Daily Archives

କରୋନା ସଚେତନତାକୁ ନେଇ ତହସିଲଦାରଙ୍କ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସତର୍କତା ଅବଳମ୍ବନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ
Read More...

ଗରିବ ଛାତ୍ରୀଙ୍କୁ ସହାୟତା କଲେ ରାଜ୍ୟ ବିଜେଡି ଯୁବ ସମ୍ପାଦକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବୁଢିପଦର ଗାଁର ଅସହାୟ ଗରିବ ଛାତ୍ରୀଙ୍କୁ ସହାୟତା କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ । ବୁଢିପଦର ଗାଁର ପ୍ରତିମା ମୁଗୀଙ୍କ ପାଠ ପଢିବାରେ ଅସୁବିଧା ହେଉଥିବାରୁ ତାଙ୍କୁ ପାଠ
Read More...

ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି : ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର…

ପିପିଲି : ପିପିଲି ଉପ-ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍‌ ଦେଲା ବିଜେଡି । ରୁଦ୍ର ମହାରଥୀଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ଏପ୍ରିଲ ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ । ମେ ମାସ ୨
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୪ରୁ ଜଣେ, ବେଲପଡ଼ା ବ୍ଲକ ମଣ୍ଡଲ ଗ୍ରା.ପ.ରୁ ଜଣେ ଓ ସଲଣ୍ଡି ଗ୍ରା.ପ.ରୁ ୪ ଜଣ, ପାଟଣାଗଡ଼ ବ୍ଲକ
Read More...

ଓସିଏ ଭିଜନ ୨୦୨୪ : ୟଙ୍ଗ ଷ୍ଟୁଡେଣ୍ଟ ଏକାଡେମୀ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ ଏକାଡେମୀ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତା ୟଙ୍ଗ ଷ୍ଟୁଡେଣ୍ଟ ଏକାଡେମୀ ଓ ବୁଡ଼ାବାହାଲ ଦଳ ମଧ୍ୟରେ ଅନୁଷ୍ଠିତ
Read More...

ଚାଷୀ ସଂଗଠନର କୃଷି ଆଇନ ପ୍ରତ୍ୟାହାର ଦାବୀରେ ଭାରତ ବନ୍ଦ ବାଲିଗୁଡାରେ ସଫଳ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମର୍ଥନ ଜଣାଇ ସକାଳ ୬ ଟାରୁ
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୪

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୩୧୩ ରହିଛି । ଆଜି ୨୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୯୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ବି.ଏସ.ଏନ.ଏଲ. କାର୍ୟ୍ୟାଳୟ ସ‌ମ୍ମୁଖରେ ଧାରଣା ଦେବେ ବୋଲି ଓକିଲଙ୍କ ଚେତାବନୀ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ବ୍ରହ୍ମପୁର ସହରରେ ଭାରତ ସଂଚାର ନିଗମ ଲି. ସୌଜନ୍ୟର କମ୍ପାନୀ ଗତ କେତେ ମାସ ହେଲା ଗ୍ରାହକ ମାନଙ୍କୁ ଅତି ନିମ୍ନ ମାନର ସେବା ଦେଉଛି । ତରଙ୍ଗର ଗତି ଅତି ଧୀର ଥିବାରୁ ମୋବାଇଲ ନେଟ୍‌ ଠିକ ଭାବରେ କାମ କରୁନାହିଁ । ଇଣ୍ଟେର୍ନେଟ ଖୋଲିବାକୁ ବହୁତ
Read More...

ବାଲ୍ୟ ବିବାହ ରୋକିବା ନିମନ୍ତେ କୁଳମୁଖ୍ୟ ମାନଙ୍କୁ ନେଇ ବୈଠକ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ବାଲ୍ୟ ବିବାହ ରୋକିବା ନିମନ୍ତେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆସିକା ପଞ୍ଚାୟତ ସମିତି ସଭାଗୃହ ଠାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଅଛି । ଉକ୍ତ ବୈଠକରେ ଆସିକା ଅଞ୍ଚଳର ବିଭିନ୍ନ କୁଳ ସମ୍ପ୍ରଦାୟର ସଂଗଠନର ମୁଖ୍ୟ ମାନଙ୍କୁ ନେଇ
Read More...

ସ୍କୁଟି ସହ ବ୍ୟାଗ ଜିନିଷରେ ମିଳିଲା ଗଞ୍ଜେଇ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଭଞ୍ଜନଗର ଅବକାରୀ ବିଭାଗ ତରଫରୁ ଗୁରୁବାର ଭୋର ସମୟରେ ଦୁର୍ଗାପ୍ରସାଦ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ସ୍କୁଟିକୁ ସନ୍ଦେହରେ ଅଟକା ଯାଇଥିଲେ । ହେଲେ ଅବକାରୀ ବିଭାଗ ଗାଡିକୁ ଦେଖି ଅନ୍ଧାରର ସୁଯୋଗ ନେଇ ଆସମୀ ଗାଡ଼ି ଓ ଗୋଟିଏ ବ୍ୟାଗ
Read More...