Daily Archives

କୋସଲି ଡେରା ପାଟଣାଗଡ଼ ତରଫରୁ ହୋଲି କବିତା ଆସର

ପାଟଣାଗଡ଼, (ପୁ‌ସ୍ତମ ଯୁଆଡି) : କୋସଲି ସାହିତ୍ୟିକ ଅନୁଷ୍ଠାନ କୋସଲି ଡେରା ତରଫରୁ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ହୋଲି କବିତା ଆସର ହନୁମାନ ମନ୍ଦିର, ଗଣ୍ଡାମେଲ ଛକ ଘସିଏନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଭକ୍ତ ବନ୍ଧୁ ବିଶ୍ୱାଳଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ ଏହି
Read More...

ସିରଜିନା ଉତ୍ସବର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସିରଜିନା କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି‌ତ୍ୱ କରିଥିଲେ ରାଜୁ ଘିବେଲା । ରାଜୁ ଘିବେଲା ବୁଡସମ୍ବର ଅଞ୍ଚଳର ଐତିହ୍ୟ ପରମ୍ପରାକୁ ଆଖି ଆଗରେ ରଖି ଲୁଚି ରହିଥିବା ପ୍ରତିଭାକୁ କିପରି ସିରଜିନା ଉତ୍ସବରେ
Read More...

ଡେଲାଙ୍ଗରେ ଦୋଳ ଯାତ୍ରା ଓ ହୋଲି ପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟତ୍ମିକ ଚେତନାରେ ପର୍ଯ୍ୟବେସିତ ଏହି ଗଣ ପର୍ବ ହୋଲି ଓ ଦୋଳଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନବ ସମାଜକୁ ପ୍ରଭାବିତ କରିଥିବାରୁ ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରାଣପ୍ରିୟା ରାଧାଙ୍କୁ ଦୋଳ ଶୋଭାଯାତ୍ରା
Read More...

ଓଡିଶା ଭିଜନ ୨୦୨୪ : ଟିଟିଲାଗଡ଼ କ୍ରିକେଟ କ୍ଳବ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଳବ କ୍ରିକେଟ ପ୍ରତିଯୋଗିତାରେ ଟିଟିଲାଗଡ଼ କ୍ରିକେଟ କ୍ଳବ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତାରେ ଟିଟିଲାଗଡ କ୍ରିକେଟ କ୍ଳବ ଓ ଅମିତାଭ ଫ୍ୟାନ କ୍ରିକେଟ କ୍ଲବ ମଧ୍ୟରେ
Read More...

ରାସ୍ତା ମରାମତି କଲେ କୋଶଲ ସେନା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶମେଲ କୁମ୍ଭାରପଡା ଠାରୁ ଲଙ୍କାବାହାଲ ଗ୍ରାମକୁ ଯିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ପଡି ରହିଥିଲା । କଂକ୍ରିଟ ରାସ୍ତା ହୋଇଥିଲେ ମଧ୍ୟ ରାସ୍ତା ଉପରେ ଫୁଟେରୁ ଅଧିକ ବାଲି ଓ ମାଟି ଜମି ରହି ଖାଲ ଖମା ସୃଷ୍ଟି ହୋଇଥିଲା । ଫଳରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ : ବଲାଙ୍ଗିର ପୌରାଂଚଳରୁ ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୨ରୁ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବେଲପଡ଼ା ବ୍ଲକ ଘାଗୁର୍ଲି ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Read More...

ଉଦଯାପିତ ହେଲା ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା : ଶ୍ୱେତକୁମାର ପ୍ରଧାନ ପାଇଲେ ‘ବୌଦ୍ଧ ବାର୍ତ୍ତାବହ’…

ବୌଦ୍ଧ, (ବଂଶୀଧର ମାଝୀ) : ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ବାରା ସୁକାନ୍ତ ପଟ୍ଟନାୟକଙ୍କ ଆବାହକତ୍ବରେ ସ୍ଥାନୀୟ ଟାଉନହଳ ଠାରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ରବିବାର ଉଦଯାପିତ ହୋଇଯାଇଛି । କାର୍ୟ୍ୟକ୍ରମର ଉଦଯାପନୀ ସଂନ୍ଧ୍ୟାରେ ଫୋରମ ସଭାପତି ଦିବ୍ୟଶଙ୍କର
Read More...

ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ମହାନ ନାଟ୍ୟଗୁରୁ କୋସଲି ନାଟ୍ୟମହର୍ଷି ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଲୋକାର୍ପିତ ହୋଇଯାଇଛି । ଗୁରୁ ଭଗବାନ ସାହୁ ସ୍ମୃତି କମିଟୀର ସଭାପତି ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

କରୋନା ସଂକ୍ରମଣ ବୃ‌ଦ୍ଧିକୁ ନେଇ ରାଜ୍ୟରେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ନାହିଁ : ଗଣଶିକ୍ଷା ମନ୍ତ୍ରୀ

ଭୁବନେ‌ଶ୍ୱର, (ସୁଶାନ୍ତ ସାହୁ) : କରୋନା ସଂକ୍ରମଣ ବୃ‌ଦ୍ଧିକୁ ନେଇ ରାଜ୍ୟରେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ବୋଲି ସାଧାରଣରେ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଆଜି ‌ସ୍ପ‌ଷ୍ଟ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି ଯେ, "ଏବେ ବନ୍ଦ ହେବନି
Read More...

ଗର୍ଭବତୀଙ୍କୁ ୩ କିମି ଚଲାଇ ନିଲମ୍ବିତ ହେଲେ ଥାନା ଅଧିକାରୀ

ମୟୂରଭଞ୍ଜ : ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଳାଇବା ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କୁ ଏସ୍‌ପି ନିଲମ୍ବିତ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ଶରତ ଥାନା ଓଆଇସି ରୀନା ବକ୍ସଲାଙ୍କ ନିର୍ଦ୍ଦେଶରେ ଯୋଗୁଁ ଜଣେ ଗର୍ଭବତୀ ୩ କିମି ଚାଲି ଚାଲି
Read More...