Monthly Archives

March 2021

ପିପିଲି ଉପନିର୍ବାଚନ ପାଇଁ ୧୫ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ୧୧୦-ପିପିଲି ଉପନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ୍ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । ସେମାନେ ହେଲେ ଆଶ୍ରିତ ପଟ୍ଟନାୟକ, ସମ୍ବିତ୍ ପଟ୍ଟନାୟକ, ସନ୍ତୋଷ କୁମାର ମହାପାତ୍ର,
Read More...

୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଉପନିର୍ବାଚନ ସକାଶେ ଭାରତୀୟ ଜନତା ପାର୍ଟି ତରଫରୁ ମନବୋଧ ବରିହା‌ଙ୍କ ପ୍ରାର୍ଥୀପତ୍ର…

ପାଟଣାଗଡ, (କେପିଏନ୍‌ଏସ୍‌) : ଉପନିର୍ବାଚନ ସକାଶେ ଭାରତୀୟ ଜନତା ପାର୍ଟି ତରଫରୁ ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ମନବୋଧ ବରିହା ନିଜର ପ୍ରାର୍ଥୀପତ୍ର ପାଟଣାଗଡ ଉପଜିଲ୍ଲାପାଳଙ୍କ ଠାରେ ଦାଖଲ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶିବାଜୀ ମହାନ୍ତି,
Read More...

ନିଆଁ ଲାଗି ବହୁ ଚାଳ ଚପର ଘର ଜଳିଗଲା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରା.ପ.ର ବୁଟୁମୁଣ୍ଡା ଗାଁରେ ନିଆଁ ଲାଗି ଯାଇ ଥିବାରୁ ଅନେକ ଚାଲ ଚପର ଘର ପୋଡ଼ିଯିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଖବର ନେବାରୁ ଜଣାଯାଇଛି ଯେ, ବିଲରେ ନିଆଁ ଲାଗିଥିବାରୁ ନିଆଁ ଝୁଲ ଉଡି ଛପର ଘରେ
Read More...

ରାଜ୍ୟସ୍ତରୀୟ ଖେଲୋ ଇଣ୍ଡିଆ : ଖୋଖୋ ପ୍ରଶିକ୍ଷଣ ଶିବିର ପାଇଁ ବାସନ୍ତୀ ନାଗ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଝିଅ ବାସନ୍ତୀ ନାଗ ରାଜ୍ୟସ୍ତରୀୟ ୧୮ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ଖୋଖୋ ପ୍ରଶିକ୍ଷଣ ଶିବିର ପାଇଁ ମନୋନୀତ ହୋଇଛନ୍ତି । ଏହି ଶିବିର କିଟ୍‌ ଏବଂ କିସ୍‌ କ୍ୟାମ୍ପସ୍‌ ଭୁବନେଶ୍ୱରଠାରେ ୨ ଏପ୍ରିଲରୁ ୩୧ ମେ’ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଜିଲ୍ଲା
Read More...

ପ୍ରେମ ବନ୍ଧନରେ ବାନ୍ଧିହେଲେ ପ୍ରେମୀ ଯୁଗଳ : ବିନା ପୁରୋହିତ, ବିନା ଯୌତୁକରେ ବାହାଘର

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରେମ କେତେବେଳେ ହୁଏ ଓ କାହାକୁ ହୁଏ, ତାହା କହି ହୁଏନାହିଁ । ପ୍ରେମ ପାଇଁ କିଏ ନିଜ ଜିବନ ହାରିଦିଏ ତ’ ପ୍ରେମ ପାଇଁ ନିଜ ମା’ବାପାଙ୍କୁ ଭୁଲିଯାଇ ନିଜ ପ୍ରେମିକକୁ ହାତ ଧରି ସଂସାର କରିଥାଏ । ଏଇଥି ପାଇଁ ତ’ ପ୍ରେମ ଅଂଧ ବୋଲି କୁହାଯାଇଥାଏ । ଅନେକ ଥର
Read More...

ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଭଣ୍ଡବାବାକୁ ଗ୍ରାମବାସୀ : ମଦ ଓ ମାରଣାସ୍ତ୍ର ଜବତ, ତଦନ୍ତ କରୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭଣ୍ଡବାବାଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ମଦ ମାଂସ ସହ ଉତ୍‌ପାତ କହିଲେ ନସରେ । ଖୁଂଟରେ ବାନ୍ଧି ନିସ୍ତୁକ ପିଟଛନ୍ତି ଲୋକେ । ପୋଲିସ ଜିମା ପରେ ମାରଣାସ୍ତ୍ର ଜବତ ମଧ୍ୟ ଭଣ୍ଡବାବା ଠାରୁ ଜବତ୍‌ ହୋଇଛି । ଏଭଳିି ଏକ ଘଟଣା ଦେଖିବାକୁ ମିଳିଛି
Read More...

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କ ୧୦୯ତମ ଜୟନ୍ତୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣା ମହାରାଜ ସ୍ମୃତି କମିଟି ଆନୁକୁଲ୍ୟରେ ରାଜଶ୍ରୀ ପାଟଣା ମହାରାଜା ତଥା ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କର ୧୦୯ ତମ ଜୟନ୍ତୀ ପାଳନ ହୋଇଯାଇଛି । ସ୍ମୃତି କମିଟି ସଦସ୍ୟ ଓ ସଦସ୍ୟାମାନେ ରାଜେନ୍ଦ୍ର ପାର୍କରେ ଥିବା ପାଟଣା
Read More...

ମୁସ୍କାନ ତ୍ରିପାଠୀ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଞ୍ଚଳରେ ଯାଉଥିବା ଫ୍ରେଜରପୁର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ୨୦୨୧-୨୨ ଶିକ୍ଷା ବର୍ଷ ର ପରୀକ୍ଷା ଫଳ ପ୍ରକାଶ ପାଇଛି । ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳା ସହ ପରୀକ୍ଷା ପରିଚାଳକ
Read More...

ଆଜି ରାଜ୍ୟରେ ୨୯୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ୨୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୩ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୯,
Read More...