Monthly Archives

March 2021

ଆସିଲା ଖରାମାସ : ପାଣି ସମସ୍ୟା ଭୋଗିଲେଣି ମହଲାଇବାସୀ

. କୁଆଁ ପାଣି ୧୫ମିନିଟରେ ସରୁଛି. ପାଣି ସଂଗ୍ରହକୁ ନେଇ ମହିଳାଙ୍କ ମଧ୍ୟରେ ବଢୁଛି ଝଗଡାଦେଓଗାଁ, (ମନୀଷ କୁମାର ସାହୁ) : ଆସିଗଲା ଖରା ମାସ । ବଢିଲାଣି ଖରାର ତାତି ଓ ଗ୍ରାମାଞ୍ଚଳରେ ଦେଖାଦେଲାନି ପାନୀୟ ଜଳ ସମସ୍ୟା । ଏଭଳି ଭାବେ ପାଣି ସମସ୍ୟା ଭୋଗିଲେଣୀ ଦେଓଗାଁ ବ୍ଲକ ମହଲାଇ ଗ୍ରାମବାସୀ
Read More...

ଅଭାବନୀୟ ଘଟଣା : ନିଆଁ ଲିଭାଇବାକୁ ଯାଇ ବିଦ୍ୟୁତ ଆଘାତରେ ମା’ ଓ ପୁଅର ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗ୍ରାମର ସାରା ବିବିଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ନିଆଁକୁ ଲିଭାଇବା ପାଇଁ ସମସ୍ତେ ଉଦ୍ୟମ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ବୁର୍ଲାରୁ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଧକ୍କାଦେଲା ଗ୍ୟାସ୍ ଟ୍ୟାଙ୍କର

ଅନୁଗୁଳ : ଅନୁଗଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଜରପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବୁର୍ଲାରୁ କଟକ ଅଭିମୁଖେ ୨ ଜଣ ରୋଗୀଙ୍କୁ ନେଇ ଯାଉଥିଲା ଆମ୍ବୁଲାନ୍ସ । ତେବେ ୫୫ ନମ୍ବର ଜାତୀୟ ରାଜପଥ ଅନୁଗୁଳ ଜରପଡ଼ା ନିକଟରେ
Read More...

‘ମୋ କଲେଜ’ ଅଭିଯାନର ଆଜି ଶୁଭାର‌ମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉଚ୍ଚଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମିକୁ ଆହୁରି ବିକାଶ କରିବା ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦକ୍ଷତା ବୃଦ୍ଧି କରିବା ନିମନ୍ତେ କାର୍ୟ୍ୟକାରୀ ହୋଇଥିବା "ମୋ କଲେଜ" ଅଭିଯାନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶୁଭାରମ୍ଭ କରିବେ । ରାଜ୍ୟ
Read More...

ଖରିଫ ଧାନ ସଂଗ୍ରହ କାର୍ୟ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧.୨୪ ଲକ୍ଷ ମେଟ୍ରିକ ଟନ୍ ଖରିଫ ଧାନ ସଂଗ୍ରହ ହୋଇସାରିଛି । ସଂଗୃହୀତ ଧାନର ମୂଲ୍ୟ ୧୧ ହଜାର ୪୪୧ କୋଟି ଟଙ୍କା । ୧୧ ଲକ୍ଷ ୫୦ ହଜାର ପଞ୍ଜୀକୃତ ଚାଷୀ ଖରିଫ ଧାନ ବିକ୍ରି କରିଛନ୍ତି । ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଧାନ
Read More...

ଜୟପାଳ ସିଂ ମୁଣ୍ଡାଙ୍କ ମହାପ୍ରୟାଣ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୁଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ମହାମାନବ ପ୍ରଥମ ଆଦିବାସୀ ରାଜନୈତିଜ୍ଞ, ଭାରତୀୟ ସମ୍ବିଧାନ ସଭା ସଦସ୍ୟ, ଶିକ୍ଷାବିତ୍‌, ମହାନ ହକି ଖେଳାଳି ଜୟପାଳ ସିଂ ମୁଣ୍ଡାଙ୍କ ମହାପ୍ରୟାଣ ଦିବସ ପାଳିତ
Read More...

ଚାଲିଗଲେ ଲକ୍ଷ୍ମୀପ୍ରିୟା ମହାପାତ୍ର

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଗତକାଲି ରାତିରେ ରାଜ୍ୟର ପ୍ରଥମ ଓଡିଶୀ ନୃତ୍ୟାଙ୍ଗନା ତଥା ଗୁରୁ କେଳୁଚରଣଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ – ୬୦ ଟଙ୍କା,
Read More...

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ଉତ୍କଳ ଶାନ୍ତି କ୍ଲବ୍ ଓ ୟୁନାଇଟେଡ କ୍ଲବ୍ ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଆଜିର ମ୍ୟାଚକୁ
Read More...

ଦଶାହ କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ସହେଲା ବ୍ଲକ ଅନ୍ତର୍ଗତ ବନାବିରା ଗ୍ରାମର ଅସହାୟ ପରିବାର ତଥା ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଗ୍ରାମର ସୌକିଲାଲ୍ ମହାନନ୍ଦ ଗତ ୧୨/୩/୨୧ ମୃତ୍ୟୁ ହୋଇଥିଲା । କାଲି
Read More...