ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧି ଷ୍ଟାଡୟିମ ବଲାଙ୍ଗିର ଠାରେ ବଲାଙ୍ଗିର ଯୁବ କଳାକାର ସଂଘ ତରଫରୁ ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାର ସମସ୍ତ କଳାକାରମାନଙ୍କୁ ନେଇ ପଶ୍ଚିମ ଓଡିଶା କ୍ରିକେଟ ପ୍ରିମିୟର ଲିଗ୍‌ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଥମ ଦିନର ଉଦ୍‌ଘାଟନୀ ଉତ୍ସବରେ
Read More...

ଆନ୍ତର୍ଜାତିକ ମହିଳା ଦିବସ ପାଳିତ : କୁସଂସ୍କାର, ମଦ ପ୍ରଚଳନ ଓ ଯୌତୁକ ପ୍ରଥା ବନ୍ଦ ପାଇଁ ମହିଳା ସଂଗଠନର ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ କାର୍ଯ୍ୟାଳୟ ନିକଟସ୍ଥ ଚନ୍ଦ୍ରପୁର ସ୍ଥିତ ଅ‌ମ୍ବ୍ରକାନନରେ ବ୍ଳକ ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେରଙ୍କ ଅଧ୍ୟକ୍ଷତାରେ ଓ ବ୍ଲକ ବିଜେଡି ଯୁବ ସଭାପତି ଶୈଲେନ୍ଦ୍ର ସାହୁଙ୍କ ସଭା
Read More...

ମେଣ୍ଡା ପଞ୍ଚାୟତ ସ୍ତରୀୟ ମହାସଂଘ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ମେଣ୍ଡା ପଞ୍ଚାୟତ ସ୍ତରୀୟ ମହାସଂଘ ପକ୍ଷରୁ ମେଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ମେଣ୍ଡାର ଦକ୍ଷ ନଥିପତ୍ର ଲେଖିକା ସାଗରିକା ଦଳବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ମହିଳା ଦିବସ ଅବସରରେ ମେଣ୍ଡା
Read More...

ଲୋକ ଉନ୍ନତି ସଂଗଠନ ତରଫରୁ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଝିଙ୍କିଡୁଙ୍ଗୁରୀ ଗ୍ରାମ ପଞ୍ଚାୟତ ଝିଙ୍କିଡୁଙ୍ଗୁରୀ ଗ୍ରାମରେ ବଲାଙ୍ଗିର ଲୋକ ଉନ୍ନତି ସଂଗଠନ ତରଫରୁ ସଇଁନ୍ତଲା ବ୍ଲକ ସଂଯାେଜିକା ଗୀତାଞଳୀ କୁମ୍ଭାରଙ୍କ ନେତୃତ୍ୱରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି
Read More...

ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଫ୍ରେଜରପୁର ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ସୋମବାର ଦିନ ଠାରୁ ଷଷ୍ଠ ଶ୍ରେଣୀ ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟରେ ୪୪୨ଟି ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ପରୀକ୍ଷା ଦେବା
Read More...

ଆସନ୍ତା ୨୧ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ରାଷ୍ଟ୍ରପତି ୨୧ ତାରିଖ ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ । ଏହାପରେ ୨୨ ତାରିଖ ରେ ସେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି
Read More...