tur
Daily Archives

ଛତ୍ରପୁର ଓକିଲ ସଙ୍ଘ ନିର୍ବାଚନ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର ଓକିଲ ସଙ୍ଘର ନୂତନ କର୍ମକର୍ତା ନିର୍ବାଚନ ଶନିବାର ସନ୍ଧ୍ୟାରେ ଘୋଷିତ ହୋଇଯାଇଛି । ସଙ୍ଘର ସଭାପତି ଭାବେ ପ୍ରଦୀପ କୁମାର ପାଢ଼ୀ, ଉପ -ସଭାପତି ଭାବେ ଚୈତନ୍ୟ ପ୍ରଧାନ, ସମ୍ପାଦକ ଭାବେ ଏଲ. ଗୋପାଲ ରାଓ, ଯୁଗ୍ମ ସମ୍ପାଦକ ଭାବେ ସଞ୍ଜୟ
Read More...

କନ୍ଧମାଳରେ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା କାର୍ୟ୍ୟକ୍ରମ ଯଥେଷ୍ଟ ଆଗେଇ ପାରିଛି : ଚାଇ‌ଲ୍ଡ ଲାଇନ ରୋକିଛି ୭୧ଟି…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗତ ୨୦୧୨ ମସିହାରୁ କନ୍ଧମାଳ ଜିଲାରେ କାର୍ୟ୍ୟ କରି ଆସୁଥିବା ଚାଇ‌ଲ୍ଡ ଲାଇନ ଜିଲାରେ ଶିଶୁ ମାନଙ୍କ ସୁରକ୍ଷା, ଥଇଥାନ ଏବଂ ଉନ୍ନତି ଦିଗରେ ଯଥେଷ୍ଟ କାର୍ୟ୍ୟ କରିଛି । ଆଗକୁ ଏହି ଦିଗରେ ଆହୁରି ଅନେକ କରିବାର ଅଛି ବୋଲି ଆଜି ସ୍ଥାନୀୟ
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୦

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୬୫୦ ରହିଛି । ଆଜି ୨୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୧୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ଝାରବନ୍ଧରେ ଅଘୋଷିତ ବିଦ୍ୟୁତ କାଟ ନେଇ ଜନ ଅସନ୍ତୋଷ ତେଜୁଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଞ୍ଚଳରେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ ହେବା ଯୋଗୁଁ ଉପଭୋକ୍ତା ଅତି‌ଷ୍ଠ ହେଉଥିବା ଦେଖାଯାଉଛି । ପ୍ରତ୍ୟହ ଦିନ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି । ପୁଣି ତା ସାଙ୍ଗକୁ ରାତ୍ର ସମୟରେ ବିଦ୍ୟୁତ କାଟ
Read More...

ହିଟ୍ ୱେଭ୍ ମୁକାବିଲା ପାଇଁ ପଦକ୍ଷେପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହିଟ୍ ୱେଭ୍ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଡାକ୍ତରଖାନାରେ ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ୱାର୍ଡ୍ ସହିତ ଓଆରଏସ୍ ଗଚ୍ଛିତ ରଖାଯାଇଛି । ଅଧିକ ଉତ୍ତାପ ପରିସ୍ଥିତିରେ ୧୧ଟାରୁ ୩ଟା ଭିତରେ ଶ୍ରମିକମାନଙ୍କ କାର୍ୟ୍ୟ ବାରଣ କରାଯିବ ।
Read More...

ବଉଲ ନାଟ ଏଣ୍ଡ କଲ୍‌ଚରାଲ୍ ଏସୋସିଏସନ ପକ୍ଷରୁ ବିଶ୍ଵନାଟ୍ୟ ଦିବସ ପାଳିତ

ବୌଦ୍ଧ, (ମମତା ମହାକୁର) : ବଉଲ ନାଟ ଏଣ୍ଡ କଲ୍‌ଚରାଲ୍ ଏସଓସିଏସନ, ବ୍ରହ୍ମଣୀ ପକ୍ଷରୁ ବିଶ୍ଵନାଟ୍ୟ ଦିବସ ପାଳିତ ହୋଇଯାଇଛି । ମଞ୍ଚ ଅଭିନେତା ଶିବ କମ୍ପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଉଲ ନାଟ ଏଣ୍ଡ କଲଚୁରାଲ ଏସଓସିଏସନର ସଭାପତି ଅର୍ଜୁନ ପ୍ରଧାନ, ହଳଧର କର୍ମୀ, ଲାଲ ପଲିଆ ପ୍ରମୁଖ
Read More...

କାନ୍ଦୁଛି ପେଟ, ଠିକଣା ଖୋଜୁଛି ପାଠ

ସଇଁନ୍ତଲା, (ଅଜିତ୍‌ କୁମାର ସାହୁ) : ଶିଶୁ ହସିଲେ ଦେଶ ହସିବ ବୋଲି ସ୍ଲୋଗାନ ଦିଆଯାଉଛି । ଶିଶୁ ମାନଙ୍କ ବିକାଶ ସହିତ ଉପଯୁକ୍ତ ଶିକ୍ଷା ଯୋଗାଇବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ବିପୁଳ ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ସରକାରୀ
Read More...

ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ : ଫାଇନାଲରେ କଟକ ବିଜୟୀ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ପୋଲିସ ପ୍ୟାରେଡ଼ ପଡ଼ିଆ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି । ଫାଇନାଲରେ ଏହି ମ୍ୟାଚରେ ସୋନପୁର ସହ କଟକ
Read More...

ଖଟଖଟିଆ ଓ ପଲସାଗୋରାରେ ଗୋ‌ଷ୍ଠୀ ଶୌଚାଳୟ ଉଦଘାଟିତ

ବୋୖଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଂଟାମାଲ ବ୍ଲକ ଖଟଖଟିଆ ଓ ପଲସାଗୋରାଠାରେ ନୂତନ ଭାବେ ନିର୍ମିତ ଦୁଇଗୋଟି ଗୋଷ୍ଠୀ ଶୌଚାଳୟ ଉତଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଂଟାମାଲ ବିଡ଼ିଓ ବନ୍ଦନା ଖଟୁଆ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଖଟଖଟିଆ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ବ୍ରୁକୋଲି – ୫୦, ଟମାଟର୍‌ – ୮ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୬୦ ଟଙ୍କା,
Read More...