Monthly Archives

March 2021

ବି‌ଶ୍ୱ ନାଟ୍ୟ ଦିବସ ଅବସରରେ ଛତ୍ରପୁରରେ ଗାନ୍ଧୀଙ୍କ ଓଡିଶା ଆଗମନ ନାଟକ ମଞ୍ଚସ୍ଥ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଓଡିଆ ଭାଷା, ସାହିତ୍ୟ ପ୍ରତିଷ୍ଠାନ ଓ ରାଜ୍ୟ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକଶତ ବର୍ଷ
Read More...

ଫୁଲବାଣୀ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ : ସମ୍ପାଦକ ହେଲେ ଅଜିତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ବାର ପରିସରରେ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇ ୩ଟାରେ ଶେଷ ହୋଇଥିଲା । ସମୁଦାୟ ୧୩୧ଜଣ ଭୋଟର ମଧ୍ୟରୁ ୧୨୨ ଜଣ ଭୋଟର ଭୋଟ ଦେଇଥିଲେ । ସେଥି ମଧ୍ୟରୁ ସଭାପତି ପଦ ପାଇଁ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯ : ବଲାଙ୍ଗିର ପୌରାଂଚଳରୁ ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ ଏବଂ ୧୧ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବେଲପଡା ବ୍ଲକ କାନୁଟ ଗ୍ରା.ପ. ଏବଂ ମଧ୍ୟପୁର ଗ୍ରା.ପ.ରୁ
Read More...

ରାତ୍ରିକାଳୀନ କର୍ଫ୍ୟୁ ନବରଙ୍ଗପୁରରୁ ହଟିଲା

ନବରଙ୍ଗପୁର : ରାତ୍ରିକାଳୀନ କର୍ଫ୍ୟୁ ନବରଙ୍ଗପୁରରୁ ହଟିଲା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଜିଲ୍ଲାରେ ଗତ ୨୫ ତାରିଖରୁ ରାତ୍ରି ୮ ଟାରୁ ସକାଳ ୬ ଟା ପର୍ୟ୍ୟନ୍ତ ରାତ୍ରି କାଳୀନ କର୍ଫ୍ୟୁ ଜାରି କରାଯାଇଥିଲା । ତେବେ ସ୍ଥିତିରେ କିଛିଟା ସୁଧାର
Read More...

ଓସିଏ ଭିଜନ ୨୦୨୪ : ଟିଟିଲାଗଡ଼ କ୍ରିକେଟ କ୍ଲବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ଟିଟିଲାଗଡ଼ କ୍ରିକେଟ କ୍ଲବ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତାରେ ନାଏକ କ୍ରିକେଟ ଏକାଡେମୀ ଓ ଟିଟିଲାଗଡ଼ କ୍ରିକେଟ କ୍ଲବ ମଧ୍ୟରେ
Read More...

ଚଢଉ ବେଳେ ୧୩୩ କିଲୋ ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଫୁଲବାଣୀ : ଚଢଉ ବେଳେ ୧୩୩ କିଲୋ ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଫୁଲବାଣୀ ଅବକାରୀ ବିଭାଗ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ଜିଲାପାଳ ଡଃ ବୃନ୍ଦା ଡିଙ୍କ ନିର୍ଦ୍ଦେଶରେ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
Read More...

ଟ୍ରାନ୍ସଫର୍ମରରେ ପିଟି ହେଲା ମାଛ ବୋଝେଇ ଟ୍ରକ : ଡ୍ରାଇଭର ଓ ସୁପରଭାଇଜର‌ଙ୍କ ପ୍ରାଣଗଲା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଗଞ୍ଜାମ ଜିଲ୍ଲା ସୁନାପୁର ମେରାଇନ ଥାନା ଅନନ୍ତରାୟପୁରରେ ଗତକାଲି ବିଳମ୍ବିତ ରାତିରେ ଏକ ମାଛ ବୋଝେଇ ଟ୍ରକ ବ୍ୟାକ୍ କରିବା ବେଳେ ପଛପଟେ ଥିବା ଏକ ଟ୍ରାନ୍ସଫର୍ମରକୁ ଧକ୍କା ଦେଇଥିଲା । ଫଳରେ ବିଦ୍ୟୁତ ଆଘାତରେ ତଳେ ପଡ଼ିଯାଇଥିଲେ ହେଲପର ।
Read More...

ମହାରାଷ୍ଟ୍ରରେ ଆଜିଠୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ

ମୁମ୍ବାଇ : ପୁଣି ବଢି ବଢି ଚାଲିଛି ମହାମାରୀ କରୋନା । ମହାରାଷ୍ଟ୍ରରେ ମଧ୍ୟ ଦୈନିକ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ତେବେ ତାକୁ ଆଖି ଆଗରେ ରଖି ମହାରାଷ୍ଟ୍ର ସରକାର ମହାରାଷ୍ଟ୍ରରେ ଆଜିଠୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି । ହୋଲି
Read More...

ବଞ୍ଚିଛି ପରମ୍ପରା : ଜରାସିଂହାରେ ହେଲା ହୋଲିକା ଦହନ

ଦେଓଗାଁ, (ମନୀଷ କୁମାର ସାହୁ) : ଆଧୁନିକ ଯୁଗରେ ଆଜି ବି ବଞ୍ଚିଛି ଶହ ଶହ ବର୍ଷର ପରମ୍ପରା । ରାଜା ରାଜୁଡ଼ା ଅମଲରୁ ହେଉଥିବା ହୋଲିକା ଦହନ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଗାଁ ଲୋକେ । ହାତରେ ପୁତୁଲା ଲଗା ବାଡ଼ି ଟିଏ ଧରି ଗାଁରେ କୋଦୁଛନ୍ତି ହୋଲି । ଏଥିରେ ସାମିଲ ହୋଇଥାନ୍ତି ପିଲାଠୁ
Read More...

ବାଲି ଚୋରାଚାଲାଣ ବେଳେ ଆରଆଇଙ୍କ ଚଢ଼ାଉ : ୧୦ ହଜାର ଫାଇନ ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅନ୍ତର୍ଗତ ବନ୍ଧପଡା ଆର ଆଇ ସର୍କିଲର ସିଂହାମୁଣ୍ଡା ସ୍ଥିତ ସୋନଗଡ଼ ନଦୀରୁ ବାଲି ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ଉପରେ ଚଢ଼ାଉ କରି ୧୦ହଜାର ଫାଇନ ଆଦାୟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ୧୧ଟା ସମୟରେ ବାଲି
Read More...