Daily Archives

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୪୪୯ ରହିଛି । ଆଜି ୨୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ଛତ୍ରପୁର ସର୍କିଟ ହାଉସ ଠାରେ ଶୁକ୍ରବାର ଗଞ୍ଜାମ ଜିଲ୍ଲା ଓଏଏସ ସଂଘ ବୈଠକ ବସିଲା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ପକ୍ଷରୁ ୧୫୦ ଅତିରିକ୍ତ ସଚିବ ଓ ୧୧୦ ଯୁଗ୍ମ ସଚିବ ପଦବୀ ଟେମ୍ପରାରି ଭାବେ କରିବାକୁ ଯାଉଛନ୍ତି । ଏକ ବର୍ଷ ପର୍ୟ୍ୟନ୍ତ ପ୍ରମୋସନ ବନ୍ଦ ରହିବ । ଏହାକୁ ବିରୋଧ କରିଛି ଗଞ୍ଜାମ ଜିଲ୍ଲା ଓଏଏସ ସଂଘ । ଏନେଇ ଶୁକ୍ରବାର ସ୍ଥାନୀୟ
Read More...

କରେନାରେ ଆକ୍ରା‌ନ୍ତ ହେଲେ ସଚିନ ତେନ୍ଦୁଲକର

ମୁମ୍ବାଇ : ମହାମାରୀ କରୋନା ପୁଣି ବଢି ବଢି ଚାଲିଥିବା ବେଳେ ବ‌ର୍ତ୍ତମାନ ତାର ଦ୍ୱିତୀୟ ଲହରୀ । ତେବେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର କରେନାରେ ଆକ୍ରା‌ନ୍ତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇ ଲେଖିଛନ୍ତି ଯେ - ଆଜି ମୁଁ କରୋନା ସଂକ୍ରମିତ
Read More...

ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ୨ ଜଣଙ୍କୁ ନିଯୁକ୍ତି ଦେଲା

ଭୁବନେଶ୍ୱର : ୨ ଜଣଙ୍କୁ କାର୍ୟ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛି ଉଚ୍ଚଶିକ୍ଷା ବିଭାଗ । ଡକ୍ଟର ଅତନୁ ପତି ଓ ଡକ୍ଟର ସୁସ୍ମିତ ପ୍ରସାଦ ପାଣିଙ୍କୁ କାର୍ୟ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ଏମାନେ ନିଯୁକ୍ତି ତାରିଖ ଠାରୁ ୬ ବର୍ଷ ଯାଏଁ ଅଥବା ୭୦ ବର୍ଷ ବୟସ
Read More...

କାଲି ରାଜେନ୍ଦ୍ର ଆଲୁମ୍ନିର ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ରବିବାର ଦିନ ପୂର୍ବାହ୍ନ ୧୦.୩୦ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆର୍ଟସ ବ୍ଲକ୍ ୫ ନମ୍ବର ହଲରେ ଆଲୁମ୍ନିର ଏଜିଏମ୍ ବା ବାର୍ଷିକ ସାଧାରଣ ବୈଠକ ଆୟୋଜିତ ହେଉଛି । ଉକ୍ତ ବୈଠକରେ ସଂଘର ସାଂଗଠନିକ ବ୍ୟାପାର, ସ୍ମରଣିକା ବଣ୍ଟନ ଓ ବି‌ଶ୍ୱବିଦ୍ୟାଳୟର
Read More...

ନିଆଁ ଏବେ ଜଙ୍ଗଲ ମୁହାଁ : ବୌଦ୍ଧ ବନ ବିଭାଗ ନାକେଦମ

ବୌଦ୍ଧ, (ର‌ଞ୍ଜୁ ଅମାତ) : ବୌଦ୍ଧ ଜିଲ୍ଲାର ବନପାହାଡ଼ ଘେରା ଅଞ୍ଚଳରେ ଏବେ ନିଆଁର ରାଜକତା । ଦୀର୍ଘ ୨୦-୨୫ ଦିନ ହେବ ଶହ ଶହ ହେକ୍ଟର ଜଙ୍ଗଲ ପାହାଡ଼ରେ ଅସାମାଜିକ ଲୋକ ନିଆଁ ଲଗାଇ ଦେଉଥବାରୁ ମୂଲ୍ୟବାନ ଗଛ ପୋଡିଯିବା ସହ ବନ୍ୟଜନ୍ତୁ ମାନେ ମଧ୍ୟ ଜୀବନ ବିକଳରେ ଗ୍ରାମଭିମୁଖୀ ହେଉଥିବା ବେଳେ
Read More...

ଛତ୍ରପୁରରେ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା : ଆଜି ଅପରାହ୍ନରେ ଫାଇନାଲ ଖେଳରେ କଟକ-ସୋନପୁର ମଧ୍ୟରେ ମୁକାବିଲା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ପୋଲିସ ପ୍ୟାରେଡ଼ ପଡ଼ିଆ ଠାରେ ଚାଲିଥିବା ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଶୁକ୍ରବାର ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲରେ କଟକ ଦଳ ୧ -୦ ଗୋଲ
Read More...

ଟ୍ରକ ଧକ୍କାରେ ସ୍କୁଟି ଚାଳକ ମହନ୍ତ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଛତ୍ରପୁର ନିକଟ ୧୬ ନଂ ଜାତୀୟ ରାଜପଥ କଲେଜ ଛକ ଠାରେ ଏକ ଆଇରନ ଓର ବୋଝେଇ ଟ୍ରକ ଧକ୍କାରେ ଗଞ୍ଜାମ ସହର ସ୍ଥିତ ଧର୍ମଶାଳା ଜଗନ୍ନାଥ ମନ୍ଦିରର ମହନ୍ତ ମହାରାଜ ବାବାଜୀ ରାମ ନାରାୟଣ ଦାଶ ଗୁରୁତର ହୋଇଛନ୍ତି । ଘଟଣାରୁ ଜଣାପଡିଛି ଯେ ମହନ୍ତ ରାମ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ବ୍ରୁକୋଲି - ୫୦, ଟମାଟର୍‌ – ୧୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୬୦ ଟଙ୍କା,
Read More...

ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ଉପଲକ୍ଷେ ପୂର୍ଣାଙ୍ଗ ପ୍ରସ୍ତୁତି

ବରଗଡ଼, (ନିରୋଜ କୁମାର ପାଣୀ) : ଗତକାଲି ଜିଲ୍ଲା ବରିଷ୍ଠ ନାଗରିକ କାର୍ୟ୍ୟାଳୟରେ କାର୍ୟ୍ୟକାରୀ ସଭାପତି କେଦାର ମିଶ୍ରଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ ବୈଠକରେ ସଭାପତି ମୋହନ ସାହୁ, ସଂପାଦକ ପ୍ରଦୀପ ଦେବତା, କାର୍ୟ୍ୟକାରୀ ସଭାପତି କେଦାର ମିଶ୍ର, ଲୁଲୁ ରବୀନ ଦାସ, ପ୍ରୀତମ ସିଂ, ଦଧିବାମନ
Read More...